Latest Odisha News

BREAKING NEWS

Browsing Category

ରାଜନୀତି

BJD Leader Shreemayee: କିଏ ସେହି ‘ଧୃତରାଷ୍ଟ୍ର’ ? ଅଯୋଗ୍ୟ ରାଜା କହି କାହାକୁ ନିଶାନ କଲେ ଶ୍ରୀମୟୀ…

ଭୁବନେଶ୍ୱର: ସୋସିଆଲ୍‌ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଶ୍ରୀମୟୀଙ୍କ ନିଶାନା। କୌଣସି ବ୍ୟକ୍ତିଙ୍କ ନାଁ ନନେଇ ପରୋକ୍ଷରେ କଡ଼ା ଆକ୍ଷେପ କଲେ ଶ୍ରୀମୟୀ। ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଅନ୍ଧ ଧୃତରାଷ୍ଟ୍ର ନିଶାନାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘଦିନର ନୀରବତା ପରେ…

Bjp MP Sambit Patra: ରାହୁଲ ଗାନ୍ଧୀ ପ୍ରକୃତରେ ଅନୁପ୍ରବେଶକାରୀ ବଚାଓ ଯାତ୍ରା କରୁଛନ୍ତି: ବିଜେପି ସାଂସଦ ସମ୍ବିତ…

ନୂଆଦିଲ୍ଲୀ: ବିଜେପି ସାଂସଦ ଡକ୍ଟର ସମ୍ବିତ ପାତ୍ର ବିହାରରେ ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରା ଉପରେ କଠୋର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ପ୍ରକୃତରେ ଅନୁପ୍ରବେଶକାରୀ ବଚାଓ ଯାତ୍ରା କରୁଛନ୍ତି। ଏପରି କଥା ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କହିଥିଲେ। ବିହାରରେ SIR କୁ ନେଇ…

ରାଜ୍ୟ ବିଧାନସଭାର ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ୪ ନମ୍ବର ୟୁନିଟ୍‌ ସ୍ଥିତ ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଉପସ୍ଥିତିରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ଅବସରରେ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ…

କଟକ ବିଜେଡିରେ ଫାଟ! ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

କଟକ: କଟକ ବିଜୁ ଜନତା ଦଳ (ବିଜେଡି) ଭିତରେ ଫାଟ ସାମ୍ନାକୁ ଆସିଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳର କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି। ଏହି କାର୍ଯ୍ୟକ୍ରମ ସାଧାରଣତଃ ତାଙ୍କ ନେତୃତ୍ୱରେ ହୋଇଥାଏ। ଶୁକ୍ରବାର ବକ୍ସିବଜାର ଛକରେ ଆୟୋଜିତ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ…

ଭୁଲ ମାଗିବ ଭାରତ; ଶୁଳ୍କ ବିବାଦ ମଧ୍ୟରେ ବାଣିଜ୍ୟ ସଚିବଙ୍କ ବିବାଦୀୟ ମନ୍ତବ୍ୟ…

ନୂଆଦିଲ୍ଲୀ: ଭାରତ ଆଗାମୀ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବ ଏବଂ ଭୁଲ ମାଗିବ। ଏନେଇ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଦାବି କରିଛନ୍ତି। ସେ ଭାରତକୁ ବ୍ରିକ୍ସ ଗୋଷ୍ଠୀରେ ଋଷ ଏବଂ ଚୀନ୍ ମଧ୍ୟରେ 'ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ' ଭାବରେ ମଧ୍ୟ…

ଏକାଠି ମୋଦି, ପୁଟିନ ଓ ଜିନପିଙ୍ଗ; ହଜିଲା ଟ୍ରମ୍ପଙ୍କ ନିଦ

ନୂଆଦିଲ୍ଲୀ: ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବରରେ ଚୀନର ତିଆନଜିନରେ ଅନୁଷ୍ଠିତ ହୋଇଥିବା ଏସସିଓ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଯୋଗ ଦେଇଥିଲେ। ତେବେ ସେହି ଶିଖର ସମ୍ମିଳନୀରେ…

ଉପମୁଖ୍ୟମନ୍ତ୍ରୀଙ୍କୁ ଚିହ୍ନିପାରିଲେନି ଆଇପିଏସ ଅଧିକାରୀ, ଆଉ ତା’ପରେ…

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଉକ୍ତ ଭିଡିଓରେ ଅଜିତ ପାୱାର ଏବଂ ସୋଲାପୁରର କରମାଲା ଡିଏସ୍ପି ଅଞ୍ଜନା କୃଷ୍ଣଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳୁଛି।…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବଣ୍ଟାଯିବ ଅନ୍ତ୍ୟୋଦୟ ଯୋଜନାରେ ଘର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ତଥା ସେପ୍ଟେମ୍ବର ୧୭ ତାରିଖରେ ୫୦,୦୦୦ ଅନ୍ତ୍ୟୋଦୟ ଘର ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କରିବା ନେଇ ଓଡ଼ିଶା ସରକାର ଗୁରୁବାର ଦିନ ଘୋଷଣା କରିଛନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଲୋକଙ୍କୁ ଆଶ୍ରୟ ପ୍ରଦାନ କରିବା…

ସ୍ନେହାଙ୍ଗିନି ଛୁରିଆ ବିଜୁ ମହିଳା ଜନତା ଦଳର ସଭାପତି, ଜାଣନ୍ତୁ ଆଉ କାହାକୁ କେଉଁ ଦାୟିତ୍ଵ…

ଭୁବନେଶ୍ୱର: ବରିଷ୍ଠ ନେତା ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନି ଛୁରିଆ ଗୁରୁବାର ଦିନ ବିଜୁ ମହିଳା ଜନତା ଦଳ (ବିଏମଜେଡି) ର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। ତୁରନ୍ତ ପ୍ରଭାବରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ବିଏମଜେଡିର ସଭାପତି ଭାବରେ ନିଯୁକ୍ତ କରିଛନ୍ତି…

Bhupinder Singh: ବିଜେଡି ଛାଡ଼ିବା ନେଇ ସଂକେତ ଦେଲେ କି ଭୂପିନ୍ଦର ସିଂ: କହିଲେ- ମୋ ପାଇଁ ଲୋକ ହିଁ ଶ୍ରେଷ୍ଠ ଦଳ…

ଭୁବନେଶ୍ବର: ବିଜେଡି ଛାଡ଼ିବା ନେଇ ସଂକେତ ଦେଲେ କି ବରିଷ୍ଠ ନେତା ଭୂପିନ୍ଦର ସିଂ? କାରଣ ଭୂପିନ୍ଦର ହଠାତ୍ ତେରଛା ବାଣ ମାରିଛନ୍ତି। ବିଜେଡିକୁ ନିଜ ଷ୍ଟାଣ୍ଡ କ୍ଲିଅର କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଭୂପିନ୍ଦର କହିଲେ ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ ନୁହେଁ। ମୋର ଭବିଷ୍ୟତ କଣ ହେବ…