Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡି କଳି…କାହିଁକି ଆକ୍ସନ୍ ହେବନି କୁହ?

ଭୁବନେଶ୍ବର: ଉଠୁଛି ପଡୁଛି ରାଜଧାନୀ ରାଜନୀତି । ଭୁବନେଶ୍ବର ବିଜେଡିରେ କିଏ କରୁଛି ବିଶୃଙ୍ଖଳା? ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କଳି ତୁଟିବାର ନାଁ ନେଉନି । ପ୍ରଥମେ ଟିକେଟ୍ ଲବି ତ ପରେ କର୍ପୋରେଟର କଳିକୁ ନେଇ ବିସ୍ଫୋରକ ବୟାନ । ଭୁବନେଶ୍ବର ବିଜେଡିରେ ଅନ୍ତକନ୍ଦଳ ବିଭିନ୍ନ ସମୟରେ…

ଯାଜପୁର ରଣକ୍ଷେତ୍ର…ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ କିଏ?

ଭୁବନେଶ୍ବର: ବିକାଶ ଆଳରେ ହରିଲୁଟ୍ । ପ୍ରାଚ୍ୟୁର୍ଯ୍ୟ ଭରା ଯାଜପୁରରେ ନଗଡା ଭଳି ଗାଁ। ଯାଜପୁରକୁ ଲୁଟିଛନ୍ତି ୩ପରିବାର । ବିକାଶ ନାଁରେ ଚାଲିଥିଲା ବିନାଶ । ଯାଜପୁର ଜିଲ୍ଲା ବଡ଼ଚଣାରୁ ପୂର୍ବ ବିଜେଡି ସରକାରକୁ ଗୋଟିଏ ପରେ ଗୋଟିଏ ସମାଲୋଚନାର ତୀର ମାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।…

ଭଦ୍ରକ ବିଜେଡିରେ ବି ଫାଟ!, ବୁଝାଇଲେ ବବି

ଭଦ୍ରକ: ତୁଟୁନି ବିଜେଡି ବିବାଦ । ନିର୍ବାଚନରେ ହାରିବା ପରେ ଯେମିତି ଦଳର ସବୁ ସଦସ୍ୟ ବେପରୁଆ ହୋଇଗଲେଣି । ଯେଉଁଠି ଦିନେ ମାଟି କାମୁଡି ପଡୁଥିଲେ । ଆଜି ଟିକିଏ କେଁ କିନା ହେଲା ବେଳକୁ ବି କନ୍ଦଳ ହେଇଯାଉଛି । ସମସ୍ତଙ୍କ ମୁହଁ ବି ଫିଟିଗଲାଣି । ଯାହାକୁ ନେଇ ଏବେ ବିଜେଡି ଭିତରେ ପରସ୍ପର…

ବିଜେଡି ବିବାଦରେ ଆକ୍ସନ: ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ବର: ବିଜେଡି ଭିତର ବିବାଦ ଦିନକୁ ଦିନ ବଢୁଥିବା ବେଳେ ଏବେ ଆରମ୍ଭ ହୋଇଛି ଆକ୍ସନ ପ୍ରକ୍ରିୟା । ୪ଜଣ ବିଜେଡି ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ସଭାପତି । କର୍ପୋରେଟର ଅମରେଶ ଜେନା, ବିରଞ୍ଚି ମହାସୂପକାରଙ୍କୁ ନୋଟିସ ଯାଇଥିବା ବେଳେ ବିଜୁ ଛାତ୍ର ଜନତା ଦଳର…

‘ନବୀନଙ୍କ ସମୟରେ ହିଁ ବଦଳିଛି ନଗଡା ଚିତ୍ର’

ଭୁବନେଶ୍ବର: ରବିବାର ଯାଜପୁର ବଡଚଣାରେ ଆୟୋଜିତ ବିଜେପି ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ଓ ସୁପ୍ରିମୋଙ୍କୁ ଜୋରଦାର ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ…

ସଭାରେ ହଠାତ୍ ଅସୁସ୍ଥ ହୋଇପଡିଲେ ଖଡଗେ, କହିଲେ ମୋଦିଙ୍କୁ….

କାଠୁଆ: ଜାମ୍ମୁ କାଶ୍ମୀରର କାଠୁଆରେ ରବିବାର ଦିନ ଏକ ନିର୍ବାଚନୀ ସଭାରେ ଭାଷଣ ଦେବାବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। କିଛି ସମୟ ପରେ ଏହି ପୁରୁଖା ରାଜନେତା ପୁଣିଥରେ ଭାଷଣ ଦେବା ଆରମ୍ଭ କରି କହିଥିଲେ, ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କର୍ମ ଫଳ ଭୋଗୁଛି ପାକିସ୍ତାନ

ନୂଆଦିଲ୍ଲୀ: ଜାତିସଂଘରେ ପାକିସ୍ତାନକୁ ଧୋଇଛି ଭାରତ । ଜାତିସଂଘ ସାଧାରଣ ସଭାକୁ ଉଦବୋଧନ ଦେଇ ପାକିସ୍ତାନକୁ କଟାକ୍ଷ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । କହିଛନ୍ତି ନିଜର କୁକର୍ମ ପାଇଁ ଫଳ ଭୋଗୁଛି ପାକିସ୍ତାନ । ନିଜକୁ ହିଁ ବରବାଦ କରିବାରେ ଲାଗିଛି । ପାକିସ୍ତାନରେ…

କଂଗ୍ରେସର ନିର୍ବାଚନୀ ଇସ୍ତାହାର; ମହିଳାଙ୍କୁ ମିଳିବ ମାସିକ ଦୁଇ ହଜାର ଟଙ୍କା, ବଢିବ ଭତ୍ତା

ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶନିବାର ଦିନ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। କଂଗ୍ରେସର ୪୦ ପୃଷ୍ଠାର ଇସ୍ତାହାରରେ ବିଭିନ୍ନ ଘୋଷଣା କରାଯାଇଛି। ଏଥିରେ ଲୋକଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ଯୋଗାଇଦେବା ଏବଂ ମହିଳାମାନଙ୍କୁ ପ୍ରତି…

ବବି କରୁଛନ୍ତି ବଡ଼ ପ୍ଲାନ୍ !

ଭୁବନେଶ୍ବର: କ୍ଷମତାକୁ ଫେରିବାକୁ ବବି ଚଳାଇବେ କି ଗୋଟି ? ବଢୁଛି ଯାଜପୁର ବିଧାୟିକାଙ୍କ ଇସ୍ତଫା ଚର୍ଚ୍ଚା । ସୁଜାତାଙ୍କ ଇସ୍ତଫା ପରେ ବ୍ୟାକଡୋରରେ ବିଧାନସଭାକୁ ଆସିବାକୁ ବବି କରୁଛନ୍ତି କି ପ୍ଲାନ୍ ! ବିଜେଡିର ଅନ୍ୟତମ କ୍ଷମତାକେନ୍ଦ୍ର ରହିଥିବା ପ୍ରଣବ ପ୍ରକାଶ ଦାସ ପୁଣି କ୍ଷମତାକୁ…

ଅରୁଣାଚଳର ପର୍ବତ ଶିଖରରେ ଉଡିଲା ତ୍ରିରଙ୍ଗା, ଡ୍ରାଗନ୍‌କୁ ଗଲା କଡା ସନ୍ଦେଶ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ପ୍ରସଙ୍ଗରେ ଡ୍ରାଗନର ପୁଣି ନାଲି ଆଖି । ଅରୁଣାଚଳକୁ ପୁଣି ନିଜର ବୋଲି ଦାବି କରିଛି ଚୀନ୍ । ଦେଇଛି ଚିରାଚରିତ ବୟାନ । ଅରୁଣାଚଳ ପ୍ରଦେଶ ଓ ଲଦ୍ଦାଖରେ ଭାରତ ଯାହା ବି କଲେ ଚୀନ୍ କଡା ପ୍ରତିକ୍ରିୟା ଦେଉଛି, ଯାହା କି ବେଜିଂ ପାଇଁ ଏକ ପ୍ରକାର ଅଭ୍ୟାସରେ ପରିଣତ…