Latest Odisha News

BREAKING NEWS

Browsing Category

ରାଜନୀତି

ଶପଥ ଗ୍ରହଣ ପୂର୍ବରୁ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ । ଆଜି ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ତେବେ ଶପଥ ଗ୍ରହଣ ପୂର୍ବରୁ ମହାତ୍ମା…

ଏସସିବିରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ: ଏସ୍‌ସିବିରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ୧୧ ଦିନ ପରେ କଟକ ଏସସିବିରୁ ଡିସଚାର୍ଜ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ଗତ ମେ ୨୯ରେ ଅସୁସ୍ଥ ହୋଇ ଏସସିବିର ମେଡିସିନ୍ ବିଭାଗରେ ଭର୍ତ୍ତି ହୋଇଥିଲେ । ଇଭିଏମ୍ ଭଙ୍ଗାରୁଜା କରିବା ଅଭିଯୋଗରେ ଜଗଦ୍ଦେବଙ୍କୁ ଗିରଫ…

ଆଜିଠୁ ଦେଶରେ ମୋଦୀ ୩.୦, ଶପଥ ଗ୍ରହଣ ସମାରୋହ ପାଈଁ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଆଜିଠୁ ଦେଶରେ ମୋଦୀ ୩.୦ । ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ ମୋଦୀ । ଆଜି ମୋଦୀଙ୍କ ଶପଥ ଗ୍ରହଣ । ଆଜି ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହି…

ମମତାଙ୍କ ଭବିଷ୍ୟବାଣୀ, କହିଲେ ଭାଙ୍ଗିଯିବ ଏନଡିଏ ସରକାର

କୋଲକାତା: ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ । ଜୁନ୍‌ ୯ ଅର୍ଥାତ୍ ଆସନ୍ତାକାଲି ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେବେ ମୋଦୀଙ୍କ ୩.୦ ଶପଥ ଗ୍ରହଣ ପୂର୍ବରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏକ ବଡ଼ ଭବିଷ୍ୟତବାଣୀ କରିଛନ୍ତି…

କଂଗ୍ରେସ ସଂସଦୀୟ ଦଳର ସଭାପତି ହେଲେ ସୋନିଆ ଗାନ୍ଧି, ଖଡଗେଙ୍କ ପ୍ରସ୍ତାବରେ ବାଜିଲା ମୋହର

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ କଂଗ୍ରେସକୁ ଏକ ନୂଆ ଜୀବନ ଦେଇଛି। ଦଳର ନେତାଙ୍କଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଉତ୍ସାହ । କଂଗ୍ରେସ ନେତାଙ୍କର ଘନ ଘନ ବୈଠକ ମଧ୍ୟ ଚାଲିଛି । ଏହାରିଭିରେ ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳର (ସିପିପି)…

ଅରୁଣ ହେବେ ଉତ୍ତରାଧିକାରୀ !

ଭୁବନେଶ୍ବର: ନବୀନଙ୍କ ଉତ୍ତରାଧିକାରୀ ହେବେ କି ପୁତୁରା ଅରୁଣ ପଟ୍ଟନାୟକ? ଅରୁଣ ଓଡିଶା ଆସିଥିବା ଚର୍ଚ୍ଚା ହେଉଛି। ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ଅରୁଣ ଓଡିଶା ଆସିଥିବା ଚର୍ଚ୍ଚାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୈତିକ ମାହୋଲ । ଶୁକ୍ରବାର ଅରୁଣ ପଟ୍ଟନାୟକ ଓଡିଶା ଆସିବା ନେଇ…

ପଦ୍ମ ଧରିବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ବର: ପଦ୍ମ ଧରିବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ବିଜେପିରେ ଖୁବଶୀଘ୍ର ବିଧିବଦ୍ଧ ଭାବରେ ଯୋଗ ଦେବେ ପ୍ରସନ୍ନ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ ନେତାଙ୍କ ସହ ପାଟ୍ଟଶାଣୀଙ୍କ ଆଲୋଚନା ଚାଲିଛି । ଖୁବଶୀଘ୍ର ପାଟ୍ଟଶାଣୀ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିବା ନେଇ…

ଜୁନ୍ ୧୧ରୁ ୧୫ ପର୍ଯ୍ୟନ୍ତ ଏହି ରାଜ୍ୟରେ କଂଗ୍ରେସ କରିବ ଧନ୍ୟବାଦ ଯାତ୍ରା

ନୁଆଦିଲ୍ଲୀ: ଆସନ ଦୃଷ୍ଟିରୁ ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶରେ ହୋଇଥିବା ଲୋକସଭା ନିର୍ବାଚନର ଫଳାଫଳରେ ଉତ୍ସାହିତ କଂଗ୍ରେସ ୧୧ ରୁ ୧୫ ଜୁନ୍ ପର୍ଯ୍ୟନ୍ତ ୟୁପିର ୪୦୩ ବିଧାନସଭା ଆସନରେ ଧନ୍ୟବାଦ ଅର୍ପଣ ଶୋଭାଯାତ୍ରା କରିବ। ଏହି ଯାତ୍ରା ଜରିଆରେ ଦଳ ଏ ସମସ୍ତ ବିଧାନସଭାର ଜନସାଧାରଣଙ୍କୁ…

ରାହୁଲ ବିରୋଧୀ ଦଳ ନେତା ହେବା ନେଇ ସିଡବ୍ଲୁସିର ପ୍ରସ୍ତାବ ପାରିତ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ହେବା ନେଇ ପ୍ରସ୍ତାବ ପାରିତ । କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲୁସି) ସଦସ୍ୟମାନେ ଶନିବାର ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଭାବରେ ନିଯୁକ୍ତ କରିବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି । କଂଗ୍ରେସ କାର୍ଯ୍ୟକାରିଣୀ…

ମଉକା ‘ହାତ’ରୁ ଖସିଲା

ଭୁବନେଶ୍ବର: ରାଜ୍ୟରେ ଏଥର ଦୁଇ ଅଙ୍କ ଛୁଇଁଛି କଂଗ୍ରେସ । ୯ରୁ ୧୪ ଆସନରେ ପହଞ୍ଚିଛି କଂଗ୍ରେସର ସଂଖ୍ୟା। ଅନ୍ତକନ୍ଦଳ, ଟିକେଟ୍ ଅସନ୍ତୋଷ ସାଙ୍ଗକୁ ହେଭିଓ୍ବେଟ୍ ନେତା ଦଳ ଛାଡିବାକୁ ନେଇ ନିର୍ବାଚନ ପୂର୍ବରୁ ହିଁ ରାଜ୍ୟ କଂଗ୍ରେସ ଦୁର୍ବଳ ହୋଇଥିବା କୁହାଯାଉଥିଲା । ୯ରୁ ୯୦ ଆସନରେ ବିଜୟ ହାସଲ…