Latest Odisha News

BREAKING NEWS

Browsing Category

ରାଜନୀତି

ଥାନାରେ ଏତଲା, ଫସିଯିବେ କି ପ୍ରଣବ ପ୍ରକାଶ ଦାସ !

ଭୁବନେଶ୍ବର: ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଥାନାରେ ଏତଲା । ଭୁବନେଶ୍ବର କ୍ୟାପିଟାଲ୍ ଥାନାରେ ବବିଙ୍କ ନାଁରେ ଏତଲା ଦେଇଛନ୍ତି ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି । ସ୍ବତନ୍ତ୍ର କମିଟି ଗଠନ କରି ବବିଙ୍କ ସରକାରୀ କ୍ବାର୍ଟର୍ସ ପରିସରରେ ବେଆଇନ୍ ନିର୍ମାଣର…

ଅଗଷ୍ଟ ସୁଦ୍ଧା ମୋଦୀ ସରକାରର ପତନ, ଦଳୀୟ ନେତାଙ୍କୁ ସକ୍ରିୟ ରହିବାକୁ ପରାମର୍ଶ ଦେଲେ ଲାଲୁ ଯାଦବ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଶୁକ୍ରବାର ଦାବି କରିଛନ୍ତି ଯେ ଅଗଷ୍ଟ ସୁଦ୍ଧା କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗିଯାଇପାରେ। ଆରଜେଡିର ପ୍ରତିଷ୍ଠା ଦିବସରେ ଲାଲୁ ଯାଦବ ଏପରି…

ଓଡ଼ିଆରେ ଶାସନ କେତେ ଆହ୍ୱାନ? ଏବେ ବି ବଜାର ଘାଟରେ ରହିଛି ଇଂରାଜୀର ପ୍ରଭାବ

ଭୁବନେଶ୍ୱର: ଓଡ଼ିଶାରେ ଓଡ଼ିଆଙ୍କ ଶାସନ ଆରମ୍ଭ ହୋଇଛି। ବିଜେପି କ୍ଷମତାକୁ ଆସିବା ପରେ ଏହିପରି ଏକ ବାର୍ତ୍ତା ଦେଇଛି। କିନ୍ତୁ ନିଜ ପ୍ରକୋଷ୍ଠରେ ପ୍ରବେଶ କରିବା ପରେ ସରକାରର ସମସ୍ତ ନଥିପତ୍ର ଓଡ଼ିଆରେ ହେବ ଏବଂ ଓଡିଆରେ ସରକାରୀ କାମ ହେବ ବୋଲି ଯେଉଁ ବାର୍ତ୍ତା ଦେଇଛନ୍ତି ତାହା କେତେ…

ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ବଢିଲା ରାଜନୀତି

ଭୁବନେଶ୍ବର: କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର? ଆସନ୍ତାକାଲି ହୋଇପାରେ ନିଷ୍ପତ୍ତି । ରତ୍ନଭଣ୍ଡାର ଖୋଲିବା ତାରିଖ ସହ ମୋଡାଲିଟି ନେଇ କାଲି ନୂଆ କମିଟି ଘୋଷଣା କରିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । କେଉଁ ପ୍ରକ୍ରିୟାରେ ଗଣତି ହେବ, କେଉଁ ଏଜେନ୍ସି ଏଥିରେ ସାମିଲ…

ବ୍ରିଟେନରେ ଋଷି ସୁନକଙ୍କ ପାର୍ଟି କ୍ଷମତାଚ୍ୟୁତ

ନୂଆଦିଲ୍ଲୀ: ବ୍ରିଟେନର ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାସକ କଂଜରଭେଟିଭ ପାର୍ଟିର ଶୋଚନୀୟ ପରାଜୟ ହୋଇଛି । ଏଥିସହିତ ଶେଷ ହୋଇଛି କଂଜରଭେଟିଭ ପାର୍ଟିର ଦୀର୍ଘ ୧୪ ବର୍ଷର ଶାସନ । ନିର୍ବାଚନରେ ଦଳର ପରାଜୟ ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ । ବିରୋଧୀ ଲେବର…

ହ୍ୱାଇଟ ହାଉସ ରେସରୁ ଓହରିବା ପାଇଁ ବାଇଡେନଙ୍କ ଉପରେ ଚାପ

ନୂଆଦିଲ୍ଲୀ: ଆମେରିକାରେ ଏବର୍ଷ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନରେ ପୁଣି ଥରେ କ୍ଷମତାସୀନ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଲଢିବାକୁ ଘୋଷଣା କରି ନିଜ ସପକ୍ଷରେ ଦଳୀୟ ସମର୍ଥନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ପଦାସୀନ ରାଷ୍ଟ୍ରପତି ଜୋ ବାଇଡେନ୍ । ତାଙ୍କୁ ଚ୍ୟାଲେଂଜ କରିବାକୁ…

ବଲେ ବଲେ ଢାବାକୁ ନେଇ ଚର୍ଚ୍ଚାରେ ବିଜେଡି ନେତ୍ରୀ ଏଲିନା ଦାସ, ହାଇକୋର୍ଟଙ୍କର ହେଲେ ଦ୍ୱାରସ୍ଥ

କଟକ: ଧର୍ମଶାଳା ଭବନରେ ଥିବା ବିବାଦୀୟ 'ବଲେ ବଲେ ଢାବା ଆଣ୍ଡ ଫ୍ୟାମିଲି ରେଷ୍ଟୁରାଣ୍ଟ'ରେ ସମ୍ପୃକ୍ତି ଥିବା ନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରକାଶିତ ଖବର ଉପରେ ରୋକ ଲଗାଇବା ପାଇଁ ବିଜେଡି ନେତ୍ରୀ ଏଲିନା ଦାସ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ରିପୋର୍ଟରେ…

ଝାଡ଼ଖଣ୍ଡରେ ପୁଣି ହେମନ୍ତ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ରାଞ୍ଚି: ଅର୍ଥ ହେରଫେର ମାମଲାରେ ଜେଲରୁ ବାହାରିବାର କିଛି ଦିନ ପରେ ଜେଏମଏମର କାର୍ଯ୍ୟନିର୍ବାହୀ ମୁଖ୍ୟ ହେମନ୍ତ ସୋରେନ ଗୁରୁବାର ଦିନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବ‌େ ଶପଥ ଗ୍ରହଣ କରିଛନ୍ତି। ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ରାଜ ଭବନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର ବିଜେଡି କଳି, ହୁଇପ୍ ଜାରି କଲା ଦଳ

ଭୁବନେଶ୍ବର: ଭୁବନେଶ୍ବରରେ ବିଜେଡି ବନାମ ବିଜେଡି । ବିଏମସି ବିଜେଡି ଦୁଇ ଫାଳ ! ଦାଣ୍ଡରେ ପଡି ହାଟରେ ଗଡୁଛି ବିଏମସି ବିଜେଡି କର୍ପୋରେଟରଙ୍କ କଳି । କିଏ ବିସ୍ଫୋରକ ବୟାନ ଦେଲେଣି ତ କିଛି ମେଳି ବାନ୍ଧି ନିଜ ଦଳର କର୍ପୋରେଟରଙ୍କୁ କଲେଣି କାଉଣ୍ଟର। ବିଜେଡି ସରକାରରୁ ଯିବା ପରଠୁ ପୂର୍ବ…

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫାଷ୍ଟ ଡେ’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବାର ୨୨ଦିନ ପରେ ଲୋକସେବା ଭବନରେ ପ୍ରବେଶ କରିଛନ୍ତି ମୋହନ ମାଝୀ । ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ ଅଫିସ ଚାଲିଥିଲା। ତେବେ ଗୁରୁବାରଠାରୁ ସେ ଲୋକସେବା ଭବନର ତୃତୀୟ ମହଲାରେ ଥିବା ନିଜ ପ୍ରକୋଷ୍ଠରେ ବିଧିବଦ୍ଧ ଭାବେ କାମ…