Latest Odisha News

BREAKING NEWS

Browsing Category

ରାଜନୀତି

ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ କ’ଣ?

ଭୁବନେଶ୍ବର: ବିଧାନସଭାରେ ପାରିତ ହୋଇଛି ବିଶ୍ବ ବିଦ୍ୟାଳୟ ସଂଶୋଧନ ବିଲ୍ । ସାରା ରାତି ବିଲ ଉପରେ ଚର୍ଚ୍ଚା ହୋଇଥିଲା । ୧୨ ଘଣ୍ଟାରୁ ଅଧିକ ସମୟର ଆଲୋଚନା ପରେ ଭୋର୍ ସାଢେ ୪ଟା ବେଳକୁ ଏହା ବାଚନିକ ଭୋଟରେ ପାରିତ ହୋଇଛି । ବିରୋଧୀ ଦଳ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ ।…

‘ମେ ଝୁକୁଁଗା ନେହି’: ବିଜେପିର ଓ୍ବାକଫ୍ ଜମି ଆରୋପ ଉପରେ ଭଡକିଲେ ଖଡଗେ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଓ୍ବାକଫ୍ ଜମି ନେଇ ବିଜେପିର ଲଗାଇଥିବା ଆରୋପ ଉପରେ ଭଡକିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ସାଂସଦ ଅନୁରାଗ ଠାକୁରଙ୍କ, କଂଗ୍ରେସ ୱାକଫ ଜମି ଦଖଲ କରିଥିବା ଅଭିଯୋଗକୁ ଖଣ୍ଡନ କରି, ସେ କେବେ ବି ଏଭଳି ଆରୋପରେ ପଛଘୁୟ୍ଚା ଦେବେ ନାହିଁ ବୋଲି…

ୱାକଫ ବିଲକୁ ନୀତିଶଙ୍କ ସମର୍ଥନ, ଇସ୍ତଫା ଦେଲେ ଜେଡିୟୁ ନେତା

ପାଟନା: ବିହାର ରାଜନୀତିରେ ନୀତିଶ କୁମାରଙ୍କ ଦଳ ଜେଡିୟୁକୁ ପୁଣି ଏକ ବଡ ଝଟକା ଲାଗିଛି। ଦଳର ବରିଷ୍ଠ ମୁସଲିମ ନେତା କାସିମ ଅନସାରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାରେ ନୀତିଶ କୁମାରଙ୍କୁ ଲେଖିଛନ୍ତି ଯେ କୋଟି କୋଟି ମୁସଲମାନ ଆପଣଙ୍କୁ ଧର୍ମନିରପେକ୍ଷ ଚିନ୍ତାଧାରାର…

ୱାକଫ୍ ସଂଶୋଧନ ବିଲକୁ ରାଜ୍ୟସଭାରେ ବିରୋଧ କରିବ ବିଜେଡି

ଭୁବନେଶ୍ୱର: କେନ୍ଦ୍ର ସରକାର ଲୋକସଭାରେ ଉପସ୍ଥାପନ କରିଛନ୍ତି ଓ୍ବାକଫ୍ ସଂଶୋଧନ ବିଲ୍ । ବିରୋଧୀ ଓ ବିଭିନ୍ନ ମୁସଲିନ ସଂଗଠନ ବିଲକୁ ଜୋରଦାର ବିରୋଧ କରୁଛନ୍ତି । ଏହାରି ମଧ୍ୟରେ ରାଜ୍ୟସଭାରେ ଏହି ବିଲକୁ ବିଜେଡି ବିରୋଧ କରିବ ବୋଲି ଜଣାପଡିଛି। ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି…

ବିରୋଧୀଙ୍କ ବିରୋଧ ଭିତରେ ସଂସଦରେ ଆଗତ ହେଲା ଓ୍ବାକଫ୍ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହେଲା ସଂଶୋଧିତ ୱାକଫ୍ ବିଲ୍ । ବିରୋଧୀଙ୍କ ତୀବ୍ର ବିରୋଧ ଭିତରେ ବାଚସ୍ପତି ଓମ ବିର୍ଲାଙ୍କ ଅନୁମତି କ୍ରମେ ବୁଧବାର ସଂସଦରେ ସଂଶୋଧିତ ୱାକଫ୍ ବିଲ୍ ଆଗତ କରିଛନ୍ତି ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ବର୍ତ୍ତମାନ ବିଲ୍ ଉପସ୍ଥାପନ ପରେ…

ସୁଜାତା କାର୍ତ୍ତିକେୟନ ନେଲେ ଅବସର, ଆଗାମୀ ପଦକ୍ଷେପ କଣ ହେବ?

ଭୁବନେଶ୍ୱର: ଆଇଏଏସ୍ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସ୍ୱେଚ୍ଛାକୃତ ଅବସର (ଭିଆରଏସ୍) ପରେ ତାଙ୍କର ଆଗାମୀ ପଦକ୍ଷେପ ଉପରେ ସାରା ଓଡ଼ିଶାର ନଜର ରହିଛି । ଯେହେତୁ ତାଙ୍କ ସ୍ୱାମୀ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଆଇଏଏସ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିଲେ । ତେଣୁ ସମାନ…

ଏପ୍ରିଲ ଶେଷ ବେଳକୁ ବିଜେପି ଘୋଷଣା କରିପାରେ ନୂଆ ସଭାପତିଙ୍କ ନାମ

ନୂଆଦିଲ୍ଲୀ: ଏପ୍ରିଲ ୪ରେ ସଂସଦର ବଜେଟ ଅଧିବେଶନ ଶେଷ ହେବାକୁ ଯାଉଛି। ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ସମେତ ୧୮ରୁ ଅଧିକାଂଶ ରାଜ୍ୟର ବିଜେପି ସଭାପତିଙ୍କ ନାମ ଘୋଷଣା କରାହେବ ବୋଲି ଆକଳନ କରାଯାଉଛି। ତେବେ ଏହାପରେ ଦଳର ପରବର୍ତ୍ତୀ…

ସ୍ୱର୍ଗତ ରାମବିଳାସ ପାସୱାନଙ୍କ ସମ୍ପତ୍ତିକୁ ନେଇ ବିବାଦ… 

ଖଗାରିଆ: ସ୍ୱର୍ଗତ ରାମବିଳାସ ପାସୱାନଙ୍କ ପରିବାରରେ ବର୍ତ୍ତମାନ ସମ୍ପତ୍ତିକୁ ନେଇ ବିବାଦ ଜୋର ଧରିଛି। ତେବେ ଏହି ବିବାଦ ଏତେ ଗମ୍ଭୀର ହୋଇଗଲାଣି ଯେ ଏହାର ସମାଧାନ ପାଇଁ ପରିବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପାସୱାନଙ୍କ ପ୍ରଥମ ପତ୍ନୀ ରାଜକୁମାରୀ ଦେବୀ, ପଶୁପତି କୁମାର ପାରସ ଓ ତାଙ୍କ…

ସେପ୍ଟେମ୍ବରରେ ଅବସର ନେବେ ପ୍ରଧାନମନ୍ତ୍ରୀ ମୋଦି: ସଞ୍ଜୟ ରାଉତ 

ମୁମ୍ବାଇ: ଅବସର ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି। ଶିବ ସେନା (ୟୁବିଟି) ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବସର ବିଷୟରେ ଭବିଷ୍ଯବାଣୀ କରିଛନ୍ତି। ନାଗପୁରର ଆରଏସଏସ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ମଧ୍ୟରେ ହୋଇଥିବା ବୈଠକ…

ଦଙ୍ଗା କରେ ଗୋଟିଏ ରାଜନୈତିକ ଦଳ !

ନୂଆଦିଲ୍ଲୀ : ଇଦ୍ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ନେଇ ବିବାଦ । ରାଜ୍ୟରେ କେହି ଅଶାନ୍ତି ସୃଷ୍ଟି କରିପାରିବେନି । ମମତା ସରକାର ରାଜ୍ୟବାସୀଙ୍କ ସହ ଦୃଢତାର ସହ ଠିଆ ହୋଇଛି । ଲୋକଙ୍କୁ ଏକାଠି ରହିବାକୁ ଆହ୍ବାନ ଦେବା ସହ ଦଙ୍ଗା ଭିଆଇବାକୁ କାହା…