Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡି ସଭାପତି ପଦ ପାଇଁ ଆସନ୍ତାକାଲି ନାମାଙ୍କନ ଭରିବେ ନବୀନ

ଭୁବନେଶ୍ବର: ଆସନ୍ତାକାଲି ବିଜେଡିର ସଭାପତି ପ୍ରାର୍ଥୀ ଭାବେ ପୁଣି ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ । ଅନ୍ୟ କେହି ବିଜେଡି ସଭାପତି ପଦ ଲାଗି ନାମାଙ୍କନ ଭରିବାର ସମ୍ଭାବନା ନଥିବାର ସେ ପୁଣି ଥରେ ବିଜେଡି ସଭାପତି ହେବା ନିଶ୍ଚିତ ବୋଲି କୁହାଯାଉଛି । ୧୯ ତାରିଖରେ ଘୋଷଣା ହେବ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଝଟକା, ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

ବେଙ୍ଗାଲୁରୁ: ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (ମୁଦା) ମାମଲାରେ ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଝଟକା ଲାଗିଛି। କାରଣ କର୍ଣ୍ଣାଟକର ସ୍ୱତନ୍ତ୍ର କୋର୍ଟ ମୁଦା ମାମଲାର ତଦନ୍ତ ଜାରି ରଖିବାକୁ ଲୋକାୟୁକ୍ତ ପୋଲିସକୁ ନିର୍ଦ୍ଦେଶ ଦେବା ସହ କ୍ଲିନଚିଟକୁ…

୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡ଼ି

ଭୁବନେଶ୍ୱର: ବିଜେଡିର ସାଙ୍ଗଠନିକ ନିର୍ବାଚନ ୨୦୨୫। ୩୩ ଜିଲ୍ଲା ମଧ୍ୟରୁ ୧୮ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା କଲା ବିଜେଡ଼ି। ଅନୁଗୁଳ ଜିଲ୍ଲା ପାଇଁ ବିଜେଡି ସଭାପତି ହେଲେ ବ୍ରଜ ପ୍ରଧାନ। ବୌଦ୍ଧ ପାଇଁ ପ୍ରଦୀପ ଅମାତ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, କନ୍ଧମାଳ ପାଇଁ…

ବିହାର ଫର୍ମୁଲା… ଛିଡୁନି ସିଟ୍ ଭାଗ!

ନୂଆଦିଲ୍ଲୀ: ଦିଲ୍ଲୀରେ ‘ବିହାର’ ମନ୍ଥନ । ପାଟନା ଗଣିତ ନେଇ କଂଗ୍ରେସ-ଆରଜେଡି ଚର୍ଚ୍ଚା । ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଆରଜେଡିର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ବୀ ଯାଦବ । ଏପ୍ରିଲ ୧୭ତାରିଖରେ ମହାଗଠବନ୍ଧନ ନେତାଙ୍କ ବୈଠକ ହେବାକୁ…

ପୂର୍ବତନ ଧର୍ମଶାଳା ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ୪ ଗିରଫ 

ଭୁବନେଶ୍ୱର: ବିଜେଡି ନେତା ତଥା ପୂର୍ବତନ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଗାଡ଼ି ଉପରେ ରବିବାର ଦିନ ହୋଇଥିବା ଆକ୍ରମଣ ଘଟଣାରେ ଯାଜପୁର ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ସେମାନଙ୍କୁ କୋର୍ଟକୁ ପଠାଯାଇଛି। ଉଲ୍ଲେଖଯୋଗ୍ୟ, ଆରୁଅ…

ନିର୍ବାଚନ ପୂର୍ବରୁ ବିହାରରେ ଏନଡିଏକୁ ଝଟକା, ହାତ ଛାଡ଼ିଲେ ପାରସ ପାସଓ୍ୱାନ୍

ପାଟଣା: ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (ଆରଏଲଜେପି) ସୋମବାର ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସହ ସମ୍ପର୍କ ଛିନ୍ନ କରିଥିବା ଘୋଷଣା କରିଛି। ଦଳର ମୁଖ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସ ଏହି ନିଷ୍ପତ୍ତି ନେଇଛନ୍ତି। ବିଆର ଆମ୍ବେଦକରଙ୍କ…

ଓଡ଼ିଶା ଆସିବେ ଦିଲ୍ଲୀ ବାଚସ୍ପତି; କାଗଜବିହୀନ ବିଧାନସଭା ପ୍ରକ୍ରିୟାର ଅଧ୍ୟୟନ କରିବେ 

ନୂଆଦିଲ୍ଲୀ: ଓଡ଼ିଶା ଆସିବେ ଦିଲ୍ଲୀ ବାଚସ୍ପତି ବିଜେନ୍ଦର ଗୁପ୍ତା। କାଗଜବିହୀନ ବିଧାନସଭା ପ୍ରକ୍ରିୟାର ଅଧ୍ୟୟନ କରିବେ । ଜାତୀୟ ଇ-ବିଧାନ ଆବେଦନ (ନେଭା) ପ୍ରକ୍ରିୟା ମାଧ୍ୟମରେ କାଗଜବିହୀନ ଏବଂ ଡିଜିଟାଲ୍ ବିଧାନସଭା ପ୍ରକ୍ରିୟା ଗ୍ରହଣ କରିଥିବା ଅନେକ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ।…

ବିଜେଡିକୁ କିଏ କରୁଛି ହାଇଜାକ୍?

ଭୁବନେଶ୍ବର: ବିଜେଡିରେ ଥମୁନି ଅସନ୍ତୋଷ । ଜଣକ ପରେ ଜଣେ ବରିଷ୍ଠ ନେତା ଓ୍ବକଫ୍ ଭୋଟକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଏହି କ୍ରମରେ ଯୋଡି ହୋଇଛନ୍ତି ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ରାଜା ସ୍ବାଇଁ । ସେଥିରେ…

ବିଜେପି ସହ କାହିଁକି ହାତ ମିଳାଇଲା ଏଆଇଏଡିଏମକେ?

ନୂଆଦିଲ୍ଲୀ: ୨୦୨୬ରେ ତାମିଲନାଡୁ ବିଧାନସଭା ନିର୍ବାଚନ । ଡିଏମକେକୁ ମାତ୍ ଦେବାକୁ ବଡ଼ ରଣନୀତି । ବିଜେପି ସହ ହାତ ମିଳାଇଲା ଏଆଇଏଡିଏମକେ । କାହିଁକି ୟୁ-ଟର୍ଣ୍ଣ ନେଲା ଦଳ ? ଆସନ୍ତା ନିର୍ବାଚନରେ ଡିଏମକେ ବିଜୟ ରଥ ଓଗାଳିବା ସହ ଜାତୀୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପ୍ରଭାବ…

ବଢୁଛି ବିଜେଡି ବିବାଦ: ସୁଲତାଙ୍କୁ କଡା ସମାଲୋଚନା କଲେ ଦେବାଶିଷ

ଭୁବନେଶ୍ବର: ବିଜେଡି ହାରିବା ପରଠୁ ବିଜେଡି ଭିତରି କନ୍ଦଳ ଦାଣ୍ଡରେ ପଡିଥିବା ବେଳେ ଓ୍ବାକଫ୍ ଆଇନକୁ ନେଇ ବିଜେଡିର ମତ ପରେ ଏହା ଆହୁରି ତେଜିଛି । ପରସ୍ପର ପ୍ରତି ବେଶୀ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ବିଜେଡି ନେତା । କେହି କାହାରିକୁ ଛାଡୁ ନାହାନ୍ତି । ଏମିତିକି ଦଳର ସଭାପତି ମଧ୍ୟ…