Latest Odisha News

BREAKING NEWS

Browsing Category

ରାଜନୀତି

ଭୋଟ୍ ଦେଲେ ପ୍ରତାପ ଷଡଙ୍ଗୀ,କହିଲେ ଗଣତନ୍ତ୍ରରେ ରାଜାର ପୁଅ ରାଜା ହୋଇ ନଥାଏ

ବାଲେଶ୍ବର: ଭୋଟ୍ ଦେଲେ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ  । ନିଜ ଘରେ ପୂଜାର୍ଚ୍ଚନା ପରେ ଭୋଟ ଦେଲେ ପ୍ରତାପ ଷଡଙ୍ଗୀ  । ସାଇକେଲରେ ଆସି ନିଜ ଗାଁ ବାଲେଶ୍ବର ଜିଲ୍ଲାର ଧୋବଶଳ ବୁଥ୍ ରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେ କହିଛନ୍ତି ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ…

ରାଜ୍ୟରେ ସକାଳ ୯ଟା ସୁଦ୍ଧା ଇଭିମରେ ସିଲ୍ ହେଲା ୭.୬୯ ପ୍ରତିଶତ ମତଦାନ

ଭୁବନେଶ୍ବର: ଭୋଟ ଦେଉଛି ଓଡିଶା । ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ। ସକାଳ ୯ଟା ସୁଦ୍ଧା ଇଭିମରେ ସିଲ୍ ହେଲା ୭.୬୯ ପ୍ରତିଶତ ମତଦାନ । ଏହାରି ଭିତରେ ଜଗତସିଂହପୁର ୮.୫୪% ଭୋଟିଂ ଗ୍ରହଣ କରି ସବୁଠୁ ଆଗରେ ରହିଛି । ସେହିପରି ବାଲେଶ୍ବରରେ ୭.୪୬%, ଭଦ୍ରକ ୭.୭୯%, ଯାଜପୁର ୭.୭୪% , ଓ…

ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ ,ମତଦାନ ବାଧାପ୍ରାପ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ। ଆଜି ୬ ଲୋକ ସଭା ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଯୁବକଙ୍କ ଠୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଧାଡିରେ ଚିଡା ହୋଇ ନିଜର ମତଦାନ…

ମାତ୍ରାଧିକ ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନରେ ସପ୍ତମ ତଥା ଶେଷ ପର୍ୟ୍ୟାୟର ମତଦାନ ଚାଲିଥିବା ଭିତରେ ଭୋଟରଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ମାତ୍ରାଧିକ ଭୋଟ ଦେବାକୁ ଜନତାଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସୋସିଆଲ…

ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ, ୯୦୪ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରିକ୍ଷା

ନୂଆଦିଲ୍ଲୀ: ଶେଷ ହେବ ଗଣତନ୍ତ୍ରର ମହାନ ପର୍ବ । ଆଜି ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ବିହାର, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୭ଟି ଲୋକସଭା ଆସନରେ ଆରମ୍ଭ ହୋଇଛି ମତଦାନ ।…

କିଏ କହୁଛି ସତ ?

ଭୁବନେଶ୍ବର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୁମରେ ନାହିଁ ଟେଲିଫୋନ୍ ସଂଯୋଗ। ସିଧାସଳଖ ନବୀନଙ୍କ ରୁମରେ ନାହିଁ ଟେଲିଫୋନ୍ କନେକ୍ସନ୍ । ମୁଖ୍ୟମନ୍ତ୍ରୀଙ୍କ ରୁମରେ ଥିବା ଟିଭିରେ ଓଡିଆ ଚ୍ୟାନେଲ୍ ଆସୁନାହିଁ । ନବୀନଙ୍କ ରୁମରେ ଥିବା ଟିଭିରେ କେବଳ ଇଂରାଜୀ ନ୍ୟୁଜ…

ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ପଛରେ ବିଜେଡି ହାତ

ଭଦ୍ରକ: ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ । ପ୍ରଚାରରୁ ଫେରିବା ବେଳେ ସସିତାଦେଇପୁର ନିକଟରେ ଅଭିଲାଷଙ୍କୁ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । ତେବେ ଅଭିଳାଷଙ୍କୁ କିଛି ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଅଭିଳାଷଙ୍କ ମୁଣ୍ଡ ଫାଟିବା ସହ…

ପାଣ୍ଡିଆନଙ୍କ ପାଇଁ ଭୋଟ୍ ମାଇନସ୍ ହେଉଥିବା ଚର୍ଚ୍ଚା ପରେ ଡ୍ୟାମେଜ କଣ୍ଟ୍ରୋଲ ମୋଡକୁ ଆସିଲା କି ବିଜେଡି ?

ଭୁବନେଶ୍ୱର: ଅଫିସରରୁ ନେତା ପାଲଟିଥିବା ଭିକେ ପାଣ୍ଡିଆନ ନୁହଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ । ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ନବୀନଙ୍କ ଏହି ବୟାନକୁ ନେଇ ସରଗରମ ରାଜ୍ୟ ରାଜନୀତି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ କାହିଁକି…

‘ପରାଜୟ ଭୟରେ ହିଂସାକାଣ୍ଡ କରୁଛି ବିଜେଡି, ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯାଉ’

ଭୁବନେଶ୍ୱର: ନିର୍ବାଚନ ହାରିବା ସୁନିଶ୍ଚିତ ଜାଣିବା ପରେ ବିଜେଡି ରକ୍ତମୁଖା ହୋଇପଡିଛି । ରାଜ୍ୟରେ ହିଂସାର ବାତାବରଣ ସୃଷ୍ଟି କରି ଜନମତକୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା କରୁଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ ଆହୁରି କହିଛନ୍ତି, ଗୁରୁବାର ଅପରାହ୍ନରେ…

‘ମୁଖ୍ୟମନ୍ତ୍ରୀ ଦେଖନ୍ତି ନାହିଁ ଓଡ଼ିଆ ନ୍ୟୁଜ ଚ୍ୟାନେଲ, କଟା ହୋଇଛି ଟେଲିଫୋନ୍ କନେକ୍ସନ’

ଭୁବନେଶ୍ୱର: ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ରୁମର ଥିବା ଟେଲିଫୋନ୍ ସଂଯୋଗ କଟା ହୋଇଛି। ନବୀନଙ୍କ ରୁମରେ ସିଧାସଳଖ ଟେଲିଫୋନ୍ ଲାଇନ୍ ଉପଲବ୍ଧ ନାହିଁ ବୋଲି ସେ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ…