Latest Odisha News

BREAKING NEWS

ଗୁଜରାଟରେ ନୋଟା ବିଗାଡ଼ିପାରେ ନେତାଙ୍କ ଖେଳ

ଅହମ୍ମଦାବାଦ: ଗୁଜରାଟରେ ଏଥର ନୋଟା କୁ ନେଇ ଭୟଭୀତ ଅଛନ୍ତି ପ୍ରାର୍ଥୀ ।  ଗତ ନିର୍ବାଚନରେ ​​୩୦ ଟି ବିଧାନସଭା ଆସନର ପରିଣାମ ନୋଟାର ଭୋଟ ଠାରୁ କମ ଥିଲା । ଯାହା କି ଏଥର ନେତାଙ୍କ ଛାତି ଧଡପଡ କରାଉଛି । ଏଥର ଯଦି ପୂର୍ବଥର ଭଳି ନୋଟାକୁ ଭୋଟରମାନେ ସମର୍ଥନ ଦିଅନ୍ତି ତେବେ ଅନେକ…

ପାକିସ୍ତାନ ଖେଳାଳି ଭାରତ ନଆସିଲେ ବିଶ୍ପକପ କିଏ ଦେଖିବ ?: ରମିଜ ରାଜା

ନୂଆଦିଲ୍ଲୀ: ୨୦୨୩ ଏସିଆ କପ୍ କେଉଁଠି ହେବ ତାକୁ ନେଇ ଏବେ ଜୋରଦାର ଚର୍ଚା । କାରଣ ଭାରତ କହିସାରିଛି ପାକିସ୍ତାନରେ ଏସିଆ କପ ହେଲେ ଭାରତୀୟ ଖେଳାଳି ପାକିସ୍ତାନ ଯିବେ ନାହିଁ । ଶେଷ ଥର ୨୦୦୮ରେ ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଥିଲା ଭାରତୀୟ ଦଳ । ତେବେ ପାକିସ୍ତାନ କ୍ରିକେଟ…

ଶ୍ରଦ୍ଧାଙ୍କୁ ହତ୍ୟା ପରେ ମହିଳା ଡାକ୍ତରଙ୍କୁ ରୁମକୁ ଆଣିଥିଲା ଅଫତାବ !

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଫତାବର ଗୁମର ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି । ପଲିଗ୍ରାଫ ଟେଷ୍ଟ ପରେ ଦିଲ୍ଲୀ ପୋଲିସ ଜାଣିବାକୁ ପାଇଛି ଯେ ଶ୍ରଦ୍ଧାକୁ ହତ୍ୟା କରି ଫ୍ରିଜରେ ରଖିବା ପରେ ଅଫତାବ ଡେଟିଙ୍ଗ ଆପ ବମ୍ବଲରୁ ଯେଉଁ ଝିଅମାନଙ୍କୁ…

ପାକିସ୍ତାନ ନୂଆ ସେନାମୁଖ୍ୟଙ୍କ ମୁଣ୍ଡ ବିନ୍ଧାର କାରଣ ଭାରତ ନୁହେଁ ଇମ୍ରାନ ଖାନ୍

ଇସଲାମବାଦ: ପାକିସ୍ତାନରେ ଏବେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଗୋଟିଏ ପଟେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଅନ୍ୟପଟେ ପାକିସ୍ତାନୀ ସୀମାକୁ ନିଜ ଅଂଚଳ କହି ପଶିଆସୁଛି ତାଲିବାନ ।  ସିନ୍ଧ୍, ବାଲୁଚିସ୍ତାନରେ ସେନା, ସରକାର ବିରୋଧୀ ଲଢ଼େଇ ଲାଗିରହିଛି । ସେପଟେ  …

ଉପନିର୍ବାଚନ ପ୍ରଚାର ପାଇଁ ପଦ୍ମପୁର ଆସିବେ ୨ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଧାମନଗର ପରେ ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିବେ କେନ୍ଦ୍ରୀ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବା ଲାଗି ଆସନ୍ତା ୨୭ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆସିବେ । ୨୭ ତାରିଖ ସକାଳ…

ଯୌନ ଶୋଷଣର ବିଲୋପ ପାଇଁ ଅଭିଭାବକମାନେ ପିଲାଙ୍କ କଥା ଶୁଣିବା ଦରକାର

ଭୁବନେଶ୍ୱର : ପିଲାମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଓ ଶୋଷଣକୁ ସବୁସ୍ତରରେ ବିଲୋପ କରିବାକୁ ହେବ । ନଚେତ ଏହା ଏକ ବ୍ୟାଧି ଭାବରେ ବ୍ୟାପିବା ସହ ଆଗାମୀ ପୀଢିକୁଏହା ଆକ୍ରାନ୍ତ କରିବ । ଯୌନ ଶୋଷଣକୁ ବିଲୋପ ପାଇଁ ପିଲାଙ୍କଠାରୁ ଆରମ୍ଭ କରି ଅଭିଭାବକ, ସରକାରୀ ଓ ବେସରକାରୀସ୍ତରରେ…

“ଥିଲେ ଦିଅ, ନଥିଲେ ନିଅ” ‘ଉଡ୍ର’ ପକ୍ଷରୁ ଶୀତବସ୍ତ୍ର ବଂଟନ

କୋରେଇ: “ଥିଲେ ଦିଅ, ନଥିଲେ ନିଅ” ଆନ୍ଦୋଳନର ପ୍ରବର୍ତକ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକ ନେତା  ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଳିତ ବର୍ଷ ପୁରୁଣା ବସ୍ତ୍ର ଏବଂ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ ୨୪ ତାରିଖ ଅପରାହ୍ନରେ…

ଗେହଲୋଟ କହିଲେ ପାଇଲଟ ଗଦ୍ଦାର, ମୁଖ୍ୟମନ୍ତ୍ରୀ କିପରି ହେବେ?

ଜୟପୁର:  ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଆଉ ଏକ ସପ୍ତାହ ପରେ ରାଜସ୍ଥାନରେ ହେବ । ତେବେ ତାହା ପୂର୍ବରୁ ରାଜସ୍ଥାନରେ କ୍ଷମତା କନ୍ଦଳ ପୁଣି ଜୋର ଧରିଲାଣି । କଂଗ୍ରେସରେ ସଚ୍ଚିନ ପାଇଲଟ ଏବଂ ଅଶୋକ ଗେହଲୋଟଙ୍କ ମଧ୍ୟରେ ବିବାଦ ପୁଣି ଜାତୀୟ ରାଜନୀତିରେ ଚର୍ଚାର ବିଷୟ ହୋଇଛି । …

ପଦ୍ମପୁରରୁ ଟିଟିଲାଗଡ଼ ଡେଇଁଲା ଜିଲ୍ଲା ମାନ୍ୟତା ଦାବି, ବିଜେଡି ପାଇଁ ଆଣିପାରେ ସମସ୍ୟା!

ଟିଟିଲାଗଡ଼: ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ପଦ୍ମପୁରକୁ ୨୦୨୩ ଡିସେମ୍ବର ଶେଷ ପୂର୍ବରୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେବାପରେ ଏବେ ପଦ୍ମପୁର ତାତି ଟିଟିଲାଗଡ଼ରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କ ସମର୍ଥନ…

କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୦ ଆହତ, ୧୦ ସଂକଟାପନ୍ନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବାଲିଆ ବଜାରରେ ଗତକାଲି ରାତିରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୩ ଜଣ  ଆହତ ହୋଇଛନ୍ତି। ସେମାନଙ୍କୁ କଟକ ଏସସିବି ରେ ଚିକିତ୍ସା କରାଯାଉଛି । ଆହତଙ୍କ  ଭିତରୁ ୧୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି…