Latest Odisha News

BREAKING NEWS

Browsing Category

ରାଜନୀତି

ମାର୍ଚ୍ଚ ୨୦୨୬ରେ ନେପାଳରେ ହେବ ନିର୍ବାଚନ, ଦେଶ ପାଇବ ନୂଆ ସରକାର

କାଠମାଣ୍ଡୁ: ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେ କ୍ଷମତା ଗ୍ରହଣ କରିବା ପରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ନେପାଳରେ ୨୧ ମାର୍ଚ୍ଚ ୨୦୨୬ରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପରେ ନେପାଳ ଏକ…

Prafulla Mallik: ବିଜେଡିରୁ ନିଲମ୍ବିତ ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ୍, କହିଲେ, ‘ପୂର୍ବରୁ ଦେଇଥିଲି…

ଭୁବନେଶ୍ବର: ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍ । ଢେଙ୍କାନାଳର କାମାକ୍ଷାନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଓ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଦଳରୁ ଶୁକ୍ରବାର ଦିନ ନିଲମ୍ବିତ…

ବିଦେଶରେ ସୁରକ୍ଷା ପ୍ରୋଟୋକଲ ମାନିନଥିଲେ ରାହୁଲ ଗାନ୍ଧୀ; ଚିଠି ଲେଖିଲା ସିଆରପିଏଫ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁରକ୍ଷା ପ୍ରୋଟୋକଲ ଉଲଂଘନ କରିବା ସହ ସୁରକ୍ଷାରେ ଅବହେଳା କରିବା ଅଭିଯୋଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ସିଆରପିଏଫ ଡିଜି ସିକ୍ୟୁରିଟି ଏକ ଚିଠି ଲେଖିଛନ୍ତି। ରାହୁଲ ଗାନ୍ଧୀ ତାଙ୍କର Z+ ସହିତ ASL…

ସୋନିଆ ଗାନ୍ଧୀଙ୍କ ନାଁରେ ହେବନି ଏଫଆଇଆର; ଜାଣନ୍ତୁ କଣ କହିଲେ କୋର୍ଟ…

ନୂଆଦିଲ୍ଲୀ: ଭାରତୀୟ ନାଗରିକ ହେବା ପୂର୍ବରୁ ଭୋଟର ତାଲିକାରେ ସୋନିଆଙ୍କ ନାମ ସାମିଲ ଥିବା ଅଭିଯୋଗରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଭାରତୀୟ ନାଗରିକ ହେବାର ତିନି ବର୍ଷ ପୂର୍ବରୁ ତାଙ୍କ ନାମ ଭୋଟର…

କଣ ପାଇଁ ପ୍ରଫୁଲ୍ଲ ଖପ୍ପା

ଚର୍ଚ୍ଚାରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୟାନ । ବିଜେଡିରେ ଜଳୁଥିବା ନିଆଁରେ ସେ ଘିଅ ଢାଳିଛନ୍ତି । ବିଜେଡିର ପରିଚାଳନାକୁ ନେଇ ସେ ପ୍ରଶ୍ନ ଉଠାଛନ୍ତି । ଦେବାଶିଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଭୂପିନ୍ଦର ସିଂ, ଅମର ଶତପଥୀ, ଭାସ୍କର…

ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଜଷ୍ଟିସ ସୁଶୀଳା କାର୍କି…

କାଠମାଣ୍ଡୁ: ନେପାଳରେ ଜେନ-ଜେଡ ବିରୋଧ ପ୍ରଦର୍ଶନ ଚାଲିଥିବା ସମୟରେ ସୁଶୀଳା କାର୍କି ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହେବା ନେଇ ଆଶଙ୍କା କରାଯାଉଛି। କେପି ଶର୍ମା ଓଲି ଇସ୍ତଫା ପରେ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେବା ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ…

ନେପାଳ ପରେ ଜଳୁଛି ଫ୍ରାନ୍ସ; ୨୦୦ ବିକ୍ଷୋଭକାରୀ ଗିରଫ

ନୂଆଦିଲ୍ଲୀ: ନେପାଳ ପରେ ଫ୍ରାନ୍ସରେ ମଧ୍ୟ ସରକାରଙ୍କୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ସେଠାକାର ନାଗରିକ ମାକ୍ରୋନ୍ ସରକାରଙ୍କ ବିରୋଧରେ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇ ବିରୋଧ କରିବା ସହ ପୋଡ଼ାଜଳା ମଧ୍ୟ କରିଛନ୍ତି। ଏଥିସହିତ ପ୍ୟାରିସରେ ଫ୍ରାନ୍ସ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ…

New BJD Party: ଗଢା ହେବ କି ବିଜେଡି ୨.୦?, ସଙ୍କେତ ଦେଲେ ବରିଷ୍ଠ ନେତା ଅମର ଶତପଥୀ…..

ଭୁବନେଶ୍ବର: ଭାଙ୍ଗୁଛି ବିଜେଡି ବଳ । ମୁହଁ ଫେରାଉଛନ୍ତି ବରିଷ୍ଠ ଏବଂ ଅଭିଜ୍ଞ । ସରକାରରୁ ହଟିବା ପରେ ଏବେ ବିଜେଡି କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡିଥିବା ବେଳେ ନୂଆ ବିଜେଡିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଦଳର କିଛି ପୁରୋଧା ନେତା ଏବଂ ପୂର୍ବତନ ବିଜେଡି ନେତା ମିଶି…

ନବୀନ ନିବାସରେ ବାଲେଶ୍ଵର ବିଜେଡି କଳି….

ଭୁବନେଶ୍ବର: ନବୀନ ନିବାସରେ ପହଞ୍ଚିଲା ବାଲେଶ୍ଵର ବିଜେଡି କଳି । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ଜିଲ୍ଲା ସଭାପତି କରିବାକୁ ଦାବି ହୋଇଛି । ଏନେଇ ଆଜି ବ୍ଲକ୍ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭାପତି ଓ ପୌରାଧ୍ୟକ୍ଷ ନବୀନ ନିବାସ ଆସି ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।…

ଉପରାଷ୍ଟ୍ରପତି ନିର୍ବାଚନ: ନବୀନ ଖେଳିଲେ ସେଫ୍ ଗେମ୍, କିନ୍ତୁ ବିଜେଡିକୁ ନୂଆ ରୂପ ଦେଇ ପାରିବେ କି?

୨୦୨୪ ନିର୍ବାଚନ ପରାଜୟରୁ ବିଜୁ ଜନତା ଦଳ (ବିଜେଡି) ଏବେ ବି ଅନେକ ସମସ୍ୟାକୁ ସାମ୍ନା କରୁଛି। ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ନଦେଇ ଦଳ ସେଫ୍ ପଲିଟିକ୍ସ ଖେଳିଛି ବୋଲି କୁହାଯାଉଛି। କିନ୍ତୁ ଏହା କ’ଣ ନବୀନ ପଟ୍ଟନାୟକଙ୍କୁ ଦଳର ନୂଆ ରୂପ ଗଢ଼ିବାରେ ସାହାଯ୍ୟ କରିବ?