ନୂଆଦିଲ୍ଲୀ-ରେଳ ଭଡା ବଢିବା ନେଇ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର । ଯାତ୍ରୀ ଭଡା ବୃଦ୍ଧି କରା ଯିବା ନେଇ ଏବେ କୌଣସି ନିଷ୍ପତ୍ତି ହୋଇନଥିଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରା ଯାଇଛି ।
କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଜାନୁଆରି ୬ ତାରିଖରୁ ରେଳ ଯାତ୍ରା ମହଙ୍ଗା ହେବ । କାରଣ ରେଳରେ ଯାତ୍ରା କଲେ ଅଧିକ ଭଡା ଦେବାକୁ ପଡିବ ବୋଲି କୁହା ଯାଇଥିଲା । କିନ୍ତୁ ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ସ୍ପଷ୍ଟ କରା ଯାଇଛି ।
BREAKING NEWS
- କାଦୁଅ ଭରା ରାସ୍ତାରେ ଆସିପାରିଲାନି ଆମ୍ବୁଲାନ୍ସ;୩.୫ କିମି ଖଟିଆରେ ବୁହାହେଲେ ଗର୍ଭବତୀ
- Krait: ଇଏ କି ସାପ? ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ…
- ଇପିଏଫ୍ଓ ପକ୍ଷରୁ ‘ବିଶ୍ଵାସ ଯୋଜନା ୨୦୨୬’ ଉପରେ ସଚେତନତା ଅଭିଯାନ
- CM’s UAE Visit: ‘ମୁଖ୍ୟମନ୍ତ୍ରୀଙ୍କ ଓଡିଶାକୁ ନିବେଶ ଦେଖାଣିଆ…’, ଆଦାନୀ ଚୁକ୍ତି ପାଇଁ ଦୁବାଇ ଯାତ୍ରାକୁ ନେଇ ସରକାରଙ୍କୁ ଓଜେସିର ପ୍ରଶ୍ନ…
- ଭାରତୀୟ ଚାଷୀଙ୍କୁ ରୁଷର ବଡ଼ ଉପହାର
- ରାଉରକେଲା ସର୍କିଟ୍ ହାଉସ୍ରେ ପର୍ଣ୍ଣ ଷ୍ଟାର୍, ତଦନ୍ତ ଆରମ୍ଭ
- ଚାଷ ଜମିରୁ ୬ ଫୁଟର କୁମ୍ଭୀର ଉଦ୍ଧାର
- ନନ୍ଦନକାନନକୁ ଆସିଲେ ୫୮ ନୂଆ ଅତିଥି
- ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- TV ‘Dustbin Medium’: ‘ଟିଭି ହେଉଛି ଡଷ୍ଟବିନ୍ ମିଡିୟମ୍’! ଟିଭି ଅଭିନେତାଙ୍କ ଷ୍ଟାଇଲ୍କୁ ନେଇ ଏମିତି କହିଦେଲେ ଅଭିନେତା…ପଡିଗଲା ଚହଳ…

Comments are closed.