Latest Odisha News

BREAKING NEWS

Browsing Category

ରାଜନୀତି

ରାହୁଲ ବିରୋଧୀ ଦଳ ନେତା ହେବା ନେଇ ସିଡବ୍ଲୁସିର ପ୍ରସ୍ତାବ ପାରିତ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ହେବା ନେଇ ପ୍ରସ୍ତାବ ପାରିତ । କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲୁସି) ସଦସ୍ୟମାନେ ଶନିବାର ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଭାବରେ ନିଯୁକ୍ତ କରିବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି । କଂଗ୍ରେସ କାର୍ଯ୍ୟକାରିଣୀ…

ମଉକା ‘ହାତ’ରୁ ଖସିଲା

ଭୁବନେଶ୍ବର: ରାଜ୍ୟରେ ଏଥର ଦୁଇ ଅଙ୍କ ଛୁଇଁଛି କଂଗ୍ରେସ । ୯ରୁ ୧୪ ଆସନରେ ପହଞ୍ଚିଛି କଂଗ୍ରେସର ସଂଖ୍ୟା। ଅନ୍ତକନ୍ଦଳ, ଟିକେଟ୍ ଅସନ୍ତୋଷ ସାଙ୍ଗକୁ ହେଭିଓ୍ବେଟ୍ ନେତା ଦଳ ଛାଡିବାକୁ ନେଇ ନିର୍ବାଚନ ପୂର୍ବରୁ ହିଁ ରାଜ୍ୟ କଂଗ୍ରେସ ଦୁର୍ବଳ ହୋଇଥିବା କୁହାଯାଉଥିଲା । ୯ରୁ ୯୦ ଆସନରେ ବିଜୟ ହାସଲ…

ମୋଦି ୩.୦…ସର୍ତ୍ତ ଲାଗୁ

ଭୁବନେଶ୍ବର: କେନ୍ଦ୍ରରେ ପୁଣି ମୋଦି ସରକାର। ଏନଡିଏ ସଂସଦୀୟ ଦଳ ନେତା ହୋଇଛନ୍ତି ନରେନ୍ଦ୍ର ମୋଦି । ଚନ୍ଦ୍ରବାବୁ ନାଇଡୁ, ନୀତିଶ କୁମାର ତାଙ୍କୁ ସମର୍ଥନ ଜଣାଇଛନ୍ତି । ଆସନ୍ତା ରବିବାର ପୁଣି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ବିଜେପିକୁ ଏକାକୀ ଏଥର ବହୁମତ ମିଳିନଥିବା…

ଉମା ସାମନ୍ତରାୟ ଖୋଲିଲେ ବିଜେଡି ଅସନ୍ତୋଷ ପେଡ଼ି

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ବିପର୍ଯ୍ୟୟର ସାମ୍ନା କରିଛି । ବିଜେଡିର ପରାଜୟ ପରେ ଜଣଙ୍କ ପରେ ଜଣେ ବିଜେଡିର ବଡ ବଡ ନେତା ମୁହଁ ଖୋଲିଛନ୍ତି । ଆଜି ବିଜେଡି ନେତା ଉମା ସାମନ୍ତରାୟ  ବିଜେଡି ଅସନ୍ତୋଷ ପେଡ଼ି ଖୋଲିଛନ୍ତି  । ସେ କହିଛନ୍ତି ମୋତେ ବାଧ୍ୟ କରି ବ୍ରହ୍ମଗିରି…

‘ନୀତିଶଙ୍କୁ ମିଳିଥିଲା ଇଣ୍ଡିଆ ମେଣ୍ଟ ତରଫରୁ ପ୍ରଧାନମନ୍ତ୍ରୀ ହେବାକୁ ଅଫର୍’

ପାଟନା: ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି । ଏଥିରେ ଜେଡିୟୁ ମଧ୍ୟ ସମର୍ଥନ କରିଛି । ଏହି ପ୍ରରିପେକ୍ଷୀରେ ଏକ ବଡ ଘଟଣାର ଖୁଲାସା ହୋଇଛି । ଏକ ଗଣମାଧ୍ୟ ସହ ସାକ୍ଷାତ ସମୟରେ ଜେଡିୟୁ ଜାତୀୟ ମୁଖପାତ୍ର କେ.ସି ତ୍ୟାଗି ଶନିବାର କହିଛନ୍ତି ଯେ, 'ବିହାର…

ପାଣ୍ଡିଆନଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ: ନବୀନ

ଭୁବନେଶ୍ବର: ଓଡିଶା ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ସମସ୍ତ ଓଡିଶାବାସୀଙ୍କୁ ଚକିତ କରିଦେଇଛି । ପାଣ୍ଡିଆନଙ୍କ ଇଫେକ୍ଟ ଯୋଗୁ ନବୀନଙ୍କୁ ଏବେ ଗାଦିଚ୍ୟୁତ ହେବାକୁ ପଡ଼ିଛି ବୋଲି ରାଜ୍ୟବାସୀ ମନସ୍ଥ କରିସାରିଲା ପରେ ବର୍ତମାନ ବିଜେଡିର ପରାଜୟକୁ ନେଇ ବିଜେଡି ସଭାପତି ନବୀନ ଦେଇଛନ୍ତି …

ମୋଦିଙ୍କ ଶପଥଗ୍ରହଣ ଉତ୍ସବ: ଯୋଗଦେବେ ୭ ହଜାର ଅତିଥୀ, ସୁରକ୍ଷା ବଳୟରେ ରାଜଧାନୀ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଜୁନ୍ ୯ ତାରିଖ ୭ ଟା ୧୫ରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବେ । ତାଙ୍କ ଶପଥ ଗ୍ରହଣ ସମାରୋହରେ ୭ ହଜାର ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଛି । ବାଂଲାଦେଶ, ଶ୍ରୀଲଙ୍କା, ମାଳଦ୍ୱୀପ, ଭୁଟାନ, ନେପାଳ,…

ନବୀନ ନିବାସରେ ଅରୁଣ ପଟ୍ଟନାୟକ, ସମ୍ଭାଳିବେ କି ବିଜେଡିର ମଙ୍ଗ?

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଧରଶାୟୀ ହୋଇଛି । ଭାଙ୍ଗିଛି ଦୀର୍ଘ ୨୪ ବର୍ଷର ସରକାର । ତେବେ ଏହା ଭିତରେ ଗତକାଲି ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ । ତେବେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନକୁ ନେଇ ରାଜନୀତି ମହଲରେ…

ସରକାର ଗଠନ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି, ୯ରେ ହେବ ଶପଥ ଗ୍ରହଣ

ନୂଆଦିଲ୍ଲୀ: ଏନଡିଏ ସଂସଦୀୟ ଦଳ ବୈଠକରେ ଆଜି (ଶୁକ୍ରବାର) ନରେନ୍ଦ୍ର ମୋଦିଙ୍କୁ ଏନଡିଏ ଦଳର ନେତା ଚୟନ କରାଯାଇଛି । ନେତା ନିର୍ବାଚିତ ହେବା ପରେ ସନ୍ଧ୍ୟାରେ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଏହି ସମୟରେ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ…

ସୁଜାତା କାର୍ତ୍ତିକେୟନ ଗଲେ ଛୁଟିରେ, ପୂର୍ବରୁ ଓଡ଼ିଶା ବାହାରକୁ ଯାଇଛନ୍ତି ସ୍ବାମୀ ଭି.କେ ପାଣ୍ଡିଆନ୍

ଭୁବନେଶ୍ୱର: ଆଇଏଏସ ସୁଜାତା କାର୍ତ୍ତିକେୟନ ୬ ମାସ ଛୁଟିରେ ଗଲେ । ନଭେମ୍ବର ୨୬ ତରିଖ ଯାଏଁ ଛୁଟିରେ ଯାଇଛନ୍ତି ବିଜେଡିର ନମ୍ବର ଟୁ ନେତା ଭି,କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଛୁଟିରେ ରହିଥିବା ସେ ତାଙ୍କ ଛୁଟି ଆବେଦନ ଚିଠିରେ ଉଲ୍ଲେଖ…