Latest Odisha News

BREAKING NEWS

Browsing Category

ରାଜନୀତି

ନବୀନଙ୍କୁ ଆଉ ଡରୁନାହାନ୍ତି ବିଜେଡି ନେତା? ପ୍ରଫୁଲ୍ଲଙ୍କ ପରେ ନୃସିଂହ ରଖିଲେ କଡ଼ା ବୟାନ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଦଳୀୟ କାର୍ଯ୍ୟକଳାପରେ ଭି.କେ. ପାଣ୍ଡିଆନଙ୍କ ପ୍ରଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଆଉ ଏହାର କିଛି ଘଣ୍ଟା ପରେ, ଶୁକ୍ରବାର ଦିନ ଆଉ ଜଣେ ବରିଷ୍ଠ ନେତା ନୃସିଂହ ସାହୁ ମଧ୍ୟ କଡ଼ା ଓ ସ୍ପଷ୍ଟ ମନ୍ତବ୍ୟ…

ଆଉ ନୁହେଁ…କହିଲେଣି ବିଜେଡି ନେତା: ସିଧା ନବୀନଙ୍କୁ କହିଲେ, ‘ଆପଣ କହିପାରିବେନି’

ଭୁବନେଶ୍ବର: ବିଜେଡିରେ ଚାଲିଛି କ’ଣ ? ଯାହା କେବେ ଘଟିନଥିଲା, ତାହା ଏବେ ଦେଖିବାକୁ ମିଳୁଛି । ବରିଷ୍ଠ ମୁହଁ ଫିଟେଇଲେଣି । ଖାଲି ମୁହଁ ଫିଟାଉନାହାନ୍ତି, ବିଷ ଉଗାରୁଛନ୍ତି । ସିଧା ସଳଖ ସଭାପତି ନବୀନଙ୍କୁ ଉତ୍ତର ମାଗୁଛନ୍ତି । ଏମିତିକି ନବୀନଙ୍କ ତାଗିଦରେ ଚିହିଁକି ଉଠୁଛନ୍ତି । ଦିନେ ସବୁ…

କାହିଁକି ପୁଣି ପାଣ୍ଡିଆନଙ୍କ ପାଇଁ ବାହାରିଲେ ନବୀନ?

ଭୁବନେଶ୍ବର: କଥା କମ୍ କାମ ବେଶୀ । ରାଜନୀତିକୁ ଆସିବା ପରଠୁ ଏହା ହିଁ ପାଲଟିଛି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଟ୍ରେଡମାର୍କ ଷ୍ଟାଇଲ୍ । ଆଉ ସେଥିପାଇଁ ତାଙ୍କୁ ବିରୋଧୀ ବି ସେଭଳି ସମାଲୋଚନା କରିପାରନ୍ତିନି। ଅଳ୍ପ କୁହନ୍ତି, ସିଧା କୁହନ୍ତି, ପ୍ରସଙ୍ଗ ନେଇ ସଂକ୍ଷେପରେ କିନ୍ତୁ ଓଜନଦାର…

ବିହାର ସୀମାଞ୍ଚଳ ସମୀକରଣ ବଦଳାଇବ କି ଓ୍ବକଫ୍ ଆଇନ ?

ନୂଆଦିଲ୍ଲୀ: କିଛି ମାସ ପରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । କାହା ସପକ୍ଷରେ ଯିବ ସୀମାଞ୍ଚଳର ୨୪ଟି ବିଧାନସଭା ସିଟ୍? ୨୦୨୦ ନିର୍ବାଚନରେ ଓବେସିଙ୍କ ଦଳ ପାଇଁ କ୍ଷତି ସହିଥିଲା ଆରଜେଡି । ତେବେ ଏଥର ମୁସଲିମ ବହୁଳ ସୀମାଞ୍ଚଳ ରାଜନୀତିର ଗଣିତ ବଦଳାଇବ କି ଓ୍ବକଫ୍ ଆଇନ ? ଆରଜେଡିର…

ଉପ- ପ୍ରଧାନମନ୍ତ୍ରୀ ହୁଅନ୍ତୁ ନିତିଶ କୁମାର: ବିଜେପି ନେତା ଅଶ୍ବିନୀ ଚୌବେ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଏବଂ ନୀତିଶ କୁମାରଙ୍କ ଯୋଡ଼ି ରାମ ଓ ଲକ୍ଷ୍ମଣଙ୍କ ଯୋଡ଼ି ଭଳି। ନୀତିଶ କୁମାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦବୀ ଆଉ ବଡ଼ ପଦବୀ ହୋଇରହିନାହିଁ ବୋଲି କହିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ। ସେ…

ରାଜ୍ୟରେ ୱାକଫ୍‌ ଝଡ: ‘ରହସ୍ୟମୟ’, କହିଲେ ଅମର ଶତପଥୀ

ଭୁବନେଶ୍ବର: ଆଇନରେ ପରିଣତ ହେବା ପରେ ବି ଥମିନି ଓ୍ବାକଫ୍ ଝଡ । କେନ୍ଦ୍ର, ରାଜ୍ୟ ସବୁଠି ଉଷ୍ମତା ଜାରି ରହିଛି । ରାଜ୍ୟରେ ତ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି ଓ୍ବାକଫ୍ ଆଇନ୍ । ଓ୍ବାକଫ୍ ଆଇନ ନେଇ ବିଜେଡିର ମତ, ଏବେ ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଛି । ବିଜେପି, କଂଗ୍ରେସ, ଏମିତିକି ନିଜେ…

‘ଦେଶକୁ ବିକିଦେଇ ଚାଲିଯିବେ ମୋଦି’

ନୂଆଦିଲ୍ଲୀ: ‘ଦେଶକୁ ବିକିଦେଇ ଚାଲିଯିବେ ମୋଦି । ଖଣି ଠାରୁ ଆରମ୍ଭ କରି ବିମାନବନ୍ଦର ସବୁ କିଛି ବିକ୍ରି କରି ଚାଲିଯିବେ ମୋଦି ।’ ଏମିତି କିଛି ସଙ୍ଗୀନ ଅଭିଯୋଗ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ମୋଦିଙ୍କ ଉପରେ ବଡ…

ବିଜେଡିରେ ଘନ ଘନ ବୈଠକ

ଭୁବନେଶ୍ବର: ଦୀର୍ଘ ଦିନ ଧରି ବିଜେଡି ନେତାଙ୍କ ମନରେ କୁହୁଳୁଥିବା ଅସନ୍ତୋଷକୁ ତେଜିଛି ଓ୍ବକଫ୍ ନିଆଁ । ଓ୍ବକଫ୍ ସଂଶୋଧନ ବିଲ୍ ସପକ୍ଷରେ ମତଦାନକୁ ନେଇ ଆରମ୍ଭ ହୋଇଥିବା ମତଭେଦ ଏବେ ବଡ ଆକାର ନେଲାଣି । ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ନେତାଙ୍କୁ କୌଣସି ବୟାନ ନଦେବାକୁ…

ଜୋରଦାର ହେଲା ବିଜେଡି Vs ବିଜେଡି

ଭୁବନେଶ୍ବର: ବିଜେଡିରେ ଥମୁନି ଓ୍ବକଫ୍ ନିଆଁ । ଜୋରଦାର ହେଲା ବିଜେଡି କଳି । ପ୍ରଥମେ ଓ୍ବକଫ୍ ସଂଶୋଧନ ବିଲ ସମର୍ଥନରେ ଭୋଟକୁ ନେଇ ସସ୍ମିତ ପାତ୍ରଙ୍କୁ କିଛି ବିଜେଡି ନେତା ଟାର୍ଗେଟ୍ କଲେ । ପରେ ବିଜେଡି ନିଷ୍ପତିରେ ୟୁଟର୍ଣ୍ଣ ପଛରେ କିଏ, ତାକୁ ନେଇ ଚର୍ଚ୍ଚା ହେଲା । ସାଂସଦ ଦେବାଶିଷ…

ବିଜୁ ଯୁବ ଜନତା ଦଳ ନେତାଙ୍କ ବିସ୍ଫୋରକ ବୟାନ: ‘ମାନସ ମଙ୍ଗରାଜଙ୍କ କଥାରେ ଭୋଟ ଦେଇଥିଲେ ସସ୍ମିତ୍’

ଭୁବନେଶ୍ବର: ଦିନ ଗଡିବା ସାଙ୍ଗରେ ବଢିଚାଲିଛି ବିଜେଡି ଭିତରେ ଉଷ୍ମତା । ପ୍ରତିଦିନ ନୂଆ ନୂଆ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସୁଛି । ବିଜେଡିର ବରିଷ୍ଠ ନେତାମାନେ ଏନେଇ ବଡ ବଡ ବୟାନ ରଖିଥିବା ବେଳେ ଆଜି ଓ୍ବାକଫ୍ ବିଲ ସପକ୍ଷରେ ସସ୍ମିତଙ୍କ ଭୋଟକୁ ନେଇ ବିସ୍ଫୋରକ ବୟାନ ରଖିଛନ୍ତି ବିଜୁ…