Latest Odisha News
Browsing Category

ରାଜନୀତି

Diversion Tactic: ଯେବେ ସୀମା ପାର୍ କରନ୍ତି ନେତା…

ନୂଆଦିଲ୍ଲୀ: ବିହାରର ଦରଭଙ୍ଗାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରା ସମୟରେ ବୟାନକୁ ନେଇ ବଡ଼ ବିବାଦ ସାମନାକୁ ଆସିଛି । ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଆପତ୍ତିଜନକ ବା ଅପଶବ୍ଦର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ…

Mahua Moitra Controversial Statement: ଅମିତ ଶାହଙ୍କୁ ନେଇ ବିବାଦୀୟ ବୟାନ ଦେଇ ଫସିଗଲେ ମହୁଆ ମୋଇତ୍ରା, କହିଦେଲେ…

ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାରେ ଟିଏମସି ସାଂସଦ ମହୁଆ ମୋଇତ୍ରା। ଗୃହମନ୍ତ୍ରୀଙ୍କୁ ନେଇ ଦେଲେ ଆପତ୍ତିଜନକ ବୟାନ। ମହୁଆ ମୋଇତ୍ରା ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଏହି ବୟାନ ଦେଇଥିଲେ। ଯେତେବେଳେ ସାମ୍ବାଦିକମାନେ ତାଙ୍କୁ…

Dissent Brews In BJD: ଏବେ କ’ଣ କରିବେ ନବୀନ ?

ଭୁବନେଶ୍ବର: ବିଜେଡିରେ ଥମୁନି ଅସନ୍ତୋଷ। ଜଣକ ପରେ ଜଣେ ବରିଷ୍ଠ ବିଜେଡି ନେତା ଅସନ୍ତୋଷ ଝାଡୁଛନ୍ତି। ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ହୁଅନ୍ତୁ କି ବରିଷ୍ଠ ନେତା ଅଶୋକ ପଣ୍ଡା କିମ୍ବା ପ୍ରଫୁଲ୍ଲ ମଲ୍ଲିକ। ଗୋଟେ ପରେ ଗୋଟେ ବିସ୍ଫୋରକ ବୟାନ ଦେଇଛନ୍ତି। 24 ବର୍ଷର ଶାସନ ବେଳେ କେବେ…

ଚୀନକୁ ଧମକାଇଲେ ଟ୍ରମ୍ପ; ଚାହିଁଲେ ଧ୍ଵଂସ କରିଦେବୁ…

ନୂଆଦିଲ୍ଲୀ: ଆମେରିକା ଚୀନ୍ ସହିତ ସମ୍ପର୍କ ବଜାୟ ରଖିବା ସପକ୍ଷରେ। ଏନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ସ୍ପଷ୍ଟ କରିଛନ୍ତି। ଏହା ସତ୍ତ୍ୱେ ହ୍ୱାଇଟ୍ ହାଉସରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜାଏ ମୟୋଙ୍ଗଙ୍କ ସହ ଏକ ଭେଟଘାଟ ସମୟରେ ଟ୍ରମ୍ପ୍ ଚୀନକୁ ସିଧାସଳଖ ଧମକ…

ଇପ୍ସିତା ସାହୁ ଓ ଚିନ୍ମୟ ସାହୁଙ୍କୁ ବିଜେଡିର ନୂଆ ଦାୟିତ୍ଵ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ମଙ୍ଗଳବାର ଦିନ ଦଳର ଯୁବ ଏବଂ ଛାତ୍ର ଶାଖାକୁ ସୁଦୃଢ଼ କରିବା ପାଇଁ ନୂତନ ନିଯୁକ୍ତି ଘୋଷଣା କରିଛି। ଇପ୍ସିତା ସାହୁଙ୍କୁ ତୁରନ୍ତ ପ୍ରଭାବରୁ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ସଭାପତି ଭାବରେ ନିଯୁକ୍ତ କରାଯାଇଛି। ସେହିପରି ନୂତନ ବିସିଜେଡି ଦଳରେ…

ଗାଜା ହସ୍ପିଟାଲରେ ଆକ୍ରମଣ ଘଟଣା; ସାମ୍ବାଦିକଙ୍କ ମୃତ୍ୟୁରେ ନେତାନ୍ୟାହୁଙ୍କ ଦୁଃଖ ପ୍ରକାଶ

ନୂଆଦିଲ୍ଲୀ: ଇସ୍ରାଏଲୀ ସେନା ଗାଜା ଷ୍ଟ୍ରିପର ନାସେର ହସ୍ପିଟାଲ ଉପରେ ଦୁଇଥର ଆକ୍ରମଣ କରିଥିଲା। ଯେଉଁଥିରେ ପାଞ୍ଚ ଜଣ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହିତ ହସ୍ପିଟାଲର ଅନେକ ସ୍ୱାସ୍ଥ୍ୟ କର୍ମୀ ଏବଂ ଉଦ୍ଧାରକାରୀ ଦଳ ମଧ୍ୟ ପ୍ରାଣ ହରାଇଛନ୍ତି।…

୯ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ନଅ ଜଣ ବରିଷ୍ଠ ଅଧିକାରୀଙ୍କୁ ମଙ୍ଗଳବାର ଦିନ ବଦଳି କରାଯାଇଛି। ସେମାନଙ୍କୁ ନୂତନ ନିଯୁକ୍ତି ଦିଆଯିବା ନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗଙ୍ଗାଧର ନାୟକଙ୍କୁ ଗୃହ ନିର୍ଦ୍ଦେଶକ ଏବଂ ଗୃହ ଏବଂ…

Soumyaranjan Patnaik: ଫେରିଲା ପାଣ୍ଡିଆନ୍ ଚର୍ଚ୍ଚା: ବର୍ଷିଲେ ସୌମ୍ୟରଞ୍ଜନ ପଟ୍ଟନାୟକ…

ଭୁବନେଶ୍ୱର: ରାଜ୍ୟରେ ପୁଣି ପାଣ୍ଡିଆନ୍ ତାତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହସ୍ପିଟାଲରେ ଥିବା ବେଳୁ ପୂର୍ବତନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ନେଇ ଜୋରଦାର ଚର୍ଚ୍ଚା ହୋଇଆସୁଛି। ବିଜେଡିରେ ପାଣ୍ଡିଆନ୍ ଫ୍ୟାକ୍ଟର ନେଇ ପୁଣି ବର୍ଷିଛନ୍ତି ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକ।…

‘ଅପରେସନ ସିନ୍ଦୂର’ରେ ସୀମାବର୍ତି ଲୋକଙ୍କ ଭୂମିକା ପ୍ରମୁଖ ଥିଲା: ରାଜନାଥ ସିଂହ

ନୂଆଦିଲ୍ଲୀ: 'ଅପରେସନ ସିନ୍ଦୂର' ସମୟରେ ସୀମାନ୍ତ ଅଞ୍ଚଳର ଲୋକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଲୋକ ମାନେ ପ୍ରଶାସନ ଏବଂ ସେନାକୁ ସମସ୍ତ ପ୍ରକାରର ସମର୍ଥନ ଦେଇଥିଲେ। ଏନେଇ ସୋମବାର ଦିନ ଯୋଧପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

Bihar politics: ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ଚଳିତ ବର୍ଷ ଶେଷ ସୁଦ୍ଧା ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜନୀତି ସରଗରମ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଲାଲୁ ଯାଦବଙ୍କ ଦଳ ଆରଜେଡିକୁ ବିଜେପି ଟାର୍ଗେଟ କରୁଥିବା ବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ଲଗାତାର ବିଜେପି ନେତାମାନଙ୍କୁ ଟାର୍ଗେଟ…