Latest Odisha News

BREAKING NEWS

Browsing Category

ରାଜନୀତି

ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଲେ ସୁଜାତା କାର୍ତ୍ତିକେୟନ୍

ଭୁବନେଶ୍ୱର: ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ୍ ଅବସର ଗ୍ରହଣ କରିଛନ୍ତି । ସ୍ୱେଚ୍ଛାକୃତ ଭାବେ ସେ ଅବସର ନେଇଛନ୍ତି ବୋଲି ସୂଚନା ରହିଛି । ସୁଜାତା ୨୦୦୦ ଆଇଏଏସ ବ୍ୟାଚର ଅଧିକାରୀ । କେନ୍ଦ୍ର ସରକାର ଭିଆରଏସକୁ ମଞ୍ଜୁରି ଦେଇଥିବା ଜଣାପଡ଼ିଛି। ଏବେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା…

ଦିଲ୍ଲୀ ନୁହେଁ ତାମିଲନାଡ଼ୁରେ ନବୀନ, ସାଙ୍ଗରେ ଅଛନ୍ତି ଭି.କେ ପାଣ୍ଡିଆନ୍!

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି)ର ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ତାମିଲନାଡୁର କୋଇମ୍ବାଟୁର ବିମାନବନ୍ଦରରେ ଦେଖିବାକୁ ମିଳିଛି। ତାଙ୍କ ସହ ତାଙ୍କର ଘନିଷ୍ଠ ସହଯୋଗୀ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ଅଛନ୍ତି। ଯିଏକି ନିର୍ବାଚନରେ ବିଜେଡିର ପରାଜୟ…

ବିଧାୟକଙ୍କ ଦରମା: ଓଡ଼ିଶା ଦେଶରେ ତଳୁ ଆଡ଼ୁ!

ଭୁବନେଶ୍ୱର: ବିଧାନସଭାରେ ଶୁକ୍ରବାର ଦିନ ବିଧାୟକଙ୍କ ଦରମା ବୃଦ୍ଧି ଏବଂ ପୂର୍ବତନ ସଦସ୍ୟଙ୍କ ପାଇଁ ପେନସନ ବଢାଇବାର ଦାବି ଜୋର ଧରିଛି। ଏହି ପ୍ରସଙ୍ଗ ସଭାର ‘ଶୂନ୍ୟ କାଳ’ରେ ଉଠିଥିଲା, ଯେଉଁଠାରେ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଏକଜୁଟ ହୋଇ ଏହାକୁ ସମର୍ଥନ କରିଛନ୍ତି। ଭାରତୀୟ ଜନତା…

ବିଜେଡିକୁ ଝଟକା: ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଆଗାମୀ ଏପ୍ରିଲ ୫ ତାରିଖରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହେବାକୁ ଯାଉଛି। ଏହି ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଶୁକ୍ରବାର ଦିନ ସମସ୍ତ ସଦସ୍ୟଙ୍କ ସ୍ୱାକ୍ଷର ଯାଞ୍ଚ କାର୍ଯ୍ୟ ସମ୍ପନ୍ନ ହୋଇଛି।…

ପୋଲିସି ଡିଜିଙ୍କ ଉପରେ ବର୍ଷିଲା କଂଗ୍ରେସ, କାର୍ଯ୍ୟାନୁଷ୍ଠାନ ପାଇଁ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାବି

ଭୁବନେଶ୍ୱର: କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଶୁକ୍ରବାର ଦିନ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ଚିଠି ଲେଖି ଓଡ଼ିଶାର ଦୁଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ସଂସଦୀୟ ପରମ୍ପରାର ଉଲ୍ଲଂଘନର ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ ନିଜର ଏକ୍ସ ପୋଷ୍ଟରେ…

ରାଜଧାନୀରେ ବିକ୍ଷୋଭ ବେଳେ ହିଂସା: ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଧାନସଭା ଘେରାଓ ସମୟରେ ସାଙ୍ଘାତିକ ହିଂସାତ୍ମକ ଘଟଣା ଘଟିବା ପରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। କଂଗ୍ରେସ ଦାବି କରିଛି ଯେ ଏହି ହିଂସା ପାଇଁ ତାଙ୍କ ଦଳର କର୍ମୀ ନୁହଁନ୍ତି, ବରଂ ବାହାରୁ ଆସିଥିବା କିଛି ଉପଦ୍ରବୀ…

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ

ଜୟପୁର: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ। ଏହି ଧମକ ଦେଇଛି ବିକାନେର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା କଏଦୀ ଆଦିଲ। ଏହାକୁ ମିଶାଇ ମୁଖ୍ୟମନ୍ତ୍ରୀଙ୍କୁ ଚତୁର୍ଥ ଥର ପାଇଁ ହତ୍ୟା ଧମକ ମିଳିଛି। ଏହି ଘଟଣାକୁ ନେଇ ଏସପି କବିନ୍ଦର ସିଂହ ସାଗର କହିଛନ୍ତି ଯେ…

ତେଜସ୍ବୀ ସିଏମ୍ ଫେସ୍… କାହିଁକି ସହମତ ହେଉନି କଂଗ୍ରେସ?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୬ମାସ ବାକି । ଏବେଠୁ ସବୁ ରାଜନୈତିକ ଦଳ ଗ୍ରାଉଣ୍ଡରେ ସକ୍ରିୟ ରହିଛନ୍ତି । ଏନଡିଏ ବିହାରର ସବୁ ଜିଲ୍ଲାରେ ମିଳିତ କର୍ମକର୍ତ୍ତା ସମ୍ମିଳନୀ କରୁଛି ତ ସମ୍ବାଦ କାର୍ଯ୍ୟକ୍ରମ କରୁଛନ୍ତ ତେଜସ୍ବୀ ଯାଦବ । ସେପଟେ ରାଜ୍ୟରେ ନେତୃତ୍ବ…

ରମଜାନ ପୂର୍ବରୁ ୫୦୦ ଭାରତୀୟ କଏଦୀଙ୍କୁ କ୍ଷମା କଲା ୟୁଏଇ

ନୂଆଦିଲ୍ଲୀ: ଭାରତ ଏବଂ ୟୁଏଇ ମଧ୍ୟରେ ଦୃଢ଼ ବନ୍ଧୁତାର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି। ପବିତ୍ର ରମଜାନ ପୂର୍ବରୁ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ ୫୦୦ ଭାରତୀୟ କଏଦୀଙ୍କୁ କ୍ଷମା କରିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ…

ଭାରତ ଧର୍ମଶାଳା ନୁହେଁ; କାହିଁକି ଏଭଳି କହିଲେ ଅମିତ ଶାହ

ନୂଆଦିଲ୍ଲୀ: ଯେଉଁମାନେ ପର୍ଯ୍ୟଟକ ଭାବରେ ଅଥବା ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବ୍ୟବସାୟ ପାଇଁ ଭାରତକୁ ଆସୁଛନ୍ତି ସେମାନଙ୍କୁ ସ୍ୱାଗତ କରାଯିବ କିନ୍ତୁ ଯେଉଁମାନେ ଦେଶ ଉପରେ ବିପଦ ସୃଷ୍ଟି କରିବା ଉଦ୍ଦେଶ୍ୟ ରେ ଆସିବାକୁ ଚାହୁଁଛନ୍ତି ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…