Latest Odisha News

BREAKING NEWS

Browsing Category

ରାଜନୀତି

ସଦସ୍ୟତା ଅଭିଯାନ ୨୦୨୪ ପାଇଁ ଅନୁଷ୍ଠିତ ହେଲା ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର: ଆସନ୍ତା ସେପ୍ଟମ୍ବର ୧ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ ବିଜେପିର ସଦସ୍ୟତା ଅଭିଯାନ । ରାଜ୍ୟରେ ଏକ କୋଟି ସଦସ୍ୟଙ୍କୁ ବିଜେପିରେ ସାମିଲ କରାଯିବା ଏହି ଅଭିଯାନର ଲକ୍ଷ୍ୟ । ଉଭୟ ଅନଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ । ଏନେଇ ଭୁବନେଶ୍ୱରରେ ରାଜ୍ୟ ବିଜେପି…

ପୁଣି ରାଜ୍ୟସଭା ଯିବେ ମମତା ମହାନ୍ତ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ଵର: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୁଣି ରାଜ୍ୟସଭାକୁ ଯିବେ ମମତା ମହାନ୍ତ । ରାଜ୍ୟସଭା ପ୍ରାର୍ଥୀ ଭାବେ ମମତା ମହାନ୍ତଙ୍କୁ ମନୋନୀତ କରିଛି ବିଜେପି । ତେବେ ପୁର୍ବରୁ ମମତା ପୁଣି ରାଜ୍ୟସଭାକୁ ଯିବା ନେଇ ଯେଉଁ ଚର୍ଚ୍ଚା ଧରିଥିଲେ ସେଥିରେ ବିରାମ ଲଗାଇ ବିଜେପି…

ନିମାପଡା ଏନଏସି: ବଞ୍ଚିଲା ବିଜେଡି ଗାଦି

ପୁରୀ: ନିମାପଡା ଏନଏସିରେ ବଞ୍ଚିଲା ବିଜେଡି ଗାଦି । ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଖାରଜ ହୋଇଛି । ଅନସ୍ଥା ସପକ୍ଷରେ ୮ଟି ଭୋଟ ଆବଶ୍ୟକ ଥିବା ବେଳେ ସସ୍ମିତା ସାହୁଙ୍କ ବିରୋଧରେ ମୋଟ ୮ଟି ଭୋଟ ହିଁ ଆସିଥିଲା । ଯାହା ମଧ୍ୟରୁ ୭ଟି ଭୋଟ ସପକ୍ଷଣେ…

ଛାତ୍ର ସଂସଦ ନିର୍ବାଚନ…ବିଧାନସଭାରେ ତାତି

ଭୁବନେଶ୍ବର: କାହିଁକି ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ? ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ କଲେଜରେ ଛାତ୍ର ସଂସଦ ନିର୍ବାଚନ ଏବର୍ଷ ନୁହେଁ ୨୦୨୫ରେ ହେବା ନେଇ କହିବା ପରେ ତାତିଛି ରାଜ୍ୟ ରାଜନୈତିକ ପାଣିପାଗ । ନୂଆ ସରକାର ଆସିବା ପରେ ନିର୍ବାଚନ କରାଇବା ପାଇଁ ସମୟ…

ଆରମ୍ଭରୁ ବିରୋଧୀଙ୍କ କଡା ଆଭିମୁଖ୍ୟ: ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଚଳିତ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ପ୍ରଥମରୁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିବା ପରେ ଦିବଙ୍ଗତ ନେତାଙ୍କ ପାଇଁ କିଛି ସମୟ ନିରବ ପ୍ରାର୍ଥନା ପରେ ଆରମ୍ଭ ହୋଇଥିଲା ଗୃହ । ହେଲେ ପ୍ରଥମରୁ ହିଁ କଡା ଆଭିମୁଖ୍ୟ ଗ୍ରହଣ କରିଛି ବିରୋଧୀ ।…

ଦ୍ବିତୀୟ ବଜେଟ ଅଧିବେଶନର ପ୍ରଥମ ଦିନ: ପ୍ରଥମରୁ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ବର: ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଆରମ୍ଭରୁ ହି ବିରୋଧୀଙ୍କ କଡା ଆଭିମୁଖ୍ୟ ।  ଅଧିବେଶନ ଆରମ୍ଭ ହେଉ ହେଉ କଲେଜ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ହୋହଲ୍ଲା କରିବାରୁ ୧୧ଟା ୪୧ ଯାଏଁ ଗୃହ ମୁଲତବୀ ରଖାଯାଇଛି । ଦ୍ବିତୀୟ…

ପ୍ରସଙ୍ଗ ପ୍ରସ୍ତୁତ; କମ୍ପିବ ବିଧାନସଭା

ଭୁବନେଶ୍ୱର: ଅଗଷ୍ଟ ୨୦ରୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଗତଥର ଭଳି ଏଥର ବି କମ୍ପିବ ବିଧାନସଭା । ଶାସକ ବିଜେପିକୁ ଘେରିବାକୁ ବିରୋଧୀ ପ୍ରସ୍ତୁତ । ହାତରେ ପ୍ରସଙ୍ଗର ଲମ୍ବା ତାଲିକା । ଗତଥର ଓଡିଆ ଅସ୍ମିତା, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ ପ୍ରସଙ୍ଗରେ…

ଆସନ୍ତା ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର: ଆସନ୍ତା ବର୍ଷ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି। ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ହୁଏ। ଜୁନରେ ନୂଆ ସରକାର ଆସିଲା ପରେ ଏନେଇ ପର୍ଯ୍ୟାପ୍ତ ସମୟ ମିଳିନି। ଛାତ୍ର ସଂସଦ ନିର୍ବାଚନ…

ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ, ଜେଏମଏମ୍ ଛାଡ଼ି ବିଜେପିରେ ଯୋଗ ଦେବେ କି ଚମ୍ପାଇ ସୋରେନ୍ ?

ଝାଡଖଣ୍ଡ: ବିଧାନସଭା ନିର୍ବାଚନ ଆଗରୁ ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲାଗିପାରେ ବଡ଼ ଝଟକା। ଝାଡଖଣ୍ଡ (ମୁକ୍ତିମୋର୍ଚ୍ଚା )ଜେଏମଏମ୍‌ର ବରିଷ୍ଠ ନେତା ଚମ୍ପାଇ ସୋରେନ୍‌ ବିଜେପିରେ ମିଶିପାରନ୍ତି ବୋଲି କୁହାଯାଉଛି। ବିଦ୍ରୋହ ମୁଡରେ ଥିବା ଚମ୍ପାଇ…

ବିରୋଧୀଙ୍କ ଟାର୍ଗେଟରେ ‘ପଛ ଦୁଆର’ ନିଯୁକ୍ତି

ନୂଆଦିଲ୍ଲୀ: ଲେଟରଲ୍ ଏଂଟ୍ରି ଜରିଆରେ ୪୫ଟି ସରକାରୀ ପଦବୀ ପୂରଣ ପାଇଁ ୟୁପିଏସସିର ବିଜ୍ଞାପନ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଲେଟେରଲ ପ୍ରସଙ୍ଗରେ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ୪୫ଟି ବିଶେଷଜ୍ଞ ପଦବୀ…