Latest Odisha News

BREAKING NEWS

Browsing Category

ରାଜନୀତି

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟିକଙ୍କ କାର୍ଯ୍ୟକ୍ରମ ବାତିଲ; ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲା ବିଜେଡି…

ଭୁବନେଶ୍ୱର: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟିକଙ୍କ କାର୍ଯ୍ୟକ୍ରମ ବାତିଲ ଘଟଣାରେ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲା ବିଜେଡି। ସୂଚନା ଅନୁଯାୟୀ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଚେୟାର ତରଫରୁ ସନ୍ଥକବି ଭୀମ ଭୋଇଙ୍କ ଉପରେ…

Republic Day 2026: ଗଣତନ୍ତ୍ର ଦିବସରେ କିଏ, କେଉଁଠି କରିବେ ପତାକା ଉତ୍ତୋଳନ…

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ରାଜ୍ୟପାଳ ହରି ବାବୁ କମ୍ଭମପାଟି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବରେ ଅଭିବାଦନ ଗ୍ରହଣ କରିବା ନେଇ ସୋମବାର ସୂଚନା ଦିଆଯାଇଛି। ଗୃହ ବିଭାଗ ଦ୍ୱାରା ଜାରି…

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ନୀତିନ ନବୀନ

ନୂଆଦିଲ୍ଲୀ: ନୀତିନ ନବୀନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ସେ ଏକମାତ୍ର ପ୍ରାର୍ଥୀ ଥିବା ନେଇ ରିଟର୍ଣ୍ଣିଂ ଅଧିକାରୀ କେ. ଲକ୍ଷ୍ମଣ କହିଛନ୍ତି। ଏହି ପଦ ପାଇଁ ତାଙ୍କ ସପକ୍ଷରେ ୩୭ ସେଟ୍ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା ଓ ତାଙ୍କ ପ୍ରାର୍ଥୀତ୍ୱର…

ଭାରତର ଡାଲି ଟାରିଫକୁ ସହି ପାରୁନି ଆମେରିକା…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଆଲୋଚନା ଡାଲି ପାଇଁ ବାଧାପ୍ରାପ୍ତ ହୋଇପାରେ। ତେବେ ଦୁଇ ଜଣ ଆମେରିକୀୟ ସାଂସଦ ଡାଲି ଉପରେ ୩୦ ପ୍ରତିଶତ ଆମଦାନୀ ଶୁଳ୍କ ପ୍ରତ୍ୟାହାର ପାଇଁ ଚାପ ପକାଇବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।…

ପତ୍ନୀଙ୍କୁ ଛାଡପତ୍ର ଦେବେ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସ୍ୱର୍ଗତ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଖୁବ୍ ଶୀଘ୍ର ତାଙ୍କ ପତ୍ନୀ ଅପର୍ଣ୍ଣା ଯାଦବଙ୍କୁ ଛାଡପତ୍ର ଦେବେ। ଏନେଇ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଅପର୍ଣ୍ଣା ଯାଦବଙ୍କ ବୟସ ବର୍ତ୍ତମାନ ୩୬ ବର୍ଷ ଥିବା ନେଇ…

ଭାରତର AI ପାଇଁ କାହିଁକି ଖର୍ଚ୍ଚ ହେଉଛି ଆମେରିକୀୟ ଡଲାର; ଚିହିଁକିଲେ ଟ୍ରମ୍ପଙ୍କ ପରାମର୍ଶଦାତା

ନୂଆଦିଲ୍ଲୀ: ପୂର୍ବତନ ହ୍ୱାଇଟ୍ ହାଉସ୍ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଭାରତକୁ ନେଇ ଏକ କଠୋର ବିବୃତ୍ତି ଜାରି କରିଛନ୍ତି। ଭାରତରେ କୃତ୍ରିମ ବୁଦ୍ଧିମତ୍ତା (AI) ସେବାର ବର୍ଦ୍ଧିତ ବ୍ୟବହାର ଏବଂ ଏଥିରେ ଖର୍ଚ୍ଚ ହେଉଥିବା ଆମେରିକୀୟ ଡଲାରକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ଓ ଏହା…

ଗ୍ରୀନଲ୍ୟାଣ୍ଡ ବିବାଦ: ୮ ୟୁରୋପୀୟ ଦେଶ ଉପରେ ୧୦% ଟାରିଫ ଘୋଷଣା…

ପ୍ୟାରିସ: ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରୀନଲ୍ୟାଣ୍ଡକୁ ଅକ୍ତିଆର ଧମକକୁ ନେଇ ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ୟୁରୋପୀୟ ସଂସଦ ଏକ ବଡ଼ ପଦକ୍ଷେପ ନେଇ ଆମେରିକା ସହିତ ଏକ ଐତିହାସିକ ବାଣିଜ୍ୟ ଚୁକ୍ତିକୁ ଅବରୋଧ କରିଛି। ଏହି ପଦକ୍ଷେପ ଗତବର୍ଷ ରାଷ୍ଟ୍ରପତି…

ପ୍ରୋଫେସନାଲ୍ ପଲିଟିକ୍ସ କରେ ବିଜେପି: ନବୀନ-ଅଖିଳେଶଙ୍କ ଆଲୋଚନା ନେଇ ଜୋର୍‌ ଧରିଲା ରାଜନୀତି ଚର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ହଟଚମଟ ଚାଲିଥିବା ବେଳେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଓଡ଼ିଶା ଗସ୍ତ କରିଛନ୍ତି। ଏହାସହ ଅଖିଳେଶ ଯାଦବ ଗତ ତିନି ମାସରେ ଦ୍ୱିତୀୟ ଥର ଓଡ଼ିଶା ଗସ୍ତ କରିଛନ୍ତି। ଗତକାଲି ଭୁବନେଶ୍ୱରସ୍ଥିତ ଅନୁଷ୍ଠିତ ଏକ

Arvind Mohapatra ‘s Reaction: ଦଳରୁ ବିଦା ହେବା ପରେ ବର୍ଷିଲେ ଅରବିନ୍ଦ; କହିଲେ, ‘ କିଛି ଭୁଲ୍…

ଭୁବନେଶ୍ୱର: ସମସ୍ତଙ୍କୁ ଚମକାଇ ବିଜେଡି ଗୁରୁବାର ବଡ ନିଷ୍ପତ୍ତି ଗ୍ରହଣ କରିଥିଲା। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ବିଧାୟକଙ୍କ ଠାରୁ ଆରମ୍ଭ କରି ବିଧାନସଭା କ୍ଷେତ୍ରରେ ମିଶ୍ର ରାଜନୈତିକ…

ବିଜେପି ଜାତୀୟ ସଭାପତି ପାଇଁ ନିର୍ବାଚନ ତାରିଖ ଘୋଷଣା…

ନୂଆଦିଲ୍ଲୀ: ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଦଳ ଏହାର ଜାତୀୟ ସଭାପତି ପଦ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛି। ଜାନୁଆରୀ ୧୯ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବା ବେଳେ ଜାନୁଆରୀ ୨୦ ତାରିଖରେ ନୂଆ ରାଷ୍ଟ୍ରପତିଙ୍କ ନାମ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ। ବିଜେପି…