Latest Odisha News

BREAKING NEWS

Browsing Category

ରାଜନୀତି

ଏକଜିଟ୍ ପୋଲ ରିପୋର୍ଟ: କମିବ ବିଜେଡିର ବିଧାୟକ ସଂଖ୍ୟା, ବଢ଼ିବ ବିଜେପି

ଭୁବନେଶ୍ୱର: କେବଳ ୨୧ ଲୋକସଭା ଆସନ ନୁହେଁ ଚଳିତଥର ୧୪୭ ବିଧାନସଭା ଆସନରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବ। ଇଣ୍ଡିଆ ଟୁଡେ ଆକ୍ସିସ ମାଇ ଇଣ୍ଡିଆ ଏଭଳି କିଛି ଅନୁମାନ କରିଛି। ରିପୋର୍ଟ ଅନୁଯାୟୀ ୧୪୭ ବିଧାନସଭା ଆସନରୁ ବିଜେପି ୬୨ରୁ ୮୦ ଆସନ ଜିତିପାରେ। ବିଜୁ ଜନତା ଦଳର ଆସନ ସଂଖ୍ୟା…

ସିକ୍କିମ୍‌ରେ କ୍ଷମତା ବଜାୟ ରଖିଲା ସିକ୍କିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା

ନୂଆଦିଲ୍ଲୀ: ସିକ୍କିମରେ ପୁଣିଥରେ ସରକାର ଗଢିବାକୁ ଯାଉଛି ‘ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା’ । ପ୍ରେମ ସିଂ ତମାଙ୍ଗ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଦଳ ରାଜ୍ୟ ବିଧାନସଭାର ମୋଟ ୩୨ ଆସନରୁ ୩୧ ଆସନରେ ବିଜୟ ହାସଲ କରିଛି। ଏଥିସହିତ ଦଳ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ…

ଏକଜିଟ ପୋଲକୁ ରାହୁଲଙ୍କ କଟାକ୍ଷ, କହିଲେ ଏହା ମୋଦୀ ମିଡ଼ିଆର ଫଳାଫଳ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଏକଜିଟ୍ ପୋଲ୍ ସର୍ଭେ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ ତୃତୀୟ ଥର ପାଇଁ ସରକାର ଗଠନ କରିବ ବୋଲି ଆଶା କରାଯାଉଛି। ଇଣ୍ଡିଆ ମେଣ୍ଟର ନେତା ଏକଜିଟ୍ ପୋଲ୍ ଆକଳନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। କଂଗ୍ରେସ ଏକଜିଟ୍…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ବିଜେପି କର୍ମୀଙ୍କୁ ଗୁଳିକରି ହତ୍ୟା

କଲିକତା: ପଶ୍ଚିମବଙ୍ଗ ନଦିଆରେ ନିର୍ବାଚନୀ ହିଂସା । ଟିଏମସି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ହଫିଜୁଲ ଶେଖଙ୍କ ମୃତ୍ୟୁ ଅଭିଯୋଗ  । ଗତକାଲି ସରିଛି ଦେଶର ଶେଷ ପର୍ଯ୍ୟାୟ ନିର୍ବାଚନ । ଏହାରି ଭିତରେ ଦେଖିବାକୁ ମିଳିଛି  ଅନେକ ଜାଗାରେ ନିର୍ବାଚନୀ ହିଂସା । ଗତକାଲି ପଶ୍ଚିମବଙ୍ଗ…

ସରିଲାଣି ନିର୍ବାଚନ ,ହେଲେ ଥମୁନି ଇଭିଏମ୍ ଉତ୍ତେଜନା

ଯାଜପୁର:ଯାଜପୁର  ଜିଲ୍ଲାରେ ଇଭିଏମ୍  ଟେନସନ ଥମିବାର ନା ନେଉନି । ବଡଚଣା ଅଞ୍ଚଳର ଇଭିଏମ୍ ମେସିନ ଯାଜପୁର ଟାଉନ ଯିବା ବେଳେ ଯାରକା ନିକଟରେ ଏକ ହୋଟେଲ ପାଖରେ ଅଟକିଥିଲା ଇଭିଏମ୍ ଗାଡି । ତେବେ ଏହାକୁ ନେଇ ସନ୍ଦେହ କରିବା ସହ ପୋଲିଂ ଅଧିକାରୀଙ୍କୁ ଘେରିଥିଲେ ବିଜେପି କର୍ମୀ । ବିଜେପି…

ଆଜି ମୋଦିଙ୍କ ମାରାଥନ ବୈଠକ: ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପ୍ରସଙ୍ଗକୁ ନେଇ କରିବେ ସମୀକ୍ଷା ବୈଠକ  । ୧୦୦ ଦିନର ଏଜେଣ୍ଡା ନେଇ ପ୍ରଧାନମନ୍ତ୍ରୀ କରିବେ ଗୁରୁତ୍ବପୂର୍ଣ୍ଣ ଆଲୋଚନା । କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ଧ୍ୟାନ ସଂପୂର୍ଣ୍ଣ ହେବା ପରେ ଆଜି ମୋଦି ବାହାରିଛନ୍ତି ନିଜର…

ଅରୁଣାଚଳ ପ୍ରଦେଶରେ ବଡ଼ ବିଜୟ ଅଭିମୁଖେ ବିଜେପି

ନୂଆଦିଲ୍ଲୀ: ଶନିବାର ତଥା ଜୁନ୍ ୧ ରେ ସରିଛି ୨୦୨୪ ଲୋକସଭା ନିର୍ବାଚନ । ନିର୍ବାଚନ ସରିବା ପରେ ଆଜି ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା କାଉଣ୍ଟିଂ ଆରମ୍ଭ  ।ତେବେ ନଜର ପକାଇବା ଅରୁଣାଚଳ ନିର୍ବାଚନ ଉପରେ, ରାଜ୍ୟରେ ଥିବା ମୋଟ ୬୦ଟି ବିଧାନସଭା ଆସନରୁ ପୂର୍ବରୁ ହିଁ ୧୦ଟି ଆସନରେ…

କେନ୍ଦ୍ରାପଡ଼ାରେ ରକ୍ତପାତ ରାଜନୀତି :ବିଜେପି କର୍ମୀଙ୍କ ବାପାଙ୍କୁ ବିଜେଡି କର୍ମୀ ଗାଡ଼ି ଧକ୍କା କରି ମାରିଥିବା ଅଭିଯୋଗ

କେନ୍ଦ୍ରାପଡ଼ା : ଶେଷ ପର୍ଯ୍ୟାୟ ନିର୍ବାଚନ ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି  । ଗତକାଲି ରାତିରେ କେନ୍ଦ୍ରାପଡ଼ା ପାଟକୁରାରେ ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ବିଜେପି…

ଏକଜିଟ୍ ପୋଲର ଆକଳନରେ କେଉଁ ଆଧାରରେ ମୋଦୀ ମାରିବେ ହ୍ୟାଟ୍ରିକ ବିଜୟ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଜନାଧାର ଯାଉଛି ଏବଂ ସେ ତୃତୀୟ ଥର ସରକାର ଗଢିବାକୁ ଯାଉଛନ୍ତି ବୋଲି ଏକଜିଟ୍ ପୋଲ୍ ଆକଳନ କରିଛି। ତେବେ ୫୪୩ ଲୋକସଭା ଆସନରୁ ଏନଡିଏକୁ ୪୦୦ ପାରର ସ୍ୱପ୍ନ…

ଚମକାଇଲା ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲ, କହିଲା ବିଜେଡି ଜିତିପାରେ ୨ଟି ଲୋକସଭା ଆସନ

ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲର ଆକଳନ ଏବେ ଚମକାଇ ଦେଇଛି। ଯାହାକୁ କେହି କେବେ ଆକଳନ କରିନାହାନ୍ତି। ଯଦିଓ ମାଇ ଇଣ୍ଡିଆର ରିପୋର୍ଟ ବିଭିନ୍ନ ସମୟରେ ସଠିକ ହୋଇଥିବାର ମଧ୍ୟ ରିପୋର୍ଟ ରହିଛି। ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ୧୮ରୁ ୨୦ଟି…