ଅଯୋଧ୍ୟା: ଭଗବାନ ରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ଦିପାବଳୀ ପୂର୍ବଦିନ ଦୀପୋତ୍ସବ ଗିନିଜ ବୁକ ଅଫ୍ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ସରଜୁ ନଦୀ ତଟରେ ରାମ କି ପେଡି ଘାଟ ଏବଂ ଅନ୍ୟାନ୍ୟ ଘାଟରେ ପାଖାପାଖି ୧୫ଲକ୍ଷ ଦୀପର ଆଲୋକ ଜଳାଯାଇ ଏହି ରେକର୍ଡ ହାସଲ କରାଯାଇଛି । ଅଯୋଧ୍ୟା ପ୍ରଶାସନ ଏହି ଘାଟରେ ଦୀପାବଳୀରେ ୧୫ଲକ୍ଷ ଦୀପ ଜଳାଇ ନୂଆ ଗିନିଜ ଓ୍ବାର୍ଲ୍ଡ ରେକର୍ଡ ବନାଇଥିବା ଯୋଗୀ ଆଦିତ୍ୟନାଥ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆଗରେ ଏହି ରେକର୍ଡକୁ ଦେଖାଇ ଉତ୍ସାହିତ ହୋଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
Uttar Pradesh CM Yogi Adityanath receives a certificate from the Guinness Book of World Records after the Deepotsav celebrations witnessed around 15 lakh earthen lamps being lit, in the presence of Prime Minister Narendra Modi in Ayodhya.#Diwali pic.twitter.com/eDYrqSjWyD
— ANI UP/Uttarakhand (@ANINewsUP) October 23, 2022
ସରଜୁ ଆରତୀ ପରେ ପ୍ରଧାନମନ୍ତ୍ରୀ ଦୀପୋତ୍ସବରେ ସାମିଲ ହୋଇଥିଲେ । ରାମାୟଣର ଦୃଶ୍ୟ କୁ ଲେଜର ଶୋ ମାଧ୍ୟମରେ ମଧ୍ୟ ପ୍ରଧାନମନ୍ତ୍ରୀ ଦେଖି ତାଳିମାଡ କରିଥିଲେ ।
Comments are closed.