Latest Odisha News

BREAKING NEWS

Browsing Category

ରାଜନୀତି

ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟରୁ ଜବତ ହେଲାଣି ୨୭୦ କୋଟି ଟଙ୍କାର ସାମଗ୍ରୀ

ଭୁବନେଶ୍ଵର: ଜୁନ୍‌ ୧ ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଶେଷ ପର୍ଯ୍ୟାୟରେ ରାଜ୍ୟରେ ୯୯ ଲକ୍ଷ ୬୧ ହଜାର ଭୋଟର୍‌ ମତଦାନ କରିବେ । ସେମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ପୁରୁଷ ଭୋଟର ରହିଥିବା ବେଳେ ୪୮ ଲକ୍ଷ ୭୨ ହଜାର ମହିଳା ଭୋଟର ।…

ଗୁମାସ୍ତାଙ୍କ ପ୍ରାୟୋଜିତ ଇଣ୍ଟରଭ୍ୟୁ: ସମୀର

ଭୁବନେଶ୍ବର: ନବୀନଙ୍କ ସାକ୍ଷାତକାରକୁ ପ୍ରାୟୋଜିତ କହିଲେ ସମୀର ମହାନ୍ତି । ମାଡ଼ରୁ ବର୍ତ୍ତିବାକୁ ଗୁମାସ୍ତାଙ୍କର ଏହା ପ୍ରାୟୋଜିତ ବୋଲି କହିଛନ୍ତି ସମୀର । ସେପଟେ ବିଜେପିକୁ କ୍ଷମତାକୁ ଆଣିବାକୁ ଲୋକ ମାନସିକ ପ୍ରସ୍ତୁତ ହୋଇସାରିଲେଣି ।ମାଡ଼ରୁ ବର୍ତ୍ତିବାକୁ ଏଭଳି ପ୍ରାୟୋଜିତ ଇଣ୍ଟରଭ୍ୟୁ…

ବଦଳିଯିବ ବଡ଼ଚଣା ବାଜି !

ଭୁବନେଶ୍ବର: ବଡ଼ଚଣା ବିଧାନସଭା ଆସନରୁ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରି ଚମକାଇଥିଲା ବିଜେଡି । ଛଅ ଥରର ବିଧାୟକ ଅମର ଶତପଥୀଙ୍କ ଟିକେଟ୍ କାଟି ଦେଇଥିଲା ବଡ ସରପ୍ରାଇଜ୍ । ଟିକେଟ୍ ପାଇବା ପରଠୁ ଗ୍ରାଉଣ୍ଡରେ ଆକ୍ଟିଭ ରହିଛନ୍ତି ବର୍ଷା । ତେବେ ବଡ଼ଚଣା ବାହାରର ଜଣେ…

ଚମକାଇବ ଚାନ୍ଦବାଲି ଫଳ !

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ଆସନରେ ଏଥର ହେଭିଓ୍ବେଟଙ୍କ ମଧ୍ୟରେ ସମ୍ମାନର ଲଢେଇ । ହ୍ୟାଟ୍ରିକ ଆଶାରେ ମଇଦାନରେ ରହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ। ସେପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । କଂଗ୍ରେସ ଅମୀୟ…

ଜେଏମଏମ ହାତରେ ମୟୂରଭଞ୍ଜ ଚାବି !

ଭୁବନେଶ୍ବର : ମୟୂରଭଞ୍ଜରେ ମହାମୁକାବିଲା। ଗତଥର ମୟୂରଭଞ୍ଜ ଜିତିଥିଲା ବିଜେପି । ତେବେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଜାଗାରେ ଏଥର ରାଇରଙ୍ଗପୁର ବିଧାୟକ ନବରଚରଣ ମାଝୀଙ୍କୁ ଭରସା କରିଛି ବିଜେପି । ବିଜେଡିର ଟାଣୁଆ ନେତା ସୁଦାମ ମାରାଣ୍ଡିଙ୍କୁ ମଇଦାନକୁ ଓହ୍ଲାଇଛି ଦଳ । ଜେଏମଏମରୁ…

‘ମହାତ୍ମା ଗାନ୍ଧୀ କେବେ ଘୃଣା ରାଜନୀତି କରିନାହାଁନ୍ତି, ମୋଦି ଜୀଙ୍କ ରାଜନୀତି ଘୃଣାରେ ପରିପୂର୍ଣ୍ଣ’

ନୂଆଦିଲ୍ଲୀ: ମୋଦି ଯଦି ପାଠ ପଢିଥାନ୍ତେ ତେବେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଏପରି ମନ୍ତବ୍ୟ ଦେଇନଥାନ୍ତେ । ଗାନ୍ଧୀ ହେଉଛନ୍ତି ଜାତିର ପିତା । ତାଙ୍କର ୮୦ ରୁ ୯୦ ଦେଶରେ ପ୍ରତିମୂର୍ତ୍ତି ରହିଛି । ମହାତ୍ମା ଗାନ୍ଧୀ ଯେଉଁ ସବୁ କାମ କରିଯାଇଛନ୍ତି ଯଦି ସେ ବିଷୟରେ ଜଣାନାହିଁ ତେବେ ତାଙ୍କୁ…

ମିଛ କହୁଛି ବିଜେଡି:ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ବିଜେଡିର ବିଜ୍ଞାପନକୁ ମିଛ ଦର୍ଶାଇ ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ‘ଏକ୍ସ’ରେ ତଥ୍ୟ ରଖି ବିଜେଡିକୁ କାଉଣ୍ଟର କଲେ ଅଶ୍ବିନୀ । କହିଲେ ବିଜେଡିର ବିଜ୍ଞାପନକୁ ସବୁ ମିଛ । ଦୁର୍ବଳ ଟେଲିକମ ସଂଯୋଗ ଓ ରେଳ ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ବିଭିନ୍ନ ଖବରକାଗଜରେ ଯେଉଁ…

‘ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହନ୍ତି, ଓଡିଶାବାସୀ ସ୍ଥିର କରିବେ କିଏ ହେବ ଉତ୍ତରାଧିକାରୀ’

ଭୁବନେଶ୍ବର: ନିର୍ବାଚନର ଶେଷ ପର୍ଯ୍ୟାୟ ଆଉ ଦିନକ ପରେ ଅନୁଷ୍ଠିତ ହେବାକୁ ଯାଉଛି ।ଏଥର ବିଧାନସଭା ଓ ଲୋକସଭା ଉଭୟରେ କଡା ଟକ୍କର । ବାରମ୍ବାର ଓଡ଼ିଶା ଆସି ୨୫ ବର୍ଷ ସରକାର ବଦଳାଇ ଦେବୁ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଡିବୁ ବୋଲି ଦୃଢୋକ୍ତ କରୁଛନ୍ତି କେନ୍ଦ୍ରୀୟ ବିଜେପୀ ନେତା  ।…

ଘୃଣ୍ୟ ଓ ନିମ୍ନ ମାନର ଭାଷା ପ୍ରୟୋଗ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଚିଠି ଲେଖିଲେ ମନମୋହନ ସିଂ

ନୂଆଦିଲ୍ଲୀ: ଗୋଟିଏ ପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡକ୍ଟର ମନମୋହନ ସିଂ ଲୋକସଭା ନିର୍ବାଚନ ​​୨୦୨୪ ର ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ଭୋଟରଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି । ଅନ୍ୟପଟେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର ସମୟରେ ବ୍ୟବହାର…

ବିଧାନସଭା ନିର୍ବାଚନରେ ବହୁତ ଭଲ କରିବୁ: ନବୀନ

ଭୁବନେଶ୍ବର: ଏଏନଆଇକୁ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ । ଆଜି ଏଏନଆଇକୁ ସାକ୍ଷାତକାର ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଅନେକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ଆମେ ବହୁତ ଭଲ କରିବୁ ।  ଲୋକସଭା ନିର୍ବାଚନରେ ବି ବହୁତ ଭଲ…