Latest Odisha News

BREAKING NEWS

Browsing Category

ରାଜନୀତି

ମୋହନ ମାଝୀଙ୍କ ଠାରୁ ନେଇ ଭଜନ ଲାଲ ଶର୍ମାଙ୍କ ପର୍ଯ୍ୟନ୍ତ, ଜାଣନ୍ତୁ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଥିବା ନେତା

ଭୁବନେଶ୍ଵର: ୨୦୨୪ ଲୋକସଭା ନିର୍ବାଚନ ସହିତ ଓଡିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ​​ପ୍ରଥମ ଥର ପାଇଁ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ରାଜ୍ୟରେ ୧୪୭ ଟି ଆସନ ମଧ୍ୟରୁ ୭୮ ଟି ବିଧାନସଭା ଆସନ ଜିତିଛି ବିଜେପି । ବିଜେପିର ବିଜୟ ପରେ ଓଡିଶାରେ କିଏ…

ଓଡିଶାର ୨ ନୂଆ ଉପମୁଖ୍ୟମନ୍ତ୍ରୀ: ଜାଣନ୍ତୁ ସେମାନଙ୍କ ବିଷୟରେ…

ଭୁବନେଶ୍ଵର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଓଡିଶାକୁ ମିଳିଛି ନୂଆ ମୁଖିଆ । ଓଡ଼ିଆ ଅସ୍ମିତାର ବିଜୟ ଓ ବିକଶିତ ଓଡ଼ିଶାର ଦୃଢ ସଂକଳ୍ପ ପାଇଁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମାନନୀୟ ଶ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ଭାବେ  ପାଟଣାଗଡ଼ ବିଧାୟକ କେଭି ସିଂହଦେଓ…

ନିଜ ନାମ ଆଗରୁ ଏବେ ‘ମୋଦୀ କା ପରିବାର’ ହଟେଇବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ସମୟରେ ଭାରତୀୟ ଜନତା ଦଳର ନେତାମାନେ ‘ମୋଦୀ କା ପରିବାର’ ନାମରେ ଏକ ଅଭିଯାନ ଚଳାଇଥିଲେ। ଏହା ଅଧୀନରେ ବିଜେପି ନେତା ଓ କର୍ମୀମାନେ ସୋସିଆଲ ମିଡିଆରେ ନିଜ ନାମ ଆଗରେ 'ମୋଦୀ କା ପରିବାର' ଲେଖିଥିଲେ। ବର୍ତ୍ତମାନ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ସରପଞ୍ଚରୁ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ ମୋହନ ମାଝୀଙ୍କ ରାଜନୈତିକ ଯାତ୍ରା

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେଡିର ଗଡ ଭାଙ୍ଗି ନୂତନ ସରକାର ଗଠନ କରିବାକୁ ଯାଉଥିବା ବିଜେପି ମୋହନ ଚରଣ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି । ୟୁପି-ମଧ୍ୟପ୍ରଦେଶ-ଛତିଶଗଡ ଭଳି ଓଡିଶାରେ ମଧ୍ୟ ବିଜେପି…

ଏହା ମନ୍ତ୍ରୀମଣ୍ଡଳ ନୁହେଁ ବରଂ ‘ଏନଡିଏ’ର ପରିବାର ମଣ୍ଡଳ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ମୋଦୀ ୩.୦ର ନୂତନ ମନ୍ତ୍ରୀମଣ୍ଡଳକୁ ଏନଡିଏର ପାରିବାର ମଣ୍ଡଳ ବୋଲି କହିଛନ୍ତି। ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରିଛନ୍ତି ଯେଉଁଥିରେ ମନ୍ତ୍ରୀଙ୍କ ନାମ ରହିଛି, ଯେଉଁମାନଙ୍କର ପିତା କିମ୍ବା ପରିବାରର ଅନ୍ୟ ସଦସ୍ୟମାନେ ପୂର୍ବରୁ ରାଜନୀତିରେ…

ନବୀନ ହେବେ କି ବିରୋଧୀ ଦଳ ନେତା ?

ଭୁବନେଶ୍ବର: ୨୪ବର୍ଷ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ରହିଥିଲେ ନବୀନ ପଟ୍ଟନାୟକ। ଏଥର ବିଜେଡି ନିର୍ବାଚନ ହାରିବା ପରେ ବିରୋଧୀ ଦଳ ନେତା ହେବେ କି ନବୀନ ? ଅନେକ ବର୍ଷ ପରେ ଏଥର ବିଧାନସଭାରେ ଶକ୍ତିଶାଳୀ ବିରୋଧୀ ଦଳକୁ ସାମନା କରିବେ ବିଜେପି ସରକାର । ବିଜେଡିର ୫୧ଜଣ ବିଧାୟକ ନୂଆ ସରକାରଙ୍କୁ…

ଓଡିଶାରେ ରାଜସ୍ଥାନ ଫର୍ମୂଲା !

ଭୁବନେଶ୍ବର: ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ସହ ରହିବେ କି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ? ଓଡିଶାରେ ବି ଲାଗୁ ହେବ କି ରାଜସ୍ଥାନ ଓ ଛତିଶଗଡ ଫର୍ମୂଲା? ଯଦି ଲାଗୁ ହୁଏ, କିଏ ହେବେ ଦୁଇ ଉପମୁଖ୍ୟମନ୍ତ୍ରୀ? ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରୁଛି। ମୁଖ୍ୟମନ୍ତ୍ରୀ ଚୟନ ପରେ ରାଜ୍ୟର ସବୁ…

ବିଜେପି ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିବ ବିଜେପି ସରକାର । ଜନମତ ପାଇ ରାଜ୍ୟରେ ଐତିହାସିକ ବିଜୟ ଲାଭ କରିଛି ବିଜେପି। ବୁଧବାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି । ବିଜେଡି ବିରୋଧରେ ପ୍ରବଳ ଜନଅସନ୍ତୋଷ ପାଇଁ ବଡ ବିଜୟ ଲାଭ କରିଛି ବିଜେପି। ତେଣୁ ନୂଆ ସରକାରଠାରୁ…

ଏବେ କଣ କରିବେ ପାଣ୍ଡିଆନ?

ଭୁବନେଶ୍ବର: ଚାକିରି ଯାଇଥିଲା, ରାଜନୀତି ବି ଛାଡିଲେ, ଏବେ କଣ କରିବେ ଭିକେ ପାଣ୍ଡିଆନ? ରବିବାର ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ ପାଣ୍ଡିଆନ। ରାଜନୀତିକୁ ଆସିବା ପୂର୍ବରୁ ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେଇଥିଲେ। ତେଣୁ ସକ୍ରିୟ…

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ; ବିଜେଡି ସୁପ୍ରିମୋଙ୍କୁ ନିମନ୍ତ୍ରଣ ଦେଲେ ବିଜେପି ନେତା

ଭୁବନେଶ୍ବର: ଆସନ୍ତାକାଲି ଶପଥ ଗ୍ରହଣ କରିବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ତଥା ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆରମ୍ଭ ହୋଇଗଲାଣି ସମୟ ଗଣତି । ଚାଲିଛି ନିମନ୍ତ୍ରଣ ପତ୍ର ବଣ୍ଟନ । ଏହାରି ଭିତରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ…