Latest Odisha News

BREAKING NEWS

୨୪ ଘଣ୍ଟାରେ ୧୮୩୩ ଆକ୍ରାନ୍ତଙ୍କ ସହ ରାଜ୍ୟରେ ୪୨ ହଜାର ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୫ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୮୩୩ ଜଣ କରୋନା ପଜିଟିଭ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ୧୧୧୮ ଜଣ ଚିହ୍ନଟ ହୋଇଥିବାବେଳେ ୭୧୫ ଲୋକାଲ କେସ୍ ରହିଛି।

ଓଡିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୨୫୫୦ ରେ ପହଞ୍ଚିଛି । ସେଥିମଧ୍ୟରେ ୧୫୩୭୦ ଟି ସକ୍ରିୟ ମାମଲା ରହିଛି । ଆଉ ୧୧୫୦ ନୂଆ ଆରୋଗ୍ୟଙ୍କ ସହ ମୋଟ୍ ୨୬୮୮୭ ରେ ପହଞ୍ଚିଛି ମୋଟ ସୁସ୍ଥ ସଂଖ୍ୟା।

କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ…

 

fc

Leave A Reply

Your email address will not be published.