Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପିକୁ ବିଜେଡି ନେତାଙ୍କ ଆହ୍ୱାନ; ସାହାସ ଅଛି ତ ନିର୍ବାଚନରେ ସିଧାସଳଖ ଲଢିକି ଦେଖାଅ

ଭୁବନେଶ୍ୱର: ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର, ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସାଂସଦ ଶ୍ରୀମତୀ ସୁଲତା ଦେଓ ଏବଂ ବିଜେଡି ମୁଖପାତ୍ର ଡ.ଲେନିନ୍‍ ମହାନ୍ତି ବିଜେପି ଉପରେ ବର୍ଷିଛନ୍ତି । ଏହି ପରିପେକ୍ଷିରେ ବିଜେଡିର…

‘୪୭ ଡିଗ୍ରୀ ଖରାରେ ରୋଡ ଶୋ’ କରୁଛନ୍ତି, ସ୍ବାସ୍ଥ୍ୟାବସ୍ଥା ଖରାପ କହି ବେଲ୍ ମାଗୁଛନ୍ତି’

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅନୁରାଗ ଠାକୁର ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ବୃଦ୍ଧିକୁ ନେଇ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ପୁଣି ଥରେ ତାଙ୍କ ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଛି । ଅନୁରାଗ କହିଛନ୍ତି, କେଜ୍ରିଓ୍ବାଲ୍ ୪୭…

ମୋଦିଙ୍କ ସମାଲୋଚନାର ଜବାବ ହସିକି ଦେଲେ ନବୀନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର କଡ଼ା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନବୀନ କହିଛନ୍ତି ଯେ, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ନହଲେ ଏତେ ଖରାରେ ପ୍ରଚାର କରନ୍ତି କିପରି । ମୋ ସ୍ବାସ୍ଥ୍ୟକୁ ନେଇ ଅପ ପ୍ରଚାର କରାଯାଉଛି ।…

ସମ୍ବିଧାନ ଓ ଲୋକତନ୍ତ୍ର ପାଇଁ ବିପଦ ବିଜେପି: ଖଡଗେ

ବାଲେଶ୍ୱର: ବାଲେଶ୍ୱରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ପ୍ରଚାର । ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି ଖଡଗେ । ସେ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ କହିଛନ୍ତି ଯେ, ଦେଶରେ ବହୁ ମାତ୍ରାରେ ଗରିବ ବୃଦ୍ଧି ପାଇବାରେ ଲାଗିଛି ଆଉ ଏହା…

‘ନବୀନ ବାବୁଙ୍କ ଛଡ଼ା ଆଉ କେହି କାମର ହିସାବ ଦିଅନ୍ତି ନାହିଁ’

ମୟୂରଭଞ୍ଜ: ବହୁତ ନେତା ଅଛନ୍ତି, ନିର୍ବାଚନ ଆସିଲେ ଲୋକଙ୍କ ଦୁଖଃକଷ୍ଟ ସେମାନଙ୍କର ମନେପଡ଼େ । ଭୋଟ ଆସିଲେ ବିରୋଧି ମିଠା ମିଠା କଥା କୁହନ୍ତି, ଭୋଟ ସରିଗଲେ ସେମାନଙ୍କୁ ଖୋଜିଲେ ବି ପାଇବେ ନାହିଁ । ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ସବୁବେଳେ ଆପଣଙ୍କ ପାଖକୁ ଆସୁଛି ।…

ଓଡିଶା ବିଜେପିର ୱାଶିଂ ମେସିନରେ ସ୍ୱଚ୍ଛ ହେଉଛନ୍ତି ବିଜେଡିରୁ ବହିଷ୍କୃତ ନେତା: ବିଜେଡି

ଭୁବନେଶ୍ୱର: ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ତଥା ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ପାତ୍ର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ବ୍ରହ୍ମପୁର…

ଶାସନରେ ରହି କ୍ଷମତାର ଅପବ୍ୟବହାର କରିଛନ୍ତି:ଭର୍ତ୍ତୃହରି

ଭୁବନେଶ୍ବର: ପାଣ୍ଡିଆନଙ୍କୁ କଡା ସମାଲୋଚନା କଲେ ବିଜେପି ନେତା ଭର୍ତ୍ତୃହରି ମହତାବ । ଇସିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟାକୁ ସମାଲୋଚନା କରିଛନ୍ତି ଭର୍ତ୍ତୃହରି । କହିଲେ ଯିଏ ଯେଉଁ ପ୍ରକୃତିର ସିଏ ସେଇ ପ୍ରକୃତିର ଲୋକଙ୍କୁ ସମର୍ଥନ କରେ । ଇସିଆଇର…

ମୁଖ୍ୟମନ୍ତ୍ରୀଙ୍କ ଭିଡିଓକୁ ପୁଣି ଟାର୍ଗେଟ କଲେ ବୈଜୟନ୍ତ, କହିଲେ କଣ୍ଢେଇ ନଚାଳିଙ୍କୁ ବାଏ ବାଏ କହିବାର ସମୟ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପାଣ୍ଡିଆନଙ୍କ ବ୍ୟବହାରକୁ ନେଇ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୈଜୟନ୍ତ । ନିଜ ଏକ୍ସ ହ୍ୟାଣ୍ଡେଲରେ ବୈଜୟନ୍ତ ଲେଖିଛନ୍ତି ଯେ, ଆଉ ଏକ ଏଆାଇ ପ୍ରସ୍ତୁତ ଡିଫ୍ ଫେକ୍…

ଏତିକି ଆସନ ଜିତିବ ଇଣ୍ଡିଆ ମେଣ୍ଟ; ମୋଦୀ ପ୍ରଧାନମନ୍ତ୍ରୀ ହେବେ ନାହିଁ, ଏହା ମୋ ଗ୍ୟାରେଣ୍ଟି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନିର୍ବାଚନ ପରିବେଶ ମଧ୍ୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶରେ ବିରୋଧୀ ଇଣ୍ଡିଆ ମେଣ୍ଟର ବିଜୟ ଉପରେ ଏକ ବଡ଼ ଦାବି କରିଛନ୍ତି। ଚଳିତ ନିର୍ବାଚନରେ ୮୦ଟି ଲୋକସଭା ଆସନ ଜିତିବା ନେଇ ସେ ଦାବି କରିଛନ୍ତି। ଦକ୍ଷିଣ ଭାରତର କେରଳର ୱାୟନାଡର ଲୋକସଭା ସାଂସଦ ଏକ ଜନସଭାକୁ…

ପ୍ରଫେସର ସଞ୍ଜୟ କୁମାରଙ୍କ ଭବିଷ୍ୟବାଣୀ: ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ରାଜ୍ୟରେ କମିବ ବିଜେପିର ଆସନ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଜୁନ ୧ ତାରିଖରେ ଶେଷ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନ ପରେ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସେଣ୍ଟର ଫର ଷ୍ଟଡି ଅଫ୍ ଡେଭଲପମେଣ୍ଟ ସୋସାଇଟି (CSDS) -ଲୋକନୀତିର ସହ-ନିର୍ଦ୍ଦେଶକ ପ୍ରଫେସର…