ବ୍ରହ୍ମପୁର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ପୂର୍ବତନ ଏଏସଆଇ ଗୋପାଳ ଦାସଙ୍କ ଘରେ ପୁଣି ଥରେ ପହଞ୍ଚିଛି କ୍ରାଇମ୍ ବ୍ରାଞ୍ଚ। ବ୍ରହ୍ମପୁର ସହର ଉପକଣ୍ଠ ଜଳେଶ୍ୱରଖଣ୍ଡିସ୍ଥିତ ପୈତୃକ ଘରେ ମଙ୍ଗଳବାର ସନ୍ଧ୍ୟାରେ ପହଞ୍ଚିଛି କ୍ରାଇମ୍ ବ୍ରାଞ୍ଚର ଏକ ଟିମ୍। ତେବେ ସେମାନେ ଘଟଣାର କେଉଁ ଦିଗକୁ ନେଇ ତଦନ୍ତ କରୁଛନ୍ତି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ପୂର୍ବରୁ ମଧ୍ୟ କ୍ରାଇମ୍ ବ୍ରାଞ୍ଚର ଏକ ଟିମ୍ ବ୍ରହ୍ମପୁରରେ ୫ ଦିନ ରହି ତଦନ୍ତ କରିଥିଲା। ଗୋପାଳଙ୍କ ଭାଇ ସତ୍ୟ ନାରାୟଣ, ପତ୍ନୀ ଜୟନ୍ତୀ ଏବଂ ଅନ୍ୟମାନଙ୍କୁ ପଚରାଉଚରା ସହିତ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରିଥିଲା କ୍ରାଇମ୍ ବ୍ରାଞ୍ଚ।
BREAKING NEWS
- ପାକିସ୍ତାନରେ ଆତଙ୍କବାଦର ତାଣ୍ଡବ: ମାତ୍ର ୯ ମାସରେ ଟଳିଲେଣି ୧୦୦୦ରୁ ଅଧିକ ସୈନ୍ୟ
- ଦୁଇ ଝାରଖଣ୍ଡ ଡକାୟତଙ୍କୁ ଧରିଲା ଓଡ଼ିଶା ପୋଲିସ; ଗୁଳି ଓ ମାରଣାସ୍ତ୍ର ଜବତ
- ଧନୀ ହେଉଛନ୍ତି ଆହୁରି ଧନୀ: ଆମେରିକା ଓ ଋଷିଆ ସମେତ ଭାରତର ସମ୍ପତ୍ତିକୁ ନେଇ ବଡ଼ ଖୁଲାସା
- ବିଶ୍ୱ କ୍ରିକେଟରେ ଗିଲ୍ଙ୍କ ନୂଆ କୀର୍ତ୍ତିମାନ: ଦିନିକିଆ ଇତିହାସରେ ସବୁଠୁ କମ୍ ଇନିଂସରେ ୩୫୦୦ ରନ୍ ପୂରଣ କଲେ ‘ପ୍ରିନ୍ସ’
- ପାର୍ବଣ ପୂର୍ବରୁ ଲୋକଙ୍କ ଉପରେ ବୋଝ: ଅକ୍ଟୋବର ପହିଲାରୁ ଲାଗୁ ହେବ କ୍ଷୀରର ନୂଆ ଦର
- ବିମାନ ଦୁର୍ଘଟଣାକୁ ରୋକିଲେ ଭାରତୀୟ ପାଇଲଟ୍: ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ କ୍ୟାପଟେନ୍ ସ୍ମିତ୍ ମଚ୍ଛାର
- Serious allegations against SCB Medical:ମେଡିକାଲ ବିରୋଧରେ ସାଂଘାତିକ ଅଭିଯୋଗ;ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା !
- Mangaluru Blast at MRPL: ରିଫାଇନାରୀ ଅଘଟଣରେ ଜଣେ ମୃତ, ୯ ଆହତ
- Jail or Hotel ? ଜନ ଆସନ୍ତୋଷ ପରେ ବୁଲିଲା ବୁଲଡୋଜର
- ନିର୍ବାଚନରେ ପୁଣି ବ୍ୟାଲଟ୍ ପେପର ଫେରାଇ ଆଣିବାକୁ ଇଣ୍ଡିଆ ମେଣ୍ଟ ବୈଠକରେ ଖର୍ଗେଙ୍କ ଦାବି

Comments are closed.