Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପି ସରକାରର ମୁଖ୍ୟମନ୍ତ୍ରୀ କିଏ ହେବେ ବାଛିବା ପାଇଁ ଦୁଇ ବରିଷ୍ଠ ନେତାଙ୍କୁ ନିଯୁକ୍ତି

ଭୁବନେଶ୍ୱର: ମୋଦୀ ସରକାରର ତୃତୀୟ ପାଳିର ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛନ୍ତି। ଏବେ ଅପେକ୍ଷା କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଏଥିପାଇଁ ଦଳ ଦୁଇ ନେତାଙ୍କୁ ଦାୟିତ୍ବ ଦେଇଛି। କ୍ୟାବିନେଟ ମନ୍ତ୍ରୀ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ବାଛିବା…

ନଡ୍ଡା ହେଲେ ମୋଦୀ ସରକାରରେ ମନ୍ତ୍ରୀ, ଦଳ ପାଇବ ନୂଆ ସଭାପତି

ନୂଆଦିଲ୍ଲୀ: ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା ମୋଦୀଙ୍କ ତୃତୀୟ ପାଳିରେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ୨୦୨୨ରୁ ଦଳର ୧୧ତମ ସଭାପତି ଥିବା ନଡ୍ଡାଙ୍କ ନେତୃତ୍ୱରେ ବିଜେପି ୨୦୨୪ ନିର୍ବାଚନ ଲଢ଼ିଥିଲା। ମନ୍ତ୍ରୀ ରାଜନାଥ ସିଂହ ଓ ଅମିତ ଶାହାଙ୍କ ପରେ ନଡ୍ଡା ଶୁକ୍ରବାର ମନ୍ତ୍ରୀ ଭାବେ…

ଅବସର ପରେ କ’ଣ କରିବେ ପାଣ୍ଡିଆନ? କହିଲେ କିଛି ଏମିତି……

ଭୁବନେଶ୍ୱର: ଚଳିତ ନିର୍ବାଚନ ରାଜ୍ୟ ରାଜନୀତିରେ ଆଣିଦେଇଛି ଘୂର୍ଣ୍ଣିଝଡ଼ | ନିରଙ୍କୁଶ ବିଜେଡି ସରକାର ହାତରୁ ଶାସନ ଭାର ଛଡାଇନେଇଛି ବିଜେପି | ଏ ସବୁପାଇଁ ଦାୟୀଥିଲେ କାଳେ ବିଜେଡି ନେତା ଭି କେ ପାଣ୍ଡିଆନ | ଯାହାଙ୍କୁ ନେଇ ଅନେକ ଆରୋପ ପ୍ରତ୍ୟାରୋପ ପରେ ଆଜି ରାଜନୀତିରୁ ସନ୍ନ୍ୟାସ…

ନବୀନଙ୍କ ପାଣ୍ଡିଆନ୍ ପ୍ରେମ ଏବେ ବି ସରିନି:ପ୍ରଶାନ୍ତ

ଭୁବନେଶ୍ବର: ନବୀନଙ୍କ ପାଣ୍ଡିଆନ୍ ପ୍ରେମ ଏବେ ବି ସରିନି । ଏହିଭଳି କହି ପାଣ୍ଡିଆନ ଓ ନବୀନଙ୍କୁ ଟାର୍ଗେଟ କରିଛନ୍ତି  ପ୍ରଶାନ୍ତ ଜଗଦ୍ଦେବ । ୩ ଦିନିଆ ଜାମିନ ମିଳିବା ପରେ ଆଜି କଟକ ବଡ଼ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ମେଡ଼ିକାଲରୁ ଡିସଚାର୍ଜ…

ଧମେନ୍ଦ୍ରଙ୍କୁ ଫୋନ୍‌ କଲ୍‌,ମିଳିବ କି ବଡ଼ ମନ୍ତ୍ରୀପଦ?

ଭୁବନେଶ୍ବର: ଆଜି ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ତେବେ ଏହାପୂର୍ବରୁ ତାଙ୍କ କ୍ୟାବିନେଟ୍‌ରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ର କ୍ୟାବିନେଟରେ ସାମିଲ୍ ପାଇଁ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ୍ କଲ୍ କରାଯାଇଛି ।…

ରାଜନୀତିରୁ ଅବସର ନେଲେ ଅଚ୍ୟୁତ

ଭୁବନେଶ୍ଵର: ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ବିଜେଡି ନେତା ତଥା କନ୍ଧମାଳ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ଏ ନେଇ ଶ୍ରୀ ସାମନ୍ତ ଘୋଷଣା କରିବା ସହ ଜୁନ୍‍ ୯ ତାରିଖଠାରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି। ଗତକାଲି ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ତଥା…

ପୁଣି ମନ୍ତ୍ରୀ ହେବେ ଅଶ୍ବିନୀ,ଜୁଏଲ !

ଭୁବନେଶ୍ବର: ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ ମୋଦି।  ସେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ।  । ଆଜି ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…

ଶପଥ ଗ୍ରହଣ ପୂର୍ବରୁ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ । ଆଜି ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ତେବେ ଶପଥ ଗ୍ରହଣ ପୂର୍ବରୁ ମହାତ୍ମା…

ଏସସିବିରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ: ଏସ୍‌ସିବିରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ୧୧ ଦିନ ପରେ କଟକ ଏସସିବିରୁ ଡିସଚାର୍ଜ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ଗତ ମେ ୨୯ରେ ଅସୁସ୍ଥ ହୋଇ ଏସସିବିର ମେଡିସିନ୍ ବିଭାଗରେ ଭର୍ତ୍ତି ହୋଇଥିଲେ । ଇଭିଏମ୍ ଭଙ୍ଗାରୁଜା କରିବା ଅଭିଯୋଗରେ ଜଗଦ୍ଦେବଙ୍କୁ ଗିରଫ…

ଆଜିଠୁ ଦେଶରେ ମୋଦୀ ୩.୦, ଶପଥ ଗ୍ରହଣ ସମାରୋହ ପାଈଁ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଆଜିଠୁ ଦେଶରେ ମୋଦୀ ୩.୦ । ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ ମୋଦୀ । ଆଜି ମୋଦୀଙ୍କ ଶପଥ ଗ୍ରହଣ । ଆଜି ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହି…