ଭୁବନେଶ୍ୱର: ଏବେ ସବୁ ବାପାମାଆଙ୍କ ଅଭିଯୋଗ ତାଙ୍କ ପିଲା ଠିକ୍ରେ ଶୋଉ ନାହାନ୍ତି କି ସେମାନଙ୍କୁ ନିଦ ଆସୁନି । ବିଶେଷ କରି ୫ ବର୍ଷରୁ କମ୍ ପିଲା ଏହି ସମସ୍ୟାରେ ପଡୁଛନ୍ତି । ଆମେରିକାର ଜଣେ ଖ୍ୟାତନାମା ଡାକ୍ତର କ୍ୟାଥେରିନ୍ ହିଲ୍ ୩୦,୦୦୦ରୁ ଅଧିକ ପିଲାଙ୍କୁ ନେଇ ଅଧ୍ୟୟନ କରିଥିଲେ । ଆଧୁନିକ ଜୀବନରେ ସବୁ କିଛି ସହଜରେ ହେଇ ଯାଉଥିବାରୁ ପିଲାମାନେ ଏହାର ଶୀକାର ହେଉଛନ୍ତି । ମୋବାଇଲ ଫୋନ ଏହାର ଏକ ମୁଖ୍ୟ କାରଣ ବୋଲି ସେ କହିଛନ୍ତି ।
ଖେଳିବା ଓ ଶୋଇବାକୁ ଯିବା ସମୟରେ ଫୋନ ନ ଦେବା ପାଇଁ ସେ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି । ପିଲାମାନେ ଠିକ୍ରେ ନ ଶୋଇଲେ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ହେବ ନାହିଁ ବୋଲି ସେ କହିଛନ୍ତି ।
BREAKING NEWS
- ବ୍ରହ୍ମବରଦା ବଜାରରେ ଭୟାବହ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ
- ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା; ଦ୍ୱିତୀୟ ସ୍ଥାନ ଅଧିକାର କଲା ଓଡ଼ିଶା ପୋଲିସ
- ରତ୍ନ ଭଣ୍ଡାର ଗଣତି ମଣତିକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ପୁରୀ ଶଙ୍କରାଚାର୍ଯ୍ୟ
- ଏପ୍ରିଲ ୩ ଯାଏଁ ରାଜ୍ୟରେ କାଳବୈଶାଖୀ: ୪୦ରୁ ୫୦ କିମି ଯାଏଁ ରହିବ ପବନର ବେଗ
- ଆଇପିଏଲ୍ ୨୦୨୬: ଆରସିବି ରଚିଲା ଇତିହାସ, ଏସ୍ଆର୍ଏଚ୍କୁ ୬ ୱିକେଟ୍ରେ ଦେଲା ମାତ୍
- ବ୍ରାଉନସୁଗାର କାରବାର ନେଇ ଜଣେ ଗିରଫ;୬୧ ଗ୍ରାମ ବ୍ରାଉନସୁଗାର ସହ ବେଆଇନ ବନ୍ଧୁକ ଜବତ
- ରେୟମଣ୍ଡର ପୂର୍ବତନ ଚେୟାରମ୍ୟାନ୍ ବିଜୟପତ୍ ସିଂହାନିଆଙ୍କର ପରଲୋକ
- ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ବେଳେ ବନବିଭାଗ କର୍ମଚାରୀଙ୍କୁ ମାଡ଼;ଥାନାରେ ଲିଖିତ ଅଭିଯୋଗ
- PM Modi talks with Saudi: ‘ଆମେ ଏଥିରେ ସହମତ ହୋଇଥିଲୁ…’, ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ପ୍ରିନ୍ସଙ୍କ ସହ କ’ଣ ଆଲୋଚନା କଲେ ଜାଣନ୍ତୁ
- ସରକାରୀ କର୍ମଚାରୀ ପଢ଼ିବେ AI ଓ ସାଇବର ସୁରକ୍ଷା ପାଠ…
Comments are closed.