ନାଇରୋବି: କରୋନା ଭାଇରସ ବିଳମ୍ବରେ ଆଫ୍ରିକାରେ ପହଂଚିଥିଲା । ସେଠାରେ ଏବେ ଏହି ମହାମାରୀରୁ ମୁକୁଳିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ପଶ୍ଚିମ ଆଫ୍ରିକାର ପିଲାମାନଙ୍କୁ କରୋନା ଭାଇରସ ଶୈଳୀରେ ହେୟାର ଷ୍ଟାଇଲ କରାଯାଉଛି । ଏହା ଲୋକପ୍ରିୟ ହେବା ସହିତ ସଚେତନତାର ବାର୍ତା ମଧ୍ୟ ପହଂଚାଇବାରେ ସଫଳ ହେଉଛି ।
କରୋନା ଭାଇରସ ଯେପରି ଦେଖାଯାଉଛି ସେ ଭଳି ଶୈଳୀରେ ଏହି ଷ୍ଟାଇଲ କରାଯାଉଛି । ସେଠାକାର ବିଭିନ୍ନ ସେଲୁନରେ ପିଲାମାନଙ୍କ ଲମ୍ବା ଲାଇନ ଏଥିନେଇ ଦେଖିବାକୁ ମିଳୁଛି । ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷରେ ପହଂଚିଲାଣି । ଆଫ୍ରିକାର ଅଧିକାଂଶ ଦେଶ ଆର୍ଥୀକ ଦୃଷ୍ଟିକୋଣରୁ ଦୁର୍ବଳ । ଏ ପର୍ଯ୍ୟନ୍ତ ଏହାର ଭ୍ୟାକ୍ସିନ ବାହାରି ନ ଥିବରୁ ସତର୍କତା ହିଁ ବଂଚିବାର ଏକମାତ୍ର ରାସ୍ତା ।
BREAKING NEWS
- ପୁଅର ବାହାଘର ପୂର୍ବରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ବାପାର ଜୀବନ
- ବାହୁଦା ନଦୀରେ ବୁଡିଗଲେ ୨ ନାବାଳକ ଛାତ୍ର
- ଅପରେସନ୍ ଗୋ ରକ୍ଷକ: ଗୋ ମାଫିଆଙ୍କ ଆକାଉଣ୍ଟ ଓ ଲକର ହେଲା ଫ୍ରିଜ
- Airport issues advisory: ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି; ଆଗୁଆ ପହଞ୍ଚିବା ସହ…
- Sabyasachi and Archita:ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲା ଖୁସି ଖବର
- India Brazil Relations: ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ଖୁବ୍ଶୀଘ୍ର ଭାରତ ଗସ୍ତରେ ଆସିବେ…
- ଆସ୍ଥା ହରାଇଲେ ଗୁଡ଼ାରି ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ଶବର, ଅନାସ୍ଥା ସପକ୍ଷରେ ୧୬ ସଦସ୍ୟ
- ସନ୍ତୋଷ ଟ୍ରଫି ଫୁଟବଲ: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମେଘାଳୟଠାରୁ ହାରିଲା ଓଡିଶା
- ଟ୍ରମ୍ପଙ୍କ ‘ଶାନ୍ତି ବୋର୍ଡ’; କାହିଁକି ଦୂରେଇଲା ଭାରତ…
- ୨୦୩୬ ସୁଦ୍ଧା ୯୦ପ୍ରତିଶତ ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ
Comments are closed.