Latest Odisha News

BREAKING NEWS

Browsing Category

ରାଜନୀତି

ନବମ ଥର ନବୀନ ହେବେ ସଭାପତି; ନୂଆ ରୂପ ନେବ ଦଳୀୟ ସଙ୍ଗଠନ

ଭୁବନେଶ୍ବର: ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ । ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରି ନଥିବାରୁ ପୁଣି ନବୀନ ନିର୍ଦ୍ବନ୍ଦ୍ବରେ ସଭାପତି ହେବା ନିଶ୍ଚିତ ହୋଇଛି । ଆଜି ନବୀନଙ୍କୁ ସଭାପତି ଭାବେ ବିଧିବଦ୍ଧ ଘୋଷଣା କରାଯିବ । ଦଳର ରାଜ୍ୟ ପରିଷଦ…

ବିହାର ନିର୍ବାଚନ: କାହିଁକି ମିଥିଳାଞ୍ଚଳକୁ ଫୋକସ୍?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ମିଥିଳାଞ୍ଚଳ । ନୀତିଶ କୁମାରଙ୍କ ନେତୃତ୍ବାଧୀନ ଶାସକ ଏନଡିଏ ହେଉ କି ବିରୋଧୀ ମହାଗଠବନ୍ଧନ, ସବୁ ଦଳର ଫୋକସରେ ରହିଛି ବିହାରର ଏହି ଅଞ୍ଚଳ । ମିଥିଳାଞ୍ଚଳର ଝଞ୍ଜାରପୁରରୁ ବିହାର ନିର୍ବାଚନ ପାଇଁ…

ନବମ ଥର ନବୀନ…ଆଗରେ ଏସବୁ ଚ୍ୟାଲେଞ୍ଜ

ଭୁବନେଶ୍ବର: ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ । ନବୀନଙ୍କ ଛଡା ଆଉ କେହି ନାମାଙ୍କନ ଭରିନଥିବାରୁ ସେ ନିର୍ଦ୍ବନ୍ଦ୍ବରେ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଛି । ତେବେ ଅପ୍ରତିଦ୍ବନ୍ଦ୍ବୀ ନବୀନଙ୍କ ଆଗରେ ଏଥର ଅନେକ ଚ୍ୟାଲେଞ୍ଜ । ୨୪ବର୍ଷ ଧରି କ୍ଷମତାରେ…

ଆସନ୍ତାକାଲି ନବମ ଥର ପାଇଁ ସଭାପତି ଭାବେ ଦାୟିତ୍ୱ ନେବେ ନବୀନ

ଭୁବନେଶ୍ୱର: ଆସନ୍ତାକାଲି ନବମ ଥର ପାଇଁ ସଭାପତି ଦାୟିତ୍ୱ ନେବେ ନବୀନ। ଏହି ଦାୟିତ୍ଵ ନେବା ପରେ ଦଳକୁ କି ଆହ୍ଵାନ ଦେବେ ତାହା ଉପରେ ସମସ୍ତଙ୍କର ନଜର। ତେବେ ଦଳକୁ କ’ଣ ଉପଦେଶ ଦେବେ ନବୀନ? ନବୀନ ପଟ୍ଟନାୟକ ବିଜେଡି ନେତା ଓ କର୍ମୀଙ୍କୁ କି ବାର୍ତ୍ତା ଦେବେ ତାହା ଉପରେ ଏବେ ସମସ୍ତଙ୍କର ନଜର…

ବିଜୁ ପଟ୍ଟନାୟକ…କେବଳ ନାଁ ନୁହେଁ ବ୍ରାଣ୍ଡ

ଭୁବନେଶ୍ବର: ରାଜ୍ୟ ପାଳିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏବେ ରାଜ୍ୟ ରାଜନୀତିରେ ବିଜୁବାବୁ କେବଳ ନାଁ ନୁହେଁ ଏକ ବ୍ରାଣ୍ଡ। ତାଙ୍କ ଉପସ୍ଥିତିଠୁ ଅଧିକ ଅନୁପସ୍ଥିତିରେ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଛନ୍ତି ବିଜୁ ପଟ୍ଟନାୟକ । ତାଙ୍କ ନାଁରେ ଗଠିତ ବିଜୁ ଜନତା ଦଳ…

ବରପୁତ୍ର ମାନଙ୍କ ଅବଦାନକୁ ନ୍ୟୁନ କରିବାକୁ ଚେଷ୍ଟା ଚଳାଇଛନ୍ତି କିଛି ଲୋକ: ନବୀନ

ଭୁବନେଶ୍ୱର: ଶଙ୍ଖ ଭବନ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସ୍ବର୍ଗତ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ବିଜୁ ବାବୁ ଜଣେ ଓଡ଼ିଆ ଭାବରେ…

ହିନ୍ଦୁଙ୍କଠୁ ଆମେ ସମ୍ପୂର୍ଣ୍ଣ ଭିନ୍ନ: ପାକିସ୍ତାନ ସେନା ମୁଖ୍ୟ 

କରାଚୀ: ଆମର ପୂର୍ବପୁରୁଷମାନେ ଭାବୁଥିଲେ ଯେ ଆମେ ପ୍ରତ୍ୟେକ ଦୃଷ୍ଟିକୋଣରୁ ହିନ୍ଦୁମାନଙ୍କଠାରୁ ଭିନ୍ନ, ଆମର ରୀତି, ଆମର ଧର୍ମ, ଆମର ଚିନ୍ତାଧାରା, ସବୁକିଛି ସେମାନଙ୍କଠାରୁ ଭିନ୍ନ। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ସୟଦ ଅସୀମ ମୁନିର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଭାରତ ଏବଂ…

ଭାରତ ଗସ୍ତରେ ଆସିବେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ

ନୂଆଦିଲ୍ଲୀ: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆସନ୍ତା ଏପ୍ରିଲ ୧୮ରୁ ୨୪ ତାରିଖ ମଧ୍ୟରେ ସପରିବାର ଇଟାଲୀ ଏବଂ ଭାରତ ଗସ୍ତ କରିବେ। ଏହା ମଧ୍ୟରେ ସେ ଉଭୟ ଦେଶର ନେତାମାନଙ୍କ ସହ ସାଧାରଣ ଅର୍ଥନୈତିକ ଏବଂ ରାଜନୈତିକ ଚର୍ଚ୍ଚା କରିବେ ବୋଲି ଜଣାପଡିଛି। ଆମେରିକାର ଉପରାଷ୍ଟ୍ରପତି ଭାରତ…

ଚୀନ୍ ଉପରେ ୨୪୫% ଟାରିଫ୍ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଟାରିଫ୍ ୱାର ଥମିବାର ନା ନେଉନାହିଁ। ଉଭୟ ଦେଶ ପରସ୍ପର ଉପରେ ଟାରିଫକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛନ୍ତି। ଗତ ୨ ଏପ୍ରିଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ୩୪ ପ୍ରତିଶତ ଶୁଳ୍କ ଲଗାଇଥିବା ବେଳେ…

ପୁରୀରେ ମହାପ୍ରଭୁଙ୍କ ଆଶିଷ ନେଲେ ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ

ପୁରୀ: ସମାଜବାଦୀ ପାର୍ଟି ମୁଖ୍ୟ ତଥା ସାଂସଦ ଅଖିଳେଶ ଯାଦବ ବୁଧବାର ଦିନ ପୁରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ନେଇଛନ୍ତି। ତାଙ୍କ ପତ୍ନୀ ତଥା ଲୋକସଭା ସାଂସଦ ଡିମ୍ପଲ ଯାଦବ ମଧ୍ୟ ଦର୍ଶନ କରିଥିଲେ। ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। "ଆଜି, ମୁଁ ପ୍ରଭୁ…