Latest Odisha News

BREAKING NEWS

ଗ୍ୱାଦର ବନ୍ଦରରେ ନୌସେନା ଘାଟି ତିଆରି କରୁଛି ଚୀନ !

ଗ୍ୱାଦର: ଚୀନ ଗ୍ୱାଦର ବନ୍ଦରରେ ଏକ ନୌଦେନା ଘାଟି ତିଆରି କରୁଛି । ଏହା ଭାରତ ମହାସାଗରରେ ଚୀନର ଶକ୍ତି ବୃଦ୍ଧି କରିବ ବୋଲି ରକ୍ଷା ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଯାହା ଭାରତ ସମେତ ଅନ୍ୟ ଦେଶଗୁଡିକ ପାଇଁ ବିପଦ ସୃଷ୍ଟି କରିବ । ଚୀନ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ୍ ମାଧ୍ୟମରେ ନିଜ ସାମଗ୍ରୀଗୁଡିକ ସିଧା ପାକିସ୍ତାନ କରିଆରେ ପରିବହନ କରିବ ।

ଏହି ଚାଇନିଜ ପୋର୍ଟ ଓ ନୌସେନା ଘାଟିରୁ ବେଜିଂ ଭଲ ଲାଭ ପାଇବ । ୨୦୧୮ ଜାନୁୟାରୀରେ ଚୀନର ମନ୍ଦ ଉଦ୍ଦେଶ୍ୟ ନେଇ ଫୋବର୍ସରେ ରିପୋର୍ଟ ପ୍ରକାଶ ପାଇଥିଲା । ଆଫଗାନିସ୍ତାନ ସହିତ ବ୍ୟବସାୟ ନେଇ ନିକଟରେ ଏକ ଚୁକ୍ତିନାମା ସ୍ୱାକ୍ଷାରିତ ହୋଇଛି ।

Leave A Reply

Your email address will not be published.