ମାଲକାନଗିରି:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାର ଉପରେ ନିର୍ମାଣ ହେଲା ଗୁରୁପ୍ରିୟା ସେତୁ । ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା କଲେ ରାଜ୍ୟ ସରକାର । ହେଲେ ସେତୁ ଉଦଘାଟନର ଦୁଇ ବର୍ଷ ପରେ ଶାସକଙ୍କଠୁ ପ୍ରଶାସକ ସମସ୍ତେ ବିକାଶର ବଡ ବଡ କଥା କହୁଥିବା ବେଳେ କଣ ରହିଛି ଚିତ୍ରକୋଣ୍ଡାର ବାସ୍ତବ ଚିତ୍ର ?? ଆସନ୍ତୁ ଦେଖିବା ଗ୍ରାଉଣ୍ଡ ଜିରୋରୁ ଏହି ରିପୋର୍ଟ ।
BREAKING NEWS
- ECI Internal Conflict: ନିର୍ବାଚନ ଆୟୋଗରେ ବଢ଼ୁଛି ମତଭେଦ! ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଦୁଇ ନିର୍ବାଚନ ଆୟୁକ୍ତଙ୍କ ଅଭିଯୋଗ, RTIରୁ ବଡ ଖୁଲାସା…
- ସମ୍ଭାବ୍ୟ ବାତ୍ୟା ନେଇ ସରକାର ପ୍ରସ୍ତୁତ, ବିଚଳିତ ନହେବାକୁ ସରକାରଙ୍କ ଅପିଲ୍
- ଉଚ୍ଚଶିକ୍ଷା ଓ ପ୍ରଶିକ୍ଷଣ: ୬ ମାସିଆ ପେଡ୍ ଇଣ୍ଟର୍ନସିପ୍ ପାଇଁ ସିଙ୍ଗାପୁର ଗଲେ ୨୩ ଛାତ୍ରଛାତ୍ରୀ
- ୨୦୨୭ ରଥଯାତ୍ରା ପାଇଁ ଆଗୁଆ ପ୍ରସ୍ତୁତି: ସହର ବିକାଶ, ନୂଆ ପାର୍କିଂ ବ୍ୟବସ୍ଥା, ଭିତ୍ତିଭୂମି କାମ ଶେଷ କରିବାକୁ ନିର୍ଦ୍ଦେଶ
- ପାକିସ୍ତାନ ଶରଣରେ ମାଳଦ୍ୱୀପ ! ରାଷ୍ଟ୍ରପତି ମୁଇଜ୍ଜୁଙ୍କ ପାକିସ୍ତାନ ଗସ୍ତରେ ୨୦ ଚୁକ୍ତି ସ୍ୱାକ୍ଷରିତ
- ଟାଇଫୁନ୍ ଚମ୍ପି: ୧୦୦୦ରୁ ଅଧିକ ବିମାନ ବାତିଲ କଲା ତାଇୱାନ
- ପାରା ଏସିଆନ୍ ଗେମ୍ସ: ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ରୌପ୍ୟ ପଦକ
- ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା! ଆଜି ଲଘୁଚାପ, ୨୫ରେ ଅବପାତ
- ତିବ୍ଦତରେ ଶକ୍ତିଶାଳୀ ଭୂମିକମ୍ପ: ୧୬ ମୃତ, ବ୍ୟାପକ କ୍ଷୟକ୍ଷତି
- ‘ନିଜ ବିମାନକୁ ଫେରିଯାଅ’: ଟ୍ରମ୍ପଙ୍କ ଅଲ୍ଟିମେଟମ୍ ପରେ ପାକିସ୍ତାନ ସେନାମୁଖ୍ୟ ଅସିମ୍ ମୁନିରଙ୍କୁ ଉପେକ୍ଷା କଲା ଇରାନ

Comments are closed.