Latest Odisha News

BREAKING NEWS

Browsing Category

ରାଜନୀତି

ସୁଜାତା କାର୍ତ୍ତିକେୟନ ଗଲେ ଛୁଟିରେ, ପୂର୍ବରୁ ଓଡ଼ିଶା ବାହାରକୁ ଯାଇଛନ୍ତି ସ୍ବାମୀ ଭି.କେ ପାଣ୍ଡିଆନ୍

ଭୁବନେଶ୍ୱର: ଆଇଏଏସ ସୁଜାତା କାର୍ତ୍ତିକେୟନ ୬ ମାସ ଛୁଟିରେ ଗଲେ । ନଭେମ୍ବର ୨୬ ତରିଖ ଯାଏଁ ଛୁଟିରେ ଯାଇଛନ୍ତି ବିଜେଡିର ନମ୍ବର ଟୁ ନେତା ଭି,କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଛୁଟିରେ ରହିଥିବା ସେ ତାଙ୍କ ଛୁଟି ଆବେଦନ ଚିଠିରେ ଉଲ୍ଲେଖ…

ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଆଡଭାନୀ ଓ ମୁରଲୀମନୋହର ଯୋଶୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ମୋଦି । ରାଜନାଥ ସିଂହ ମୋଦିଙ୍କ ନାମ ପ୍ରସ୍ତାବ ଦେବା ପରେ ଅମିତ ଶାହ ଓ ନୀତିନ ଗଡ଼କରୀଙ୍କ ସମେତ ଏନଡିଏର ସହଯୋଗୀ ଦଳର ମୁଖ୍ୟମାନେ ସମର୍ଥନ ଜଣାଇ ନରେନ୍ଦ୍ର ମୋଦିଙ୍କୁ ନିଜ ନେତା ଭାବେ…

କଂଗ୍ରେସରୁ ବହିଷ୍କୃତ ହେଲେ ମାନସ ଚୌଧୁରୀ

କଟକ :କଂଗ୍ରେସରୁ ବହିଷ୍କୃତ ହେଲେ ମାନସ ଚୌଧୁରୀ । କଂଗ୍ରେସରୁ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ହୋଇଛନ୍ତି ବହିଷ୍କୃତ  । ୬ ବର୍ଷ ପାଇଁ କଂଗ୍ରେସରୁ ମାନସଙ୍କୁ ବହିଷ୍କାର କଲା ଦଳ । ଦଳ ବିରୋଧି କାର୍ଯ୍ୟ ପାଇଁ ପିସିସି ସଭାପତି ଏହିଭଳି ନିଷ୍ପତି ନେଇଥିବା ସୂଚନା ରହିଛି । କହି ରଖୁଛୁ…

ମୋଦିଙ୍କ ପାଦ ଛୁଇଁଲେ ନୀତିଶ; କହିଲେ, ସବୁବେଳେ ସାଥିରେ ରହିବୁ

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀରେ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ ରେ ଏହି ବୈଠକ ଆୟୋଜିତ ହୋଇଥିଲା । ଏଥିରେ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ସଭାପତି ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂହ, ସହଯୋଗୀ ଦଳ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ,…

ଓଡିଶାରୁ କିଏ କେନ୍ଦ୍ରମନ୍ତ୍ରୀ ?

ଭୁବନେଶ୍ବର: ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ କିଏ ? ଉଭୟ ବିଧାନସଭା ଓ ଲୋକସଭାରେ ଏଥର ବିଜେପିକୁ ମନଖୋଲି ଆଶୀର୍ବାଦ କରିଛନ୍ତି ଓଡିଶା ଭୋଟର । ପ୍ରଥମ ଥର ପାଇଁ ରାଜ୍ୟରେ ୨୦ଟି ଲୋକସଭା ଆସନ ଜିତିଛି ଦଳ । ତେଣୁ ମୋଦି ସରକାରଙ୍କ ତୃତୀୟ ପାଳିରେ ଓଡିଶାରୁ କିଏ କିଏ ପାଇପାରନ୍ତି…

ଭାଙ୍ଗିଲା ବିଜେଡି ଗଡ

ଭୁବନେଶ୍ବର: ଓଡିଶାରେ ସରକାର ପରିବର୍ତ୍ତନ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଯେଉଁଠି ଉଡୁଥିଲା ସବୁଜ ବାନା, ସେଠି ଫୁଟିଲା ପଦ୍ମ । ଏଥର ନିର୍ବାଚନରେ ବର୍ଷ ବର୍ଷ ଧରି ରହିଥିବା ବିଜେଡି ଗଡ ଭାଙ୍ଗିଛି ବିଜେପି । ଦକ୍ଷିଣ ହେଉ କି ଉପକୂଳ, ଯେଉଁଠି ବିଜେଡି ଦୁର୍ଗ ବନାଇଥିଲା, ସେଠାରେ ପଦ୍ମ…

‘ଟାଇଗର ଜିନ୍ଦା ହୈ’: ଏନଡିଏ ସରକାରର ଶପଥ ଗ୍ରହଣ ପୂର୍ବରୁ ପାଟନାରେ ଲାଗିଲା ନୀତିଶଙ୍କ ପୋଷ୍ଟର

ପାଟନା: ୨୦୨୪ ଲୋକସଭା ନିର୍ବାଚନରେ ​​ଏନଡିଏର ବିଜୟ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସ୍ଥିତି ଆହୁରି ମଜଭୁତ୍ ହୋଇଛି । ଦଳୀୟ କର୍ମୀଙ୍କ ମଧ୍ୟରେ ମଧ୍ୟ ପୂର୍ଣ୍ଣ ଉତ୍ସାହ ରହିଛି । ଏହି ସମୟରେ ପାଟନାରେ ନୀତିଶ କୁମାରଙ୍କ ଏକ ଆକର୍ଷଣୀୟ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି ।…

ଝାରସୁଗୁଡ଼ା ସହର ସାରା ପାଣ୍ଡିଆନଙ୍କ ପୋଷ୍ଟର

ଝାରସୁଗୁଡ଼ା: ଚଳିତ ନିର୍ବାଚନରେ ଓଡିଶାର ୨୪ ବର୍ଷର ନିରବଚ୍ଛିନ୍ନ ସରକାରକୁ ଲାଗିଛି ଶକ୍ତ ଝଟକା । ସାଧାରଣ ନିର୍ବାଚନ ଫଳାଫଳ ବିଜେଡି ପାଇଁ ଅପ୍ରତ୍ୟାଶିତ ରହିଛି ଓ କେତେକଙ୍କୁ ପୁରା ଚକିତ ମଧ୍ୟ କରିଛି। ବିଭିନ୍ନ ପ୍ରସଙ୍ଗରେ ପାଣ୍ଡିଆନଙ୍କ ଓଭର କନଫିଡେନ୍ସ ଆଜି ନବୀନ ଓଡ଼ିଶା ଅନ୍ତର ଏକ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ, ଷ୍ଟକ ବଜାର ଦୁର୍ନୀତିର ତଦନ୍ତ ଦାବି କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କିଛି ଗମ୍ଭୀର ଅଭିଯୋଗ ଆଣି ଷ୍ଟକ ବଜାର ଦୁର୍ନୀତିର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅର୍ଥମନ୍ତ୍ରୀ…

କେନ୍ଦ୍ରରେ ମନ୍ତ୍ରୀ ପଦ ପାଇଁ ସହଯୋଗୀ ଦଳଙ୍କ ଦାବି ଦେଖି ଲକ୍ଷ୍ମଣ ରେଖା ଟାଣିଲା ବିଜେପି

ନୂଆଦିଲ୍ଲୀ: ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଏନଡିଏରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏବଂ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଦାବି କରିଛନ୍ତି। ତେବେ ବିଜେପି ସହଜରେ ନିଜର ସହଯୋଗୀ…