Latest Odisha News

BREAKING NEWS

Browsing Category

ରାଜନୀତି

ପୁଷ୍ପା-ଟୁ ରିଲ୍ ଏବେ ରିୟଲ !

ନୂଆଦିଲ୍ଲୀ: ଜଣେ ମୁଖ୍ୟମନ୍ତ୍ରୀ, ଜଣେ ଅଭିନେତା ଓ ଅଘଟଣ । ବ୍ଲକବଷ୍ଟର ପୁଷ୍ପା-୨ ଫିଲ୍ମର ରିଲ୍ କାହାଣୀ ଏବେ ରିୟଲରେ ଦେଖିବାକୁ ମିଳୁଛି। ଫିଲ୍ମରେ ଛୋଟ ଅପମାନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେବାକୁ ଶପଥ ନିଅନ୍ତି ପୁଷ୍ପା, ଆଉ ସଫଳ ବି ହୁଅନ୍ତି । ଦର୍ଶକ ପୁଷ୍ପା-୨ରେ…

କାହିଁକି ୬ମାସ ପରେ ଇସିରେ ଫେରାଦ ହେଲା ବିଜେଡି? ରଖିଲା ଉତ୍ତର…

ଭୁବନେଶ୍ବର: ବିଜେଡି ଆଣିଲା ଭୋଟିଂରେ ଜାଲିଆତି ଅଭିଯୋଗ । ୨୪ରେ କ୍ଷମତାଚ୍ୟୁତ ହେବା ପରେ ନିର୍ବାଚନ ଫଳାଫଳ ବାହାରିବାର ୬ ମାସ ପରେ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି ବିଜେଡି । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ଦଳ । ଏହାକୁ ନେଇ ବିଜେପି…

ଆପ୍‌କୁ ଶକ୍ତ ଝଟକା: ଝାଡ଼ୁ ଛାଡି ହାତ ଧରିଲେ ଦୁଇ ପୂର୍ବତନ ବିଧାୟକ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ବଡ଼ ଝଟକା। ଦୁଇ ପୂର୍ବତନ ବିଧାୟକ ଝାଡୁ ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ପୂର୍ବତନ ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ଅସୀମ ଅହମ୍ମଦ ଖାନ ଏବଂ ଦେବେନ୍ଦ୍ର ସହରାୱତ ସୋମବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଆଗାମୀ ବିଧାନସଭା…

୨୦୨୪ ନିର୍ବାଚନରେ ଅନିୟମିତତା ଅଭିଯୋଗ; ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବଡ଼ ଅନିୟମିତତା ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ଭୋଟ ଦାନ ସଂଖ୍ୟା ନେଇ ଦୁଇ ପ୍ରକାରର ତଥ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ସୋମବାର ବିଜେଡି ସଂସଦୀୟ ଟିମ୍‌ ନିର୍ବାଚନ କମିଶନରଙ୍କୁ ଭେଟି ଅଭିଯୋଗ କରିଛନ୍ତି । ବିଜେଡି ଅଭିଯୋଗ ଆଣିଛି ଯେ,…

ମରୁଭୂମିର ଗୋଲାପରୁ ନର୍କର ଫାଷ୍ଟ ଲେଡି…ଅସମା ଅଲ୍ ଅସଦ କିଏ?

ନୂଆଦିଲ୍ଲୀ: ସିରିଆ ଗୃହଯୁଦ୍ଧ ପରେ ବହିଷ୍କୃତ ରାଷ୍ଟ୍ରପତି ବଶର ଅଲ୍ ଅସଦଙ୍କୁ ତଲାକ ଦେବାକୁ ଯାଉଛନ୍ତି ପତ୍ନୀ ଅସମା ଅଲ୍ ଅସଦ । ଋଷ ଅଦାଲତରେ ସେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ସିରିଆର ପ୍ରିନ୍ସେସ୍ ଡାଏନା, ମରୁଭୂମିର ଗୋଲାପ ପୁଣି ନର୍କର ଫାଷ୍ଟ ଲେଡି କୁହାଯାଉଥିବା ଅସମା କିଏ?…

ନୀତିଶ ନିରବ… ପୁଣି ମାରିବେ କି ପଲଟି?

ନୂଆଦିଲ୍ଲୀ: ପୁଣି ପଲଟି ମାରିବେ କି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର? ସାଧାରଣ ନିର୍ବାଚନ ପୂର୍ବରୁ ହିଁ ଏନଡିଏକୁ ଫେରିଥିଲେ ନୀତିଶ । ପୁଣି ଏନଡିଏକୁ ଝଟକା ଦେବେ କି ନୀତିଶ ? ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ସହ ବିହାର ନେଇ ଅମିତ ଶାହାଙ୍କ ବୟାନର…

ନବୀନ ପଟ୍ଟନାୟକଙ୍କ ଉପରେ ଲିଖିତ ସାମ୍ବାଦିକ ରୁବେନଙ୍କ ବହିକୁ ନିନ୍ଦା କଲା ବିଜେଡି!

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଦ୍ୱାରା ଲିଖିତ ବହି 'ନବୀନ ପଟ୍ଟନାୟକ' ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ । ବହି ଉନ୍ମୋଚନ ହେବାର ଦୁଇ ଦିନ ପରେ ଅରୁଣ ସାହୁ ବହିଟିକୁ ସମାଲୋଚନା କରି କହିଛନ୍ତି, ଯେଉଁ ସବୁ…

ସିରିଆ ରାଷ୍ଟ୍ରପତିଙ୍କଠୁ ଅଲଗା ହେବେ ପତ୍ନୀ, ଛାଡପତ୍ର ପାଇଁ କଲେ ଆବେଦନ

ନୂଆଦିଲ୍ଲୀ: ସିରିଆରେ ଜାରି ଗୃହଯୁଦ୍ଧ ମଧ୍ଯରେ ରାଷ୍ଟ୍ରପତି ବଶର ଅଲ-ଅସଦ ନିଜ ଦେଶ ଛାଡି ଋଷକୁ ପଳାଇଛନ୍ତି। ଆଉ ଏବେ ଅସଦଙ୍କ ବ୍ରିଟିଶ ପତ୍ନୀ ଅସ୍ମା ଅଲ-ଅସଦ ଋଷର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିବା ଜଣାପଡିଛି। ତୁର୍କୀ ଏବଂ ଆରବ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଅସ୍ମା…

ବ୍ୟବସ୍ଥିତ ଷଡଯନ୍ତ୍ର: ନିର୍ବାଚନ ନିୟମ ସଂଶୋଧନକୁ ନେଇ ବର୍ଷିଲେ ଖଡଗେ…

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ଆଜି କେନ୍ଦ୍ର ସରକାଙ୍କ ନିର୍ବାଚନ ସଂଶୋଧନ ନିୟମକୁ ନେଇ ଜୋରଦାର୍ ବର୍ଷିଛନ୍ତି । କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଏହା ରୀତିମତ ଚାଲିଥିବା ଏକ ଷଡଯନ୍ତ୍ର ବୋଲି କହିଛନ୍ତି । କେନ୍ଦ୍ର ସରକାର ନିର୍ବାଚନ ନିୟମ…

ରୁବେନଙ୍କ କଲମରୁ ନବୀନଙ୍କ ଜୀବନୀ: ସମୀର କହିଲେ, ଦ୍ବିମତ ନାହିଁ…

ଭୁବନେଶ୍ବର: ୨୦୨୪ରେ ୨୪ ବର୍ଷ ସରକାରର ପତନ ପରେ ଏହାରି ଉପରେ ଆଧାରିତ ଏକ ପୁସ୍ତକ ଲେଖିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଆଉଟଲୁକ୍ ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ରୁବେନ ବାନାର୍ଜୀ । ଯେଉଁଥିରେ ୨୪ ବର୍ଷ ସରକାରର ପତନ ଆଉ ଏଥିରେ ଆଇଏଏସ୍ ଭିକେ ପାଣ୍ଡିଆନଙ୍କ ଭୂମିକା ବିଷୟରେ ଆଳୋଭପାତ…