Latest Odisha News

ପୁରୁଣା ଗାଡି ପାଇଁ ଦେବାକୁ ପଡିବ ଗ୍ରୀନ୍ ଟ୍ୟାକ୍‌ସ

ନୂଆଦିଲ୍ଲୀ: ଏଣିକି ପ୍ରଦୂଷଣ କରୁଥିବା ପୁରୁଣା ଗାଡି ଚଳାଇଲେ ଦେବାକୁ ପଡିବ ଗ୍ରୀନ୍ ଟ୍ୟାକ୍‌ସ । ଏ ସଂପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରି ଅନୁମୋଦନ କରିଛନ୍ତି । ଏହାକୁ ଲାଗୁ କରିବା ପୂର୍ବରୁ ରାଜ୍ୟଗୁଡିକ ସହିତ ଆଲୋଚନା କରାଯିବ ।…

ରାଷ୍ଟ୍ରପତି ଉନ୍ମୋଚନ କରିଥିବା ଚିତ୍ର କାହାର ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ନେତାଜୀ ସୁଭାଷ ବୋଷଙ୍କର ଏକ ଚିତ୍ର ଉନ୍ମୋଚନ କରିଥିଲେ । କିନ୍ତୁ ପ୍ରକୃତରେ ଏହି ଚିତ୍ର ନେତାଜୀଙ୍କ ନୁହେଁ, ବରଂ ଫିଲ୍ମରେ ନେତାଜୀଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ପ୍ରସନଜିତ ଚାଟାର୍ଜୀଙ୍କର ବୋଲିସୋସିଆଲ…

ଚାଷୀଙ୍କ ପାଇଁ ‘ନିର୍ଣ୍ଣାୟକ ଲଢେଇ’ କରିବାକୁ ବିଜେପିର ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ବିଜେପି ଚାଷୀଙ୍କ ସ୍ୱାର୍ଥ ପାଇଁ ଆରମ୍ଭ କରିଥିବା ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ ଯାଏ ନିଆଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ଏକ ପ୍ରେସମିଟରେ ସେ କହିଛନ୍ତି, ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨…

ବନ୍ଦ ହେବନି କୌଣସି ରେଡିଓ ଷ୍ଟେସନ, ସ୍ପଷ୍ଟୀକରଣ ଦେଲା ପ୍ରସାର ଭାରତୀ

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ରେଡିଓର କେତେକ ଷ୍ଟେସନ ବନ୍ଦ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ଦୃଢ ଭାବେ ଖଣ୍ଡନ କରିଛି ପ୍ରସାର ଭାରତୀ । ସେଗୁଡିକ ଫେକ ନ୍ୟୁଜ, ତଥ୍ୟବିହୀନ ଓ ଭିତ୍ତିହୀନ ବୋଲି ପ୍ରସାର ଭାରତୀ କହିଛି । ପ୍ରସାର ଭାରତୀ ଆହୁରି କହିଛି ଯେ, ଆକାଶବାଣୀର…

୧୦୦ କୋଟି ଡଲା‌ରରେ ବିକ୍ରି ହୋଇଗଲା ନିଟ୍ ଓ ଜେଇଇ କୋଚିଂ ସେଣ୍ଟର ଆକାଶ ଇନଷ୍ଟିଚ୍ୟୁଟ୍‌!

ବେଙ୍ଗଳୁରୁ: NEET ମେଡିକାଲ ଓ JEE ଣ୍ଟ୍ରାନ୍‌ସରେ ବେଶ୍ ନାଁ କରିଥିବା କୋଚିଂ ସେଣ୍ଟର ଆକାଶ ଇନ୍‌ଷ୍ଟିଚ୍ୟୁଟ ବିକ୍ରି ହୋଇ ଯାଇଛି । ଅନଲାଇନ୍ ପାଠପଢାର ଷ୍ଟାର୍ଟ ଅପ୍ ବାଇଜୁସ୍ ଏହି କୋଚିଂ ସେଣ୍ଟରକୁ ୧ ବିଲିୟନ ଡଲାର ଅର୍ଥାତ ୧୦୦ କୋଟି ଡଲାରରେ କିଣିଛି । ଶିକ୍ଷା କ୍ଷେତ୍ରରେ ଏହା ଏକ…

ଫେସ୍‌ବୁକ୍ ସହିତ ଡାଟା ସେୟାରିଂକୁ ନେଇ ହ୍ୱାଟ୍‌ସଅପ୍‌ର ପୁଣି ଏକ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ-ଫେସ୍‌ବୁକ୍ ସହିତ ହ୍ୱାଟସଅପ୍‌ର ଡାଟା ସେୟାରିଂ ବିବାଦ ଏବଂ ଏହି କାରଣରୁ ବ୍ୟକ୍ତିଗତ ଗୋପନୀୟ ତଥ୍ୟର ସୁରକ୍ଷାକୁ ନେଇ ପୁଣି ଥରେ ସ୍ପଷ୍ଟୀକରଣ ଦେଇଛି ହ୍ୱାଟସଅପ୍ । ଏହି ସୋସିଆଲ୍ ମିଡିଆ ସଂସ୍ଥା ପକ୍ଷରୁ କୁହା ଯାଇଛି ଯେ, ଫେସ୍‌ବୁକ୍ ସହିତ ଡାଟା ସେୟାରିଂ କଲେ ମଧ୍ୟ ପରିବାର…

ବୁ୍‌ମ୍‌ରା ମଧ୍ୟ ଆହତ ହେବା ପରେ ବଢିଲା ଟିମ୍ ଇଣ୍ଡିଆର ସମସ୍ୟା

ସିଡ୍‌ନି: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମରେ ଆହତ ସମସ୍ୟା ବଢିବାରେ ଲାଗିଛି । ଫାଷ୍ଟ ବୋଲର୍ ଜସପ୍ରୀତ ବୁମରା ମଧ୍ୟ ଆହତ ହେବାରୁ ଟିମ୍‌ର ଚିନ୍ତା ବଢି ଯାଇଛି । ତଳିପେଟର ମାଂସପେଶୀରେ ସମସ୍ୟା ହୋଇଥିବା ଜଣାପଡିଛି । ଏଥିପାଇଁ ସେ ବ୍ରିସବେନରେ ହେବାକୁ ଥିବା ଟେଷ୍ଟ ସିରିଜର…

ବାଇଡେନଙ୍କ ଶପଥ ପୂର୍ବରୁ ଆମେରିକାରେ ସଶସ୍ତ୍ର ବିକ୍ଷୋଭ !

ୱାସିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ ଆମେରିକାରେ ସଶସ୍ତ୍ର ଆନ୍ଦୋଳନ ଦେଖା ଦେଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଦେଶର ଅଗ୍ରଣୀ ତଦନ୍ତକାରୀ ସଂସ୍ଥା ଫେଡେରାଲ ବ୍ୟୁରୋ ଅପ୍ ଇନଭେଷ୍ଟିଗେସନ (ଏଫବିଆଇ) ଜାନୁଆରି ୨୦ରେ ଜୋ ବାଇଡେନ ଆମେରିକାର…

ଟ୍ରମ୍ପଙ୍କ ବିରୋଧରେ ପୁଣି ମହାଭିଯୋଗ ପ୍ରସ୍ତାବ

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବିରୋଧରେ ଦ୍ୱିତୀୟ ଥର ମହାଭିଯୋଗ ପ୍ରସ୍ତାବ । ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବାକୁ ଯୋଗ୍ୟ ନୁହନ୍ତି କହି ଡେମୋକ୍ରାଟମାନେ ଏହି ମହାଭିଯୋଗ ପ୍ରସ୍ତାବର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆସନ୍ତା ବୁଧବାର ହାଉସ୍ ଅଫ୍‌୍…

ରେଳ ଭଡା ବଢିବାର କିଛି ନିଷ୍ପତ୍ତି ହୋଇନି:କେନ୍ଦ୍ର

ନୂଆଦିଲ୍ଲୀ-ରେଳ ଭଡା ବଢିବା ନେଇ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର । ଯାତ୍ରୀ ଭଡା ବୃଦ୍ଧି କରା ଯିବା ନେଇ ଏବେ କୌଣସି ନିଷ୍ପତ୍ତି ହୋଇନଥିଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରା ଯାଇଛି । କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ,…