Latest Odisha News

ଏହିସବୁ ଅଞ୍ଚଳରେ ଆସନ୍ତାକାଲି ବନ୍ଦ ରହିବ ବିଦ୍ୟୁତ ସରବରାହ

ଭୁବନେଶ୍ୱର: ଆସନ୍ତାକାଲି (ମଙ୍ଗଳବାର) ପୁରୀ, କଟକ, ଭୁବନେଶ୍ୱର, କେନ୍ଦ୍ରାପଡା ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ଏହିସବୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରଖିବା ନେଇ ଘୋଷଣା କରିଛି ସେସୁ ।

କେଉଁ ଅଞ୍ଚଳରେ କେଉଁ ସମୟରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ…

୧.ଭୁବନେଶ୍ୱରର ୟୁନିଟ-୮(ପି), ଗଙ୍ଗାନଗର, ଡେଲଟା, ଖଣ୍ଡଗିରି ଓ ପତ୍ରପଡା ଅଞ୍ଚଳରେ ଦିନ ୮ ଟାରୁ ମଧ୍ୟାହ୍ନ ୧୨ ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ ।

୨.ଭୁବନେଶ୍ବରର ୟୁନିଟ-୮ ମାର୍କେଟ, ଓସିସି କଲୋନୀ, ସିଆରପି, ଫରେଷ୍ଟ ପାର୍କ, ପ୍ରଶାନ୍ତି ବିହାର, ନୀଳାଦ୍ରି ବିହାର, ଶିଖରଚଣ୍ଡୀ ଓ କେସୁରା ଅଞ୍ଚଳରେ ସକାଳ ୮ ଟାରୁ ମଧ୍ୟାହ୍ନ ୨ ତା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ ।

୩.ସକାଳ ୯ଟାରୁ ଅପରାହ୍ନ ୩ ଟା ଯାଏଁ ଫୁଲନଖରା ଓ ପାହାଳ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ ।

୪.କଟକ ଚଉଳିଆଗଞ୍ଚ ଅଞ୍ଚଳରେ ସକାଳ ୯ ଟାରୁ ଅପରାହ୍ନ ୪ ତା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ ।

୫.ଖୋର୍ଦ୍ଧା ଜିଲ୍ଲା ବାଙ୍କୀ ଅଞ୍ଚଳରେ ସକାଳ ୯ଟା ରୁ ଦିନ ୨ ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ ।

୬.କଟକ ଜିଲ୍ଲା ନିଆଳି ଓ ଡିମିରି ଅଞ୍ଚଳରେ ସକାଳ ୮ ଟାରୁ ଅପରାହ୍ନ ୧ ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ ।

୭.ଯାଜପୁର ଜିଲ୍ଲା ଛାତିଆ ଅଞ୍ଚଳରେ ଦିନ ୧୦ ଟାରୁ ଅପରାହ୍ନ ୪ ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ ।

୮.ପୁରୀ ଜିଲ୍ଲାର ନିମାପଡା ଓ ଧୀଘୋଲା ଅଞ୍ଚଳରେ ସକାଳ ୧୦.୩୦ରୁ ଅପରାହ୍ନ ୩ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ ।

୯. କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଓ ମାର୍ଶାଘାଇ ଅଞ୍ଚଳରେ ଦିନ ୧୦ ଟାରୁ ଅପରାହ୍ନ ୩ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ ।

୧୦.ଢେଙ୍କାନାଳ ଜିଲ୍ଲା କପିଳାସ, ଜୋରନ୍ଦା ଓ ନିଆଳିପ୍ରସାଦ ଆଦି ଅଞ୍ଚଳରେ ଦିନ ୯ ଟାରୁ ୧ ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.