Latest Odisha News

BREAKING NEWS

Browsing Category

ରାଜନୀତି

ବିରୋଧୀଙ୍କ ବିରୋଧ ଭିତରେ ସଂସଦରେ ଆଗତ ହେଲା ଓ୍ବାକଫ୍ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହେଲା ସଂଶୋଧିତ ୱାକଫ୍ ବିଲ୍ । ବିରୋଧୀଙ୍କ ତୀବ୍ର ବିରୋଧ ଭିତରେ ବାଚସ୍ପତି ଓମ ବିର୍ଲାଙ୍କ ଅନୁମତି କ୍ରମେ ବୁଧବାର ସଂସଦରେ ସଂଶୋଧିତ ୱାକଫ୍ ବିଲ୍ ଆଗତ କରିଛନ୍ତି ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ବର୍ତ୍ତମାନ ବିଲ୍ ଉପସ୍ଥାପନ ପରେ…

ସୁଜାତା କାର୍ତ୍ତିକେୟନ ନେଲେ ଅବସର, ଆଗାମୀ ପଦକ୍ଷେପ କଣ ହେବ?

ଭୁବନେଶ୍ୱର: ଆଇଏଏସ୍ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସ୍ୱେଚ୍ଛାକୃତ ଅବସର (ଭିଆରଏସ୍) ପରେ ତାଙ୍କର ଆଗାମୀ ପଦକ୍ଷେପ ଉପରେ ସାରା ଓଡ଼ିଶାର ନଜର ରହିଛି । ଯେହେତୁ ତାଙ୍କ ସ୍ୱାମୀ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଆଇଏଏସ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିଲେ । ତେଣୁ ସମାନ…

ଏପ୍ରିଲ ଶେଷ ବେଳକୁ ବିଜେପି ଘୋଷଣା କରିପାରେ ନୂଆ ସଭାପତିଙ୍କ ନାମ

ନୂଆଦିଲ୍ଲୀ: ଏପ୍ରିଲ ୪ରେ ସଂସଦର ବଜେଟ ଅଧିବେଶନ ଶେଷ ହେବାକୁ ଯାଉଛି। ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ସମେତ ୧୮ରୁ ଅଧିକାଂଶ ରାଜ୍ୟର ବିଜେପି ସଭାପତିଙ୍କ ନାମ ଘୋଷଣା କରାହେବ ବୋଲି ଆକଳନ କରାଯାଉଛି। ତେବେ ଏହାପରେ ଦଳର ପରବର୍ତ୍ତୀ…

ସ୍ୱର୍ଗତ ରାମବିଳାସ ପାସୱାନଙ୍କ ସମ୍ପତ୍ତିକୁ ନେଇ ବିବାଦ… 

ଖଗାରିଆ: ସ୍ୱର୍ଗତ ରାମବିଳାସ ପାସୱାନଙ୍କ ପରିବାରରେ ବର୍ତ୍ତମାନ ସମ୍ପତ୍ତିକୁ ନେଇ ବିବାଦ ଜୋର ଧରିଛି। ତେବେ ଏହି ବିବାଦ ଏତେ ଗମ୍ଭୀର ହୋଇଗଲାଣି ଯେ ଏହାର ସମାଧାନ ପାଇଁ ପରିବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପାସୱାନଙ୍କ ପ୍ରଥମ ପତ୍ନୀ ରାଜକୁମାରୀ ଦେବୀ, ପଶୁପତି କୁମାର ପାରସ ଓ ତାଙ୍କ…

ସେପ୍ଟେମ୍ବରରେ ଅବସର ନେବେ ପ୍ରଧାନମନ୍ତ୍ରୀ ମୋଦି: ସଞ୍ଜୟ ରାଉତ 

ମୁମ୍ବାଇ: ଅବସର ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି। ଶିବ ସେନା (ୟୁବିଟି) ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବସର ବିଷୟରେ ଭବିଷ୍ଯବାଣୀ କରିଛନ୍ତି। ନାଗପୁରର ଆରଏସଏସ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ମଧ୍ୟରେ ହୋଇଥିବା ବୈଠକ…

ଦଙ୍ଗା କରେ ଗୋଟିଏ ରାଜନୈତିକ ଦଳ !

ନୂଆଦିଲ୍ଲୀ : ଇଦ୍ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ନେଇ ବିବାଦ । ରାଜ୍ୟରେ କେହି ଅଶାନ୍ତି ସୃଷ୍ଟି କରିପାରିବେନି । ମମତା ସରକାର ରାଜ୍ୟବାସୀଙ୍କ ସହ ଦୃଢତାର ସହ ଠିଆ ହୋଇଛି । ଲୋକଙ୍କୁ ଏକାଠି ରହିବାକୁ ଆହ୍ବାନ ଦେବା ସହ ଦଙ୍ଗା ଭିଆଇବାକୁ କାହା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଧି ତିୱାରୀ ନିଯୁକ୍ତ

ନୂଆଦିଲ୍ଲୀ: ଆଇଏଫଏସ ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ କରାଯାଇଛି। ଏନେଇ ଡିପାର୍ଟମେଣ୍ଟ ଅଫ୍ ପର୍ସନାଲ ଏଣ୍ଡ ଟ୍ରେନିଂ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେ ବାରଣାସୀର ବାସିନ୍ଦା ହୋଇଥିବା ବେଳେ  ୨୦୧୪ ବ୍ୟାଚର ବୈଦେଶିକ ସେବା ଅଧିକାରୀ…

କପିଳାସ ରୋଡ ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର: ଟାଙ୍ଗୀ ଠାରେ ୧୭୪ନଂ କପିଳାସ ରୋଡ ରେଳ ଓଭରବ୍ରିଜ୍ ନିର୍ମାଣ ସ୍ଥଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ଗତ ୨୦୧୦ ମସିହାରୁ ନିରନ୍ତର ଉଦ୍ୟମ ଯୋଗୁ କଟକ ଜିଲ୍ଲାର…

ଜାତୀୟ ଶିକ୍ଷା ନୀତିକୁ ନେଇ ବର୍ଷିଲେ ସୋନିଆ: କହିଲେ, ‘ସରକାର ଫଲୋ କରୁଛନ୍ତି ୩ସି ଏଜେଣ୍ଡା’

ନୂଆଦିଲ୍ଲୀ: ଭାରତର ଶିକ୍ଷା ନୀତିକୁ ନେଇ ଏବେ ମୋଦି ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ । କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତିକୁ ସମାଲୋଚନା କରିବା ସହ ଦେଶରେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି, ତାକୁ ନେଇ ଏକ ବଡ ଲିଷ୍ଟ ଦେଇଛନ୍ତି…

ଆଇନ ଶୃଙ୍ଖଳା ନେଇ ସରକାରଙ୍କୁ ବିଜେଡିର ତାତ୍ସଲ୍ୟ, ପୁରୁଣା ଦିନ ମନେପକାଇଦେଲା ବିଜେପି

ଭୁବନେଶ୍ବର: ପୁଣି ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ । ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ପୁଣି ଥରେ ଆରୋପପ୍ରତ୍ୟାରୋପ ସାମନାକୁ ଆସିଛି । ନୂଆ ସରକାର ଶାସନକୁ ଆସିବା ପରଠାରୁ ରାଜ୍ୟରେ ଆଇନ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ରହିଛି ବୋଲି…