Latest Odisha News
Browsing Category

ରାଜନୀତି

ବିଜେଡିର ୧୬ ଜଣିଆ ମିଡିଆ ଟିମ୍, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ସୋମବାର ଦିନ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ବିତର୍କରେ ଦଳର ପ୍ରତିନିଧିତ୍ୱ କରିବା ଏବଂ ଏହାର ଦୃଷ୍ଟିକୋଣ ଉପସ୍ଥାପନ କରିବାକୁ ୧୬ଜଣିଆ ନୂଆ ମିଡିଆ ଟିମ୍ ଘୋଷଣା କରାଯାଇଛି। ବିଜେଡି ଦ୍ବାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଦଳର…

କଂଗ୍ରେସ ବୈଠକରେ ଯୋଗ ଦେଲେନି ତାରା, ପଚାରିବାରୁ କିଛି ଏମିତି କହିଲେ….

ଭୁବନେଶ୍ବର: ଆଜି ବିଧାନସଭା ଅଧିବେଶନ ପୂର୍ବରୁ ବସିଥିଲା କଂଗ୍ରେସ ବିଧାୟକ ଦଳ ବୈଠକ । ବିଧାନସଭାର ୫୪ ନଂ କକ୍ଷରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ହେଲେ ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତି ଓ ରମେଶ ଜେନା…

ପିସିସି ପୁନର୍ଗଠନ: କିଏ ହେବେ ନୂଆ ମଙ୍ଗୁଆଳ, ରେସରେ ଏହି ସବୁ ନାମ…

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ନିର୍ବାଚନରେ ଆଶାନୁରୂପ ଫଳାଫଳ ହାସଲ କରିବାରେ ବିଫଳ ହେବା ପରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ରାଜ୍ୟ ୟୁନିଟର ବ୍ୟାପକ ପୁନର୍ଗଠନ ଆରମ୍ଭ କରିଛି। ରବିବାର ଏଆଇସିସି ପିସିସି ସଭାପତି ଓ ସମସ୍ତ କର୍ମକର୍ତ୍ତାଙ୍କୁ ହଟାଇ…

ସର୍ବଦଳୀୟ ବୈଠକରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଲା ବିଜେଡି, ଜାଣନ୍ତୁ ପ୍ରଥମେ କେବେ ଉଠିଥିଲା ଏ ପ୍ରସଙ୍ଗ?

ନୂଆଦିଲ୍ଲୀ: ସଂସଦ ଅଧିବେଶନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ନୂଆଦିଲ୍ଲୀରେ ସାଂସଦମାନଙ୍କ ସର୍ବଦଳୀୟ ବୈଠକରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇଛି। ନୀତୀଶ କୁମାରଙ୍କ ଜେଡିୟୁ ଏବଂ ଲାଲୁ ପ୍ରସାଦଙ୍କ ଆରଜେଡି ବିହାର ପାଇଁ ସମାନ ଦାବି କରିଥିବା…

ଭାଙ୍ଗିଲା ପିସିସି କମିଟି, ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର: କଂଗ୍ରେସ ବିଧାୟକ ଦଳର ନେତା ହେଲେ ରାମଚନ୍ଦ୍ର କାଡାମ। ଅଶୋକ ଦାସଙ୍କୁ ଦଳର ଉପନେତା ଦାୟିତ୍ବ ଦିଆଯାଇଛି।ସିଏସ୍‌ ରାଜନ ଏକ୍କା ହେଲେ କଂଗ୍ରେସ ମୁଖ୍ୟ ସଚେତକ। ଏନେଇ ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମଧ୍ଯ…

ରାତି ପାହିଲେ ବିଧାନସଭା, ବିଧାୟକ ଦଳ ବୈଠକରେ ବିରୋଧୀଙ୍କ କଡା ଆଭିମୁଖ୍ୟ

ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । କ୍ଷମତାସୀନ ହେବା ପରେ ବିଜେପି ସରକାରର ଏହା ପ୍ରଥମ ଅଧିବେଶନ । ଆସନ୍ତାକାଲି ରାଜ୍ୟପାଳଙ୍କ ଅଭିଭାଷଣ ସହିତ ଆରମ୍ଭ ହେବ ବଜେଟ୍ ଅଧିବେଶନ । ଏହାସହିତ ଆସନ୍ତା ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ…

ବିଧାନସଭା ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ, କଂଗ୍ରେସ ବିଧାୟକ ଦଳର ନେତା କିଏ ହେବେ ଜାରି ରହିଛି ଦ୍ୱନ୍ଦ୍ୱ

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଥିଲା। କିନ୍ତୁ ବୈଠକର ପ୍ରଥମ ଥର ପାଇଁ କୌଣସି କଂଗ୍ରେସ ବିଧାୟକ ଯୋଗ ଦେଇନଥିଲେ। ବିଜେପି ସରକାରକୁ ଆସିଛି। ସମସ୍ତଙ୍କ ସହଯୋଗ ଲୋଡି ରାଜ୍ୟରେ ବିକାଶ ପାଇଁ ପଦକ୍ଷେପ ନେବ ବୋଲି କହୁଛି।…

ବିଜ୍ଞପ୍ତି ପ୍ରକାଶ ପାଉଛି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଜାଣିନି.. ସରକାରରେ ସମନ୍ୱୟ ରହିଛି ତ?

ଭୁବନେଶ୍ୱର: ଶୁକ୍ରବାର କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖାରଜ କରିବା ଏବେ ସରକାରର ଆଭ୍ୟନ୍ତରୀଣ ସମନ୍ୱୟ ନେଇ ପ୍ରଶ୍ନ ଉଠାଇଛି। ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଢିଛି ବିଜେପି। ତେଣୁ ଏବେର ବିରୋଧୀ ଦଳ ବିଜୁ…

ଛୋଟ ଦଳ, ବଡ ଆୟ

ନୂଆଦିଲ୍ଲୀ: ଭାରତର ପ୍ରମୁଖ ଆଂଚଳିକ ଦଳ ମଧ୍ୟରେ କାହାର ଆୟ ଅଧିକ । କିଏ ଅଧିକ ଖର୍ଚ୍ଚ କରେ । ଦେଶର କିଛି ପ୍ରମୁଖ ଆଂଚଳିକ ଦଳର ଆୟବ୍ୟୟ ହିସାବ ଜାରି ହୋଇଛି । ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ-ଏଡିଆର ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଆୟବ୍ୟୟ ରିପୋର୍ଟ ଜାରି ହୋଇଛି । ରିପୋର୍ଟ…

ନେମପ୍ଳେଟ ବିବାଦ: କିଛି ଏମିତି କହିଲେ ବାବା ରାମଦେବ..

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏବେ ସାରାରାଜ୍ୟରେ କାଉଡିଆଙ୍କ ଯିବା ରାସ୍ତାରେ ଢାବା, ହୋଟେଲ, ରେଷ୍ଟୁରାଂଟ, ଠେଲା ଓ ଦୋକାନୀ ମାଲିକମାନେ ନିଜ ଦୋକାନ ଆଗରେ ନେମପ୍ଲେଟ୍ ଲଗାଇବା ଆଦେଶ ଜାରି କରିଛନ୍ତି ୟୁପି ସରକାର । ଯାହାକୁ ନେଇ ଏବେ ତେଜିଛି ବିବାଦ । ବିରୋଧୀଙ୍କ ଠାରୁ ଆରମ୍ଭ କରି…