Latest Odisha News

BREAKING NEWS

ରାଜୀବଗାନ୍ଧୀ ଫାଉଣ୍ଡେଶନକୁ ଚୀନ ୯୦ ଲକ୍ଷ ଦେଇଛି :ରବି ଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ପାଉଣ୍ଡେଶନକୁ ଚୀନ ୯୦ ଲକ୍ଷ ଟଙ୍କାର ଫଣ୍ଡିଂ କରିଛି ବୋଲି ଗୁରୁବାର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଅଭିଯୋଗ ଆଣିଛନ୍ତି । ଆଇନ ଅନୁଯାୟୀ କୌଣସି ଦଳ ସରକାରଙ୍କ ବିନା ଅନୁମତିରେ ବିଦେଶରୁ ଅର୍ଥ ଆଣିପାରିବେ ନାହିଁ । କଂଗ୍ରେସ ସ୍ପଷ୍ଟ କରୁ ଯେ, ସରକାରଙ୍କଠାରୁ ଅନୁମତି ନେଇଥିଲା କି ନାହିଁ । ୨୦୦୫-୦୬ରେ ଚୀନର ରାଷ୍ଟ୍ରଦୂତ ଏହା ଡୋନେଟ କରିଥିବା ଲେଖା ଯାଇଛି ।

ଏହା ବ୍ୟତୀତ କେତେଜଣ ଉଦ୍ୟୋଗପତି, ପିଏସୟୁ ନାମ ମଧ୍ୟ ରହିଥିବା ରବିଶଙ୍କର କହିଛନ୍ତି । ଏମିତ କାହିଁକି ହେଲା ଏବଂ କଣ ପରିସ୍ଥିତି ପଡିଲା ବୋଲି ବିଜେପିର ଏହି ନେତା କଂଗ୍ରେସକୁ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.