ଭୁବନେଶ୍ୱର: ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ମୋଦି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଏନେଇ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Humble tribute to Iron Man of India, Sardar Vallabhbhai Patel on birth anniversary. His immense contribution to integrate India into powerful nation will always be remembered.#SardarVallabhbhaiPatel #SardarPatel pic.twitter.com/FsfNErSNtT
— Naveen Patnaik (@Naveen_Odisha) October 31, 2019
ଏନେଇ ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
देश की एकता के सूत्रधार लौह पुरुष सरदार वल्लभभाई पटेल को उनकी जन्म-जयंती पर शत-शत नमन।
Tributes to the great Sardar Patel on his Jayanti. His contribution to our nation is monumental. pic.twitter.com/DMS8rN9Jbp
— Narendra Modi (@narendramodi) October 31, 2019
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତବର୍ଷ ଉନ୍ମୋଚିତ ହୋଇଥିବା୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ନିକଟରେ ଆଜି ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବାର କାର୍ଯ୍ୟକ୍ରମ ରହିଛି । ସର୍ଦ୍ଦାର ପଟେଲଙ୍କ ଏହି ପ୍ରତିମୂର୍ତ୍ତି ଆମେରିକାର ନ୍ୟୁୟର୍କସ୍ଥିତ ‘ଷ୍ଟ୍ୟାଚୁ ଅଫ୍ ଲିବର୍ଟି’ ଠାରୁ ୨ଗୁଣ ବଡ ହେବ ।
Tribute to Iron man Sardar Vallabhbhai Patel with message "#RunForUnity , #RashtriyaEktaDiwas pic.twitter.com/g1DbdgLk10
— Sudarsan Pattnaik (@sudarsansand) October 31, 2019
ଏହି ବାଲୁକା କଳା ମାଧ୍ୟମରେ ସେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିବାବେଳେ ତାଙ୍କ ବାଲୁକା କଳାକୁ ଦେଖିବା ପାଇଁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି ।
Comments are closed.