Latest Odisha News

BREAKING NEWS

Browsing Category

ରାଜନୀତି

ବିଜୁ ବାବୁଙ୍କୁ ସମ୍ମାନ ଜଣାଇଲା ଋଷ; ଦୂତାବାସରେ ସ୍ମାରକୀ ଫଳକ ଉନ୍ମୋଚିତ

ଭୁବନେଶ୍ୱର: ନାଜିବାଦ ବିରୁଦ୍ଧରେ ଋଷ ବିଜୟର ୮୦ ତମ ବାର୍ଷିକୀ ଉତ୍ସବ ପାଳନ କରୁଛି। ଏହି ଅବସରରେ ଓଡ଼ିଆ ବୀର ପୁଅ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇଛି ଋଷ। ତେବେ ବିଜୟ ଉତ୍ସବ ପାଇଁ ମେ ୯ ତାରିଖରେ ମସ୍କୋରେ ବିଶାଳ କାର୍ଯ୍ୟକ୍ରମ ଆୟୋଜନ ହେବ। ଦ୍ଵିତୀୟ…

ନରୱେ ସମେତ ଏହି ୩ ଦେଶ ଗସ୍ତ ବାତିଲ କଲେ ମୋଦି

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପିଓକେର ୯ଟି ଆତଙ୍କବାଦୀ ଶିବିର ଉପରେ ମିଶାଇଲ ଆଟାକ କରିଛି ଭାରତ। ଏହି ଆକ୍ରମଣକୁ ଅପରେସନ ସିନ୍ଦୂର ନାମ ଦିଆଯାଇଛି। ସୂଚନା ଅନୁଯାୟୀ, ମଙ୍ଗବାର- ବୁଧବାର ମଧ୍ୟରାତ୍ରରେ ହୋଇଥିବା ଏହି ଆକ୍ରମଣରେ ୮୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ହିନ୍ଦୁ ବିରୋଧୀ’ କାହିଁକି କହିଲେ ବିଜେପି ସାଂସଦ

ଭୁବନେଶ୍ୱର: ମୁର୍ଶିଦାବାଦ ହିଂସାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ 'ହିନ୍ଦୁ ବିରୋଧୀ' କହିବା ସହ ତାଙ୍କ ଉପରେ ବର୍ଷିଛନ୍ତି ଓଡ଼ିଶାର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ। ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରୁ…

ପାକିସ୍ତାନର ‘False Flag’ କାହାଣୀକୁ ଜାତିସଂଘର ଭତ୍ସନା

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଆତଙ୍କବାଦକୁ ନେଇ ପାକିସ୍ତାନକୁ କଡା ନିନ୍ଦା କରାଯାଇଛି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ନେଇ UN ସଦସ୍ୟମାନେ ସନ୍ଦେହ କରୁଛନ୍ତି ଯାହାକୁ ପାକିସ୍ତାନ ପ୍ରତ୍ୟାଖାନ କରୁଅଛି। UN ପାକିସ୍ତାନର ଫଲ୍ସ ଫ୍ଲାଗ୍…

ପହଲଗାମ୍ ଆକ୍ରମଣ ପଛରେ ଲସ୍କର, UNରେ କାମ ଦେଲାନି ପାକିସ୍ତାନ ଚାଲ୍ 

ନୂଆଦିଲ୍ଲୀ: ଭାରତ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦର ଦ୍ବାରସ୍ଥ ହୋଇଥିଲା। କିନ୍ତୁ ସେଠାରେ ବି କାମ ଦେଲାନି ପାକିସ୍ତାନ ଚାଲ୍। ମେ ୫ରେ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ସଦସ୍ୟ ଦେଶମାନେ ପାକିସ୍ତାନକୁ କଡ଼ା ପ୍ରଶ୍ନ…

ପହଲଗାମ ଆକ୍ରମଣ; ମୋଦିଙ୍କ ସମର୍ଥନ କଲେ ପୁଟିନ

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କ ଆକ୍ରମଣକୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଡା ନିନ୍ଦା କରିଛନ୍ତି। ଏପରିକି ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ସମବେଦନା ମଧ୍ୟ ଜଣାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ…

ବିଜେଡିର ସାଙ୍ଗଠନିକ ପୁନର୍ବିନ୍ୟାସ, ଜାଣନ୍ତୁ କେଉଁ ନେତାଙ୍କୁ ମିଳିଲା ସ୍ଥାନ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୋମବାର ଦିନ ଦଳର ସାଙ୍ଗଠନିକ ପୁନର୍ବିନ୍ୟାସ କରିଛି। ଏଥିସହିତ ୭୧ ଜଣ ରାଜ୍ୟ ପଦାଧିକାରୀଙ୍କ ଏକ ନୂତନ ଦଳ ଘୋଷଣା କରିଛି। ଏଥିରେ ସାତ ଜଣ ବରିଷ୍ଠ ଉପସଭାପତି, ଆଠ ଜଣ ଉପସଭାପତି, ୨୦ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୩୧ ଜଣ ସାଧାରଣ ସମ୍ପାଦକ ଏବଂ…

୬ ଜିଲ୍ଲା ପାଇଁ ବିଜେଡିର ନୂଆ ସଭାପତି ଘୋଷଣା 

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୋମବାର ଦିନ ଛଅଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି। ଦଳର ଷ୍ଟେଟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ଏହି ଘୋଷଣା କରିଛନ୍ତି। ପ୍ରକାଶିତ ତାଲିକା ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ରୋହିତ…

ଇସଲାମ୍ ଥିବା ଯାଏଁ ଆତଙ୍କବାଦ ରହିବ: ତସଲିମା ନସରିନ୍ 

ନୂଆଦିଲ୍ଲୀ: ଇସଲାମ୍ ଥିବା ଯାଏଁ ଆତଙ୍କବାଦ ରହିବେ। ଦିଲ୍ଲୀ ସାହିତ୍ୟ ମହୋତ୍ସବର ଏକ ଅଧିବେଶନରେ ବାଂଲାଦେଶୀ ଲେଖିକା ତସଲିମା ନସରିନ କହିଛନ୍ତି। କାଶ୍ମୀରର ପହଲଗାମରେ ହୋଇଥିବା ସମ୍ପ୍ରତି ଆତଙ୍କବାଦୀ ଆକ୍ରମଣ ଏବଂ ୨୦୧୬ରେ ଢାକାର ହୋଲି ଆର୍ଟିସାନ ବେକେରୀ ଉପରେ ହୋଇଥିବା ଆକ୍ରମଣକୁ…

ୟୁସୁଫ ପଠାନଙ୍କ ଚିଠିକୁ ନେଇ ବର୍ଷିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ତୃଣମୂଳ କଂଗ୍ରେସ ସାଂସଦ ୟୁସୁଫ ପଠାନ ପଶ୍ଚିମବଙ୍ଗରୁ ଆସିଥିବା ଶ୍ରମିକଙ୍କ ପ୍ରତି ରାଜ୍ୟ ସରକାର ଦୁର୍ବ୍ୟବହାର କରୁଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ନିଜର ଚିନ୍ତା ବ୍ୟକ୍ତ କରିଥିଲେ। ଅମିତ ଶାହଙ୍କୁ ଲେଖାଯାଇଥିବା ଚିଠିରେ ନିଜର ପ୍ରତିକ୍ରିୟା…