Latest Odisha News

BREAKING NEWS

Browsing Category

ରାଜନୀତି

କେଜ୍ରିଓ୍ବାଲଙ୍କ ଆଗରେ ଡବଲ୍ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ରୋଚକ ମୁକାବିଲା । ଆମ୍ ଆଦମୀ ପାର୍ଟି ଆଗରେ ଡବଲ୍ ଚ୍ୟାଲେଞ୍ଜ । ଦିଲ୍ଲୀ ନିର୍ବାଚନରେ ମୁଖ୍ୟ ଲଢେଇ ବିଜେପି ଓ ଆପ୍ ମଧ୍ୟରେ ହେବ ବୋଲି କୁହାଯାଉଥିଲା । ହେଲେ କଂଗ୍ରେସ ସକ୍ରିୟ ହେବା ପରେ ଏବେ ତ୍ରିକୋଣୀୟ ମୁକାବିଲା ହେବ। ବିଜେପି ଅପେକ୍ଷା ଆପ୍ ବିରୋଧରେ…

ସମାଧି ସ୍ଥଳ ବିବାଦକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ପି.ଭି ନରସିଂହ ରାଓଙ୍କ ଭାଇ

ନୂଆଦିଲ୍ଲୀ: ସ୍ବର୍ଗତ ଡକ୍ଟର ମନମୋହନ ସିଂହଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମାଧି ସ୍ଥଳ ନିର୍ମାଣ ବିବାଦକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ଭାଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନରସିଂହ ରାଓଙ୍କ ଭାଇ ମନୋହର ରାଓ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ କଂଗ୍ରେସ ୨୦…

କଂଗ୍ରେସ ବଢାଇଲାଣି ଆପର ଟେନସନ୍

ନୂଆଦିଲ୍ଲୀ: ଦିଲ୍ଲୀ ରାଜନୀତିରେ କଂଗ୍ରେସ ଟୁଇଷ୍ଟ। ନିର୍ବାଚନରେ ଏଥର କେବଳ ବିଜେପି ନୁହେଁ କଂଗ୍ରେସକୁ ବି ସାମନା କରିବ ଆପ୍ । ଦିନ କେଇଟା ପୂର୍ବରୁ ଦିଲ୍ଲୀ ରାଜନୀତିରେ କଂଗ୍ରେସର ସେଭଳି ଗୁରୁତ୍ବ ନଥିଲା । ଅରବିନ୍ଦ କେଜ୍ରିଓ୍ବାଲ ବି ବିଜେପିକୁ ହିଁ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବି…

ମନମୋହନ ସିଂହଙ୍କ ସ୍ମାରକୀକୁ ନେଇ କାହିଁକି କଂଗ୍ରେସ ଉପରେ ବର୍ଷିଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଡିସେମ୍ବର ୨୬ ତାରିଖରେ ୯୨ ବର୍ଷ ବୟସରେ ଇହଲୀଳା ତ୍ଯାଗ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ଯରେ କେନ୍ଦ୍ରର ମୋଦୀ ସରକାର ଦିଲ୍ଲୀରେ ଏକ ସ୍ମାରକୀ ନିର୍ମାଣ କରିବାକୁ ଘୋଷଣା କରିଥିଲେ। କଂଗ୍ରେସର…

ମିଳିଲା କେନ୍ଦ୍ର ଅନୁମତି: ବନିବ ମନମୋହନଙ୍କ ସ୍ମାରକୀ..ହେଲେ ଅଡିଛି କଂଗ୍ରେସ

ନୂଆଦିଲ୍ଲୀ: ଅନ୍ତିମ ବିଦାୟ ନେଉଛନ୍ତି ଅର୍ଥନୀତି ଚାଣକ୍ୟ ତଥା ଦେଶଷର ୧୩ ତମ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ନିଗମ ବୋଧ ଘାଟିରେ ମନମୋହନଙ୍କ ପାର୍ଥିବ ଶରୀରକୁ ଭାବପୂର୍ଣ୍ଣ ବିଦାୟ ଦେଉଛନ୍ତି ପରିବାର ଲୋକେ ଏବଂ ବହୁ ମାନ୍ୟଗଣ ବ୍ୟକ୍ତି । ଆଉ କିଛି ସମୟ ମଧ୍ୟରେ ପଞ୍ଚଭୂତରେ ଲୀନ ହେବ…

ଜାନୁଆରୀରୁ କଂଗ୍ରେସର ପଦଯାତ୍ରା: ବିଜେପି ବିରୋଧରେ ଭରିବ ରଣହୁଙ୍କାର

ନୂଆଦିଲ୍ଲୀ: ଜାନୁଆରୀ ୨୬ରୁ ପଦଯାତ୍ରା କରିବ କଂଗ୍ରେସ । ଆମ୍ବେଦକରଙ୍କ ବିଚାରଧାରାକୁ ନେଇ କଂଗ୍ରେସ କରିବ ସମ୍ବିଧାନ ବଞ୍ଚାଅ ଯାତ୍ରା । କଂଗ୍ରେସ ଜାନୁଆରୀ ୨୬ରୁ ସମ୍ବିଧାନ ବଞ୍ଚାଅ ପଦଯାତ୍ରା କରିବ ବୋଲି ସିଡବ୍ଲୁସିର ବୈଠକ ପରେ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ବିଜେପି…

କଂଗ୍ରେସକୁ ବିଦା କରିବ ଆପ୍: ଇଣ୍ଡି ମେଣ୍ଟ ସହ ହେବ ବଡ ଆଲୋଚନା…

ନୂଆଦିଲ୍ଲୀ: ମୁଣ୍ଡ ଉପରେ ଦିଲ୍ଲୀ ନିର୍ବାଚନ ଥିବା ବେଳେ ଏବେ ଦିଲ୍ଲୀ ରାଜନୀତିରେ ବିଭିନ୍ନ ଦୃଶ୍ୟପଟ୍ଟ ଦେଖିବାକୁ ମିଳିଛି । ଯେଉଁଠି ଆପ୍ ପାଇଁ ବିଜେପି ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ସବୁଠି ଚର୍ଚ୍ଚା ହେଉଥିଲା ସେଠି ଏବେ ମୁହାଁ ମୁହିଁ ହୋଇଛନ୍ତି ଆପ୍-କଂଗ୍ରେସ । ଇଣ୍ଡି ମେଣ୍ଟ ଏକାଠି…

“ଭରସା ଅଛି, ଇତିହାସ ମୋ ସହିତ ନ୍ୟାୟ କରିବ”, କାହିଁକି ଏପରି କହିଥିଲେ ମନମୋହନ ସିଂହ ?

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଛି। ତାଙ୍କ ଦେହାନ୍ତରେ ଦେଶ ସାରା ଶୋକର ଲହରୀ ଖେଳିଯାଇଛି। ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ତାଙ୍କ…

ଆଜି ବିଜେଡି ପ୍ରତିଷ୍ଠା ଦିବସ : ୨୭ ବର୍ଷ ତଳେ କ’ଣ ଥିଲା ନବୀନଙ୍କ ପ୍ଲାନ ?

ଭୁବନେଶ୍ବର: ଆଜି ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ (ବିଜେଡି)। ରାଜ୍ୟରେ କଂଗ୍ରେସ ଶାସନ ମଙ୍ଗ ଧରିଥିବା ବେଳେ ଉଭା ହୋଇଥିଲା ଏହି ଆଞ୍ଚଳିକ ଦଳ। ଏବଂ ଏହି ଦଳର ଦାୟିତ୍ବ ନେଇଥିଲେ ବର୍ତ୍ତମାନର ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ ଥର ମୁଖ୍ୟମନ୍ତ୍ରୀ ପଦ…

ବିଜେଡି ପ୍ରତିଷ୍ଠା ଦିବସରେ ହାତାହାତି, ମୁଖପାତ୍ର ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା

ଭୁବନେଶ୍ବର: ବିଜେଡି ଯୁବନେତ୍ରୀ ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା। ଚାପୁଡା ମାରିଲେ ଆଉ ଜଣେ ମହିଳା ନେତ୍ରୀ। ବିଜେଡ଼ିର ପ୍ରତିଷ୍ଠା ଦିବସରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ସତ୍ତା ହରାଇଥିବା ବିଜେଡି କିପରି ପୁଣି ଥରେ ପୁନର୍ଗଠିତ ହେବ ତାକୁ ନେଇ ବିଜେଡି ସୁପ୍ରିମୋ ଆଜି ବାର୍ତ୍ତା…