Latest Odisha News

BREAKING NEWS

Browsing Category

ରାଜନୀତି

ନିଟ୍ ବିବାଦ: ସଂସଦର ଉଭୟ ଗୃହରେ ମୁଲତବୀ ପ୍ରସ୍ତାବ ଆଣିବେ ବିରୋଧୀ

ନୂଆଦିଲ୍ଲୀ: ଶୁକ୍ରବାର ସଂସଦରେ ନିଟ୍ (ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ) ଦୁର୍ନୀତି ପ୍ରସଙ୍ଗ ଉଠାଇବ ବୋଲି ବିରୋଧୀ କହିଛି। ନିଟ୍-ୟୁଜି ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗକୁ ନେଇ ଛାତ୍ର ସଂଗଠନ ଗୁଡ଼ିକ ଅଣ୍ଟା ଭିଡ଼ିଛନ୍ତି। ଶୁକ୍ରବାର ସଂସଦର ଉଭୟ ଗୃହରେ ନିଟ୍…

ବିହାରରେ ହଟଚମଟ: ଆରଜେଡି ବିଧାୟକ କହିଲେ ଏନଡିଏ ଛାଡ଼ିପାରନ୍ତି ନୀତୀଶ କୁମାର

ପାଟଣା: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଥର ପାଇଁ ଏନଡିଏ ସରକାର ଗଠନ ହୋଇଛି । ଏହା ସତ୍ତ୍ୱେ କ୍ଷମତା ଅଦଳବଦଳକୁ ନେଇ ବିରୋଧୀମାନେ ବଡ଼ ବଡ଼ ଦାବି କରୁଛନ୍ତି। ଲାଲୁ ଯାଦବଙ୍କ ଦଳ ଆରଜେଡି ନେତା ମଧ୍ୟ ସମାନ ଦାବି କରିଛନ୍ତି। ବିହାର…

ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡିର କାଉଣ୍ଟର ଆଟାକ୍

ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ କାଉଣ୍ଟର ଆଟାକ୍ କଲା ବିରୋଧି ବିଜେଡି । ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦେଇଥିବା ବକ୍ତବ୍ୟକୁ ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର । ଛତିଶଗଡର ବେଆଇନ କାମ ବିରୋଧରେ କେନ୍ଦ୍ର…

ପିସିସି ସଭାପତିଙ୍କ ଇସ୍ତଫା ଦାବି; ପ୍ରତିକ୍ରିୟା ଦେଲେ ଶରତ ପଟ୍ଟନାୟକ

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ପରେ ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ବଢ଼ିଚାଲଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଦ ଛାଡିବା ପାଇଁ କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଦଳର ଶୋଚନୀୟ ପରାଜୟ ପାଇଁ ପିସିସି ସଭାପତିଙ୍କୁ ଦାୟୀ କରିଛନ୍ତି । ସେ…

ରଘୁନନ୍ଦନ ଦାସଙ୍କ ବିରୋଧରେ ଆକ୍ସନ୍ କେବେ?

ଭୁବନେଶ୍ବର : ବିଜେଡି ସରକାରରେ ଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନ ମନା ଥିଲା। ଏବେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମହିଳା ସାମ୍ବାଦିକଙ୍କ ଉପରକୁ ବିଜେଡି ନେତା କୁକୁର ଛାଡିଥିବା ଅଭିଯୋଗ ହୋଇଛି। ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ସଂଗୀନ ଅଭିଯୋଗ…

‘ସିଂଗୋଲ ହଟାଇ ସମ୍ବିଧାନ ପୁସ୍ତକ ସ୍ଥାପନ ’: ମୁହାଁମୁହିଁ ହେଲେ ଏନଡିଏ– ଇଣ୍ଡିଆ

ନୂଆଦିଲ୍ଳୀ: ପୁଣି ତେଜିଛି ସିଂଗୋଲ ବିବାଦ । ସିଂଗୋଲଙ୍କୁ ନେଇ ଲୋକସଭାରେ ହଟଚମଟ । ମୋଦି ସରକାର ତୃତୀୟ ଥର ପାଇଁ ସରକାର ଗଢିବା ପରେ ଲୋକସଭାରେ ଜାରି ରହିଛି ସ୍ବତନ୍ତ୍ର ଅଧିବେଶନ । ଏହାରି ଭିତରେ ନୂଆ ସଂସଦ ଭବନରେ ସ୍ଥାପିତ ହୋଇଥିବା ସିଂଗୋଲକୁ ନେଇ ଏବେ ପୁଣି ମୁହାଁମୁହାଁ…

ଲକ୍ଷ୍ମୀ ବସ ସେବାର ଭବିଷ୍ଯତ କ’ଣ? ବିଭାଗୀୟ ମନ୍ତ୍ରୀ ଦେଲେ ଜବାବ

ଭୁବନେଶ୍ୱର: ପକେଟକୁ ସୁହାଇଲା ଭଳି ଭଡା ଦେଇ ଜଣେ ଗାଁରୁ ଆସିପାରିବ ସହର। ନବୀନ ସରକାର ନିର୍ବାଚନର କେଇ ମାସ ପୂର୍ବରୁ ଏପରି ଏକ ଯୋଜନା ଘୋଷଣା କରିଥିଲେ। ଲକ୍ଷ୍ମୀ ଯୋଜନା ନାଁରେ ପରିଚିତ ଏହି ଯୋଜନାର ଭବିଷ୍ୟତକୁ ନେଇ ଏବେ ଚର୍ଚ୍ଚା। ଲକ୍ଷ୍ମୀ ଯୋଜନା ଯେଉଁ ଉଦ୍ଦେଶ୍ୟରେ ଆରମ୍ଭ…

କଂଗ୍ରେସରେ ପିଟ୍ରୋଡା ପୁନଃ ଅବସ୍ଥାପିତ, କଟାକ୍ଷ କରି ବିଜେପି କହିଲା ‘ଯାହା ହେବାର କଥା ହୋଇଛି’

ନୂଆଦିଲ୍ଲୀ: ଭାରତୀୟ ବିଦେଶୀ କଂଗ୍ରେସର ଅଧ୍ୟକ୍ଷ ଭାବେ ସାମ୍ ପିଟ୍ରୋଡାଙ୍କୁ ପୁନଃ ଅବସ୍ଥାପିତ କରାଯିବା ପରେ ବିଜେପି କଂଗ୍ରେସକୁ ଟାର୍ଗେଟ କରି କହିଛି ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ହଟାଇବା ଓ ପୁନଃ ଅବସ୍ଥାପିତ କରିବାର ସମଗ୍ର ପ୍ରକ୍ରିୟା କେବଳ ଏକ ନିର୍ବାଚନୀ କୌଶଳ। ବିଜେପି ଆଇଟି…

ରାହୁଲଙ୍କ ସମ୍ବିଧାନ ବହି ଧରି ଶପଥ ପାଠ, ସଂସଦରେ ଜରୁରୀକାଳୀନ କଥା କହି ସରକାର ଦେଲେ ଜବାବ

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟ ଦେଖିବାରେ ଯେଉଁଭଳି ରୋମାଞ୍ଚ ରହିଥାଏ ସେହିଭଳି ଏକ ରୋମାଞ୍ଚ ଦେଖିବାକୁ ମିଳିପାରେ ଚଳିତ ଅଷ୍ଟାଦଶ ଲୋକସଭା କାର୍ଯ୍ୟକାଳରେ। ସାଂସଦ ଭାବେ ଶପଥ ନେବା ହେଉ ଅବା ସଂସଦରେ ପ୍ରଥମ ଦିନରେ ପ୍ରବେଶ ବେଳେ ବିରୋଧୀ ସାଂସଦ ସମ୍ବିଧାନର ବହି ଦେଖାଇ ସରକାରକୁ କାଉଣ୍ଟର…

‘ଲୋକଙ୍କ ସରକାର’ରେ ବଦଳିନି ପୋଲିସର ମାନସିକତା, ଚାନ୍ଦବାଲି ଘଟଣାରେ କାହିଁକି ଚୁପ୍?

ଭୁବନେଶ୍ୱର: ଭଦ୍ରକ ଚାନ୍ଦବାଲି ଥାନା ପରିସରରେ ମହିଳା ଏବଂ ତାଙ୍କ ନାବାଳିକାକୁ ପୋଲିସ ଯେଉଁଭଳି ଭାବେ ମାଡ଼ ମାରିବା ସହ ନିର୍ଯାତନା ଦେଇଛି ତାହା ଏବେ ପୋଲିସର ଦାଦାଗିରିକୁ ଦର୍ଶାଇଛି। ନିଜେ ବିଧାୟକ ଥିବା ବେଳେ ମୋହନ ମାଝୀ ମଧ୍ୟ ପୋଲିସର ଏଭଳି ବ୍ୟବହାରର ଶିକାର ହୋଇଥିଲେ। ତେଣୁ…