Latest Odisha News

BREAKING NEWS

କରୋନା କବଳରେ କଂଗ୍ରେସ ନେତା ମନୁ ସାଂଘଭି

ନୂଆଦିଲ୍ଲୀ: ଭାରତରେ କରୋନା ତାର କରାଳ ରୂପ ଦେଖେଇଚାଲିଛି । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ରୋଗୀ ଆସୁଥିବାରୁ କେନ୍ଦ୍ର ସରକାର ଚିନ୍ତାରେ ରହିଛନ୍ତି । ଶୁକ୍ରବାର କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସାଂଘଭି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୯ ଜୁଲାଇ ପର୍ଯ୍ୟନ୍ତ ହୋମ ଆଇସୋଲେଶନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

୨୩ ଜୁନରେ ଏକ ଭିଡିଓ କନଫରେନ୍ସିରେ ସେ ଯୁକ୍ତି କରୁଥିବା ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ସମ୍ବିତ ପାତ୍ର, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମାଆ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସୁସ୍ଥ ହୋଇ ସାରିଛନ୍ତି ।

Leave A Reply

Your email address will not be published.