ବେଜିଂ: ଚୀନରେ କରୋନା ତାର ପ୍ରଭାବ ବିସ୍ତାର କରି ଚାଲିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ସରକାର ଆପ୍ରାଣ ଉଦ୍ୟମ କରୁଛି । ଭୂତାଣୁ ଯେପରି ନ ବ୍ୟାପିବ ସେଥିପାଇଁ ସମସ୍ତଙ୍କୁ ସତର୍କ ନ ରହିବା ପାଇଁ ଅନୁରୋଧ କରାଯାଉଛି ।ଏପରି କି ଏବେ ବିବାହ ନ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ୨ ଫେବୃୟାରୀ ବିବାହ ପଞ୍ଜୀକରଣ ଆବେଦନକୁ ସରକାର ଅଗ୍ରାହ୍ୟ କରି ଦେଇଛନ୍ତି । ସେହିପରି ଅନ୍ତିମ ସଂସ୍କାରକୁ କମ୍ ସମୟ ଏବଂ ଅଳ୍ପ ଲୋକଙ୍କ ଉପସ୍ଥିତିରେ ସମ୍ପନ୍ନ କରିବା ପାଇଁ କୁହାଯାଇଛି । କରୋନା ମୃତ୍ୟୁ ସଂଖ୍ୟା ୩୦୦ ପାଖାପାଖି ପହଂଚିଥିବା ବେଳେ ପ୍ରଭାବିତଙ୍କ ସଂଖ୍ୟା ୧୨୫୦୦ ରହିଛି ।
BREAKING NEWS
- 150 kg ammonium nitrate seized: ନୂଆବର୍ଷ ପାର୍ଟି ପୂର୍ବରୁ ୧୫୦ କିଲୋ ଆମୋନିୟମ୍ ନାଇଟ୍ରେଟ୍ ଜବତ; ୨ ଗିରଫ
- NMMS Exam: ଫେବୃଆରୀ ୧ରେ ହେବ ଏନଏମଏମଏସ ପରୀକ୍ଷା
- ଏମ୍ସ ଭୁବନେଶ୍ୱରରେ ସଫଳତାର ସହିତ ସମ୍ପନ୍ନ ହେଲା ପ୍ରଥମ ଲିଭର ପ୍ରତିରୋପଣ
- ବିଜୟ ହଜାରେ ଟ୍ରଫି: ବିପ୍ଲବଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ, ଦିଲ୍ଲୀକୁ ହରାଇଲା ଓଡିଶା
- ଶହୀଦ ମାଧୋ ସିଂହ ସ୍ମାରକୀ ମହାବିଦ୍ୟାଳୟ ନାମରେ ନାମିତ ହେଲା ଘେଁସ କଲେଜ
- Silent Warriors On Kartavya Path: ସିଆଚେନରୁ କାର୍ତ୍ତବ୍ୟ ପଥ; ‘ମୂକ ଯୋଦ୍ଧା’ ଗଣତନ୍ତ୍ର ଦିବସରେ କରିବେ ଅଂଶଗ୍ରହଣ
- ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ: ୩୫୦ ନୃତ୍ୟଶିଳ୍ପୀ ସହ ବିଦେଶରୁ ଭାଗନେଇଥିଲେ ୧୫ ନୃତ୍ୟଶିଳ୍ପୀ
- Sand Art: ବାଲୁକା କଳାରେ ବିଶ୍ୱକୁ ନବବର୍ଷର ଶୁଭେଚ୍ଛା ଓ ଶାନ୍ତିର ବାର୍ତ୍ତା…
- ନୋ ପିୟୁସିସି, ନୋ ଫୁଏଲ ନୀତି; ପୁଣି ବଢିଲା ଅବଧି
- ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ
Comments are closed.