Latest Odisha News

BREAKING NEWS

Browsing Category

ରାଜନୀତି

ଟ୍ରମ୍ପଙ୍କ ଟାରିଫ ଧମକର ଜବାବ ଦେଲା ଭାରତ, ବୋଇଂ ଡିଲ୍ ବାତିଲ

ନୂଆଦିଲ୍ଲୀ: ନିକଟରେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଥିଲେ।ଯେଉଁଥିରେ ଅସନ୍ତୁଷ୍ଟ ହୋଇ ଜୁଲାଇରେ ଆମେରିକା ସହିତ ୩୧୫୦୦ କୋଟି ଟଙ୍କାର ବୋଇଂ ଚୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତିଲ କରିଦେଇଥିବା ଜଣାପଡ଼ିଛି। ପୂର୍ବରୁ  …

ଆମେରିକାର ଟାରିଫ ଧମକ ମଧ୍ୟରେ ଭାରତ ଆସିବେ ପୁଟିନ

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିପାରନ୍ତି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କ ମସ୍କୋ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ପୁଟିନ ଏହି ବର୍ଷ ଶେଷରେ ଭାରତ ଆସିପାରନ୍ତି। ତେବେ ଚାରି…

୨୪ ଘଣ୍ଟା ମଧ୍ୟରେ ଆହୁରି ଟାରିଫ ବଢ଼ାଇବାକୁ ଟ୍ରମ୍ପଙ୍କ ଧମକ

ନୂଆଦିଲ୍ଲୀ: ଭାରତ, ଋଷ ଠାରୁ ତେଲ କିଣିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହିତ ଆଗାମୀ ୨୪ଘଣ୍ଟା ମଧ୍ୟରେ ଏକ ବଡ଼ ଶୁଳ୍କ ଲାଗୁ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି। ଭାରତ ଓ ଆମେରିକା ଉଭୟ ୨୫% ଶୁଳ୍କରେ ରାଜି ହୋଇଥିବା ନେଇ…

ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ 

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲା ବେଳେ ଆରଏମଏଲ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା।ସତ୍ୟପାଲ ମଲିକଙ୍କୁ ମେ ୨୦୨୫ରୁ ଦିଲ୍ଲୀର ଡକ୍ଟର ରାମ ମନୋହର…

ରାତିରେ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ: ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଲଗା ଅଲଗା ଭେଟିଛନ୍ତି।…

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଘୋଷଣାରେ ବିଳମ୍ବ: ରାଜନୈତିକ ରଣନୀତି ନା ହୋଇପାରୁନି ସହମତି?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା ସ୍ଥଗିତ ରଖିଛି। ଉପରାଷ୍ଟ୍ରପତି ନିର୍ବାଚନ ପରେ ଘୋଷଣା ହେବ। ଏହା ରାଜନୈତିକ ରଣନୀତି ବୋଲି ଜଣାପଡ଼ୁଛି। ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୪ ଲୋକସଭା ନିର୍ବାଚନ ପରେ ଶେଷ ହେବାର ଥିଲା। କିନ୍ତୁ…

ମହାନଦୀ ଜଳ ବିବାଦ: ବିଜେଡିର ଆଶଙ୍କା, ସରକାରଙ୍କ ସମାଧାନ ପ୍ରୟାସରେ ରହିଛି ଅସ୍ପଷ୍ଟତା; କଡ଼ା ଜବାବ ଦେଲା ବିଜେପି

ଭୁବନେଶ୍ୱର: ମହାନଦୀ ଜଳ ମାମଲାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦ ନୂଆ ମୋଡ଼ ନେଇଛି। ବିଜୁ ଜନତା ଦଳ (ବିଜେଡି) ଓଡ଼ିଶା ସରକାରଙ୍କ ସମାଧାନ ପ୍ରୟାସକୁ ନେଇ ଆଶଙ୍କା ପ୍ରକାଶ କରିଛି। ଅଗଷ୍ଟ ୧ରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ବୈଠକ ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ…

ଭୋଟ୍ ଚୋରି…ଦିଲ୍ଲୀରୁ ପାଟନା ଘମାସାନ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ । କେତେ ସତ ଭୋଟ୍ ଚୋରି ଅଭିଯୋଗ? ନିର୍ବାଚନ କମିଶନଙ୍କ ଉପରେ କେଉଁ ଆଟମ ବମ୍ ପକାଇବେ ରାହୁଲ? ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟ୍ ଚୋରିକୁ ନେଇ ନିର୍ବାଚନ କମିଶନଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଉଛନ୍ତି । ମଧ୍ୟପ୍ରଦେଶରୁ…

ରାଜନୀତି ଛାଡ଼ିବେ କି କମଳା ହାରିସ୍; ଏଭଳି ଘୋଷଣା କଲେ

ନୂଆଦିଲ୍ଲୀ: ପୂର୍ବତନ ଆମେରିକୀୟ ଉପରାଷ୍ଟ୍ରପତି କମଳା ହାରିସ୍ ରାଜନୀତି ଛାଡିବା ନେଇ ଘୋଷଣା କରିଛନ୍ତି। ଏଥିସହ ସେ କାଲିଫର୍ନିଆର ଗଭର୍ଣ୍ଣର ପଦ ସମେତ କୌଣସି ରାଜନୈତିକ ପଦବୀ ପାଇଁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଆମେରିକାରେ ରାଜନୈତିକ ପରିସ୍ଥିତି…

ୟୁକ୍ରେନ ସହ ଆଲୋଚନା ପାଇଁ ରାଜି ହେଲେ ପୁଟିନ, ରଖିଲେ ସର୍ତ୍ତ…

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସହିତ ଶାନ୍ତି ଆଲୋଚନା କରିବାକୁ ରାଜି ହୋଇଛନ୍ତି। ଯଦିଓ ରୁଷ ତାର ସର୍ତ୍ତଗୁଡ଼ିକୁ ଛାଡିବ ନାହିଁ ବୋଲି ସେ କହିଛନ୍ତି। ପୁଟିନଙ୍କ ଏହି ବୟାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ମନୋଭାବ ପରେ ଆସିଛି। ଟ୍ରମ୍ପ…