Latest Odisha News

BREAKING NEWS

Browsing Category

ରାଜନୀତି

ମହିଳାମାନଙ୍କୁ କିପରି ସମ୍ମାନ ଦିଆଯାଏ ତାହା ପ୍ରଧାନମନ୍ତ୍ରୀଙ୍କ ଠାରୁ ଶିଖ: ହେମା ମାଳିନୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରଣଦୀପ ସୁରଜେୱାଲାଙ୍କ ବୟାନକୁ ନେଇ ସିଧାସଳଖ ଟାର୍ଗେଟ କଲେ ବିଜେପି ସାଂସଦ ହେମା ମାଳିନୀ । ଉତ୍ତରପ୍ରଦେଶର ମଥୁରା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେମା ମାଳିନୀ ତାଙ୍କ ନାମାଙ୍କନ ଭରିବା ପୂର୍ବରୁ କଂଗ୍ରେସ ନେତା ରଣଦୀପଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ସେ…

କଂଗ୍ରେସରୁ ଇସ୍ତଫା ଦେଲେ ଗୌରବ ବଲ୍ଲଭ, କହିଲେ, ‘ମୁଁ ସନାତନ ବିରୋଧୀ ସ୍ଲୋଗାନ ଦେଇପାରିବି ନାହିଁ’

ନୂଆଦିଲ୍ଲୀ: କଂଗ୍ରେସକୁ ପୁଣି ଏକ ବଡ ଝଟ୍‌କା । ଇସ୍ତଫା ଦେଲେ ଦଳର ପ୍ରବକ୍ତା ଗୌରବ ବଲ୍ଲଭ । ସେ ଆଜି ସକାଳୁ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇ ଦେଇଛନ୍ତି । ଦଳରେ ରହିବା କଷ୍ଟସାଧ୍ୟ କହି ଦଳରୁ ଇସ୍ତଫା ଦେଇଥିବା ଜଣାପଡିଛି । ଗୌରବ ବହ୍ଲବ…

ଓଡିଆ ଭାଷା, ଅସ୍ମିତା ଓ ସ୍ୱାଭିମାନ ଆଜି ସଂକଟରେ: ବିଜେପି

ଭୁବନେଶ୍ୱର: ମା', ମାଟି ଓ ମାତୃଭାଷା ନେଇ ପ୍ରତ୍ୟେକ ବ୍ୟକ୍ତି ଗର୍ବ କରେ । ‘ମା’ ଯିଏ ମୋତେ ଜନ୍ମ ଦେଇଛି, ‘ମାଟି’ ଯାହା ଉପରେ ପାଦ ଦେଇ ମୁଁ ବଡ ହୋଇଛି ଓ ‘ମାତୃଭାଷା’ ଯିଏ ମୋତେ ପ୍ରଥମ ପରିଚୟ ଦେଇଛି । ମୁଁ ମୋ ଭାଷାରେ କଥା ନହେଲେ ମୋର ପରିଚୟ କେହି ଜାଣିପାରିବେ ନାହିଁ । ତେଣୁ ମା’,…

ଦଳଙ୍କୁ ଟିକେଟ୍ ଟେନସନ୍ !

ଭୁବନେଶ୍ୱର: ଭୋଟ୍ ପୂର୍ବରୁ ଦଳଙ୍କୁ ଟିକେଟ୍ ଟେନସନ୍ । ପ୍ରାର୍ଥୀ ହେବାକୁ ପ୍ରବଳ ପ୍ରତିଯୋଗିତା, ଶକ୍ତି ପ୍ରଦର୍ଶନ । ରାଲି, ସଭାରେ ଲବି ଜୋରଦାର । ଟିକେଟ୍ ଘୋଷଣା ସହ ବଢୁଛି ବିଦ୍ରୋହ । ଅସନ୍ତୋଷ, ବିକ୍ଷୋଭ ସହ ଦଳବଦଳ । କାହାକୁ ଭରସା କରିବେ ଭୋଟର ? ଭୋଟ୍ ଉପରେ ପଡିବ କି ପ୍ରଭାବ ?…

ଭୁବନେଶ୍ୱର ଏକାମ୍ରରେ ଅପରାଜିତା ଏବଂ ବାବୁ ସିଂଙ୍କ ବିଶାଳ ସମାବେଶ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତ୍ରୀ ତଥା ଭୁବନେଶ୍ୱର ଲୋକସଭା ଆସନ ପାଇଁ ଦଳର ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବୁଧବାର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଭୁବନେଶ୍ୱର-ଏକାମ୍ର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ବାବୁ ସିଂହଙ୍କ ସହ ଅପରାଜିତା ଷଡ଼ଙ୍ଗୀ…

ଟିକେଟ୍ ନମିଳିବା ପରେ ବିଜେଡିରୁ ସୋର ବିଧାୟକ ପର୍ଶୁରାମ ଧଡାଙ୍କ ଇସ୍ତଫା

ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର କିଛି  ସମୟ ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସୋର ବିଧାୟକ ପର୍ଶୁରାମ ଧଡା। ଦଳ ଏହି ସ୍ଥାନରେ ତାଙ୍କ ପ୍ରତିଦ୍ବନ୍ଦୀ ମାଧବ ଧଡାଙ୍କୁ ଟିକେଟ୍ ଦେବା ପରେ ପର୍ଶୁରାମ ଧଡା ଇସ୍ତଫା ଖବର ସାମ୍ନାକୁ ଆସିଛି। ଏହି ଆସନ ପାଇଁ…

ଦ୍ବିତୀୟ ପର୍ଯ୍ୟାୟରେ ଘୋଷଣା ହେଲାନି ଭୁବନେଶ୍ୱର ମଧ୍ୟ ଆସନ ପାଇଁ ବିଜେଡି ପ୍ରାର୍ଥୀ, ଦଳକୁ ଘାରିଛି ଦ୍ବନ୍ଦ୍ବ?

ଭୁବନେଶ୍ୱର: ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନ ବିଜୁ ଜନତା ଦଳ (ବିଜେଡି) ଭିତରେ ଆଭ୍ୟନ୍ତରୀଣ କଳହର କେନ୍ଦ୍ରବିନ୍ଦୁ ପାଲଟିଛି। ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ଶତାଧିକ ସମର୍ଥକଙ୍କୁ ଏକାଠି କରି ନିଜର ସ୍ଥିତି…

ବିଜେଡି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ୭ ବିଧାୟକଙ୍କ ଟିକେଟ୍ କଟିଲା, ୭ ମହିଳାଙ୍କୁ ଟିକେଟ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ (ବିଜେଡି) ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଯେଉଁଥିରେ ୨୭ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହାବ୍ୟତୀତ ୫ଟି ଲୋକସଭା ଆସନ ପାଇଁ ତୃତୀୟ…

ବ୍ରହ୍ମପୁର ଲୋକସଭା: ଭୃଗୁଙ୍କୁ ଟିକେଟ୍ ଦେଲା ବିଜେଡି, ସାମ୍ନାରେ ଅଛନ୍ତି ବିଜେପିର ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ସକାଳେ ବିଜେପିରୁ ଇସ୍ତଫା ଦେଇଥିବା ଭୃଗୁ ବକ୍ସିପାତ୍ର ମଧ୍ୟାହ୍ନରେ ବିଜେଡିରେ ଯୋଗଦେଇଥିଲେ। ଏହାପରେ ସଂଧ୍ୟାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ତାଙ୍କୁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ତାଙ୍କୁ ପ୍ରାର୍ଥୀ କରିନଥିବାରୁ ସେ ବିଜେପି…

ସତ୍ୟବାଦୀ ବିଧାନସଭା ନିର୍ବଚନ ମଣ୍ଡଳୀରୁ ବିଜେପିକୁ ଧକ୍କା, ୧୫ ଦିନରେ ଦଳ ଛାଡ଼ିଲେଣି ହଜାର ହଜାର ସମର୍ଥକ

ପୁରୀ: ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିକୁ ଶକ୍ତ ଧକ୍କା। ଗତ ୧୫ ଦିନ ମଧ୍ୟରେ ଦଳ ଛାଡିଛନ୍ତି ହଜାର ହଜାର ସମର୍ଥକ । ଆଜି ବିଜେଡି ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । କଣାସ ଓ ସତ୍ୟବାଦୀ ବ୍ଲକର ଉଭୟ…