Latest Odisha News

BREAKING NEWS

Browsing Category

ରାଜନୀତି

ଆସିଲା ଏକଜିଟ୍ ପୋଲ୍: ଏନଡିଏକୁ ମିଳିପାରେ ବହୁମତ

ଭୁବନେଶ୍ଵର: ସରିଲା ନିର୍ବାଚନ, ଆସିଲା ଏକଜିଟ୍ ପୋଲ୍। ବୁଥ ବାହୁଡା ମତରେ ଏନଡିଏକୁ ବହୁମତ ନେଇ ଆକଳନ । ବିଜେପି ନେତୃତ୍ବଧୀନ ଏନଡିଏକୁ ବଡ଼ ବିଜୟ ନେଇ ବିଭିନ୍ନ ଏକଜିଟ୍ ପୋଲ୍ ଆକଳନ କରିଛନ୍ତି । ରିପବ୍ଲିକ୍ ଭାରତ-ପି ମାର୍ଗ ଏନଡିଏକୁ ୩୫୯ସିଟ୍ ଦେଇଛି ତ ଇଣ୍ଡିଆ ନ୍ୟୁଜ ଡି-ଡାଇନାମିକ୍ସ…

ଭୋଟ୍ ପାଇଁ କିଏ ରକ୍ତମୁଖା?

ଭୁବନେଶ୍ବର: ଗଡ଼ିଲା ମୁଣ୍ଡ, ବହିଲା ରକ୍ତ । କେଉଁଠି ମରଣାନ୍ତକ ଆକ୍ରମଣ ତ କେଉଁଠି ଯାଇଛି ଜୀବନ। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବି ନିର୍ବାଚନ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ସାମନାକୁ ଆସିଛି । ଖଲ୍ଲିକୋଟରେ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିବା ବେଳେ ଲହୁଲୁହାଣ…

କୋଣାର୍କରେ ମତଦାନ ବେଳେ ୨ ଗୋଷ୍ଠୀ ହାତାହାତି

ପୁରୀ: ଓଡିଶାରେ ଜାରି ରହିଛି ଅନ୍ତିମ ପର୍ଯ୍ୟାୟ ଭୋଟ୍ । ଏହାରି ଭିତରେ କିଛି ସ୍ଥାନରେ  ମତଦାନ ବେଳେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । କୋଣାର୍କରେ ମତଦାନ ବେଳେ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଏଥିରେ ଜଣେ ଆହତ ହୋଇଥିବା ସୂଚନା ରହିଛି । ଗୋପ ବ୍ଲକ ୪୧ ନମ୍ବର ବୁଥ୍‌ରେ ୨…

ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓଙ୍କ ଆକସ୍ମିକ ମୃତ୍ୟୁ

ଯାଜପୁର: ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓଙ୍କ ଆକସ୍ମିକ ମୃତ୍ୟୁ । ବିଏଲଓ ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ବିଞ୍ଝାରପୁର ଓଳେଇଚନ୍ଦନପୁର ୧୫୭ନଂ ବୁଥ୍‌ରେ ଘଟିଛି ଏଭଳି ଅଘଟଣ । ସୁଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବିଞ୍ଝାରପୁରର ଓଳେଇଚନ୍ଦନପୁର ୧୫୭ନଂ ବୁଥରେ  ଡ୍ୟୁଟି…

ଓଡ଼ିଶା ଦେଉଛି ଭୋଟ୍: ସକାଳ ୧୧ ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟିଂ

ଭୁବନେଶ୍ବର: ଓଡ଼ିଶା ଦେଉଛି ଭୋଟ୍ । ଆଜି ରାଜ୍ୟରେ ଜାରି ରହିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ସକାଳ ୧୧ ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟିଂ ହୋଇଛି । ଏହାରି ଭିତରେ କେନ୍ଦ୍ରାପଡ଼ାରେ ସର୍ବାଧିକ ୨୨.୩୯ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ସେହିପରି ଭଦ୍ରକରେ ୧୯.୪୬…

ଭୋଟ୍ ଦେଲେ ପ୍ରତାପ ଷଡଙ୍ଗୀ,କହିଲେ ଗଣତନ୍ତ୍ରରେ ରାଜାର ପୁଅ ରାଜା ହୋଇ ନଥାଏ

ବାଲେଶ୍ବର: ଭୋଟ୍ ଦେଲେ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ  । ନିଜ ଘରେ ପୂଜାର୍ଚ୍ଚନା ପରେ ଭୋଟ ଦେଲେ ପ୍ରତାପ ଷଡଙ୍ଗୀ  । ସାଇକେଲରେ ଆସି ନିଜ ଗାଁ ବାଲେଶ୍ବର ଜିଲ୍ଲାର ଧୋବଶଳ ବୁଥ୍ ରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେ କହିଛନ୍ତି ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ…

ରାଜ୍ୟରେ ସକାଳ ୯ଟା ସୁଦ୍ଧା ଇଭିମରେ ସିଲ୍ ହେଲା ୭.୬୯ ପ୍ରତିଶତ ମତଦାନ

ଭୁବନେଶ୍ବର: ଭୋଟ ଦେଉଛି ଓଡିଶା । ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ। ସକାଳ ୯ଟା ସୁଦ୍ଧା ଇଭିମରେ ସିଲ୍ ହେଲା ୭.୬୯ ପ୍ରତିଶତ ମତଦାନ । ଏହାରି ଭିତରେ ଜଗତସିଂହପୁର ୮.୫୪% ଭୋଟିଂ ଗ୍ରହଣ କରି ସବୁଠୁ ଆଗରେ ରହିଛି । ସେହିପରି ବାଲେଶ୍ବରରେ ୭.୪୬%, ଭଦ୍ରକ ୭.୭୯%, ଯାଜପୁର ୭.୭୪% , ଓ…

ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ ,ମତଦାନ ବାଧାପ୍ରାପ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ। ଆଜି ୬ ଲୋକ ସଭା ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଯୁବକଙ୍କ ଠୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଧାଡିରେ ଚିଡା ହୋଇ ନିଜର ମତଦାନ…

ମାତ୍ରାଧିକ ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନରେ ସପ୍ତମ ତଥା ଶେଷ ପର୍ୟ୍ୟାୟର ମତଦାନ ଚାଲିଥିବା ଭିତରେ ଭୋଟରଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ମାତ୍ରାଧିକ ଭୋଟ ଦେବାକୁ ଜନତାଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସୋସିଆଲ…

ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ, ୯୦୪ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରିକ୍ଷା

ନୂଆଦିଲ୍ଲୀ: ଶେଷ ହେବ ଗଣତନ୍ତ୍ରର ମହାନ ପର୍ବ । ଆଜି ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ବିହାର, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୭ଟି ଲୋକସଭା ଆସନରେ ଆରମ୍ଭ ହୋଇଛି ମତଦାନ ।…