Latest Odisha News

BREAKING NEWS

କୋଭିଡ୍‌ ପରିଚାଳନା; ଏହି ୩ ଜିଲ୍ଲାକୁ ୭.୬୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍‌ ପରିଚାଳନା ପାଇଁ ରାଜ୍ୟର ଏହି ତିନୋଟି ଜିଲ୍ଲାକୁ ୭.୬୨ କୋଟି ଟଙ୍କା ଅତିରିକ୍ତ ପାଣ୍ଠି ମଞ୍ଜୁର କରିଛନ୍ତି।

ଏହି ୩ ଜିଲ୍ଲା ମଧ୍ୟରେ ପୁରୀ, ସୁବର୍ଣ୍ଣପୁର ଏବଂ ସମ୍ବଲପୁରକୁ ସାମିଲ କରାଯାଇଛି।

ପୁରୀ ଜିଲ୍ଲାକୁ କୋଭିଡ ପରିଚାଳନା ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ସୁବର୍ଣ୍ଣପୁର ଜିଲ୍ଲା ପାଇଁ ୧ କୋଟି ଏବଂ ସମ୍ବଲପୁର ଜିଲ୍ଲା ପାଇଁ ୪କୋଟି ୬୨ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମଞ୍ଜୁର କରିଛନ୍ତି।

Leave A Reply

Your email address will not be published.