Latest Odisha News

କରୋନା ଦ୍ୱିତୀୟ ଲହରୀର ପ୍ରଭାବ କମିବା ସଙ୍କେତ ମନୋବଳ ବଢ଼ାଉଛି !

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରୀର ପ୍ରଭାବ କମିବା ଆରମ୍ଭ ହେଉଛି । ଏହି ସବୁ ସତ୍ୱେ ମଙ୍ଗଳବାର ମୃତ୍ୟୁ ସଂଖ୍ୟା ବଢ଼ିବା ସାମାନ୍ୟ ଚିନ୍ତାର କାରଣ ହୋଇଛି । ଏବେଠାରୁ ଆଉ ଅଧିକ ସତର୍କତା ଅବଳମ୍ବନ କଲେ ଏହି ବିପଦ ଆମଠାରୁ ଦୂରେଇ ଯିବ ।

ନୂତନ କେସ ତୁଳନାରେ ଅଧିକ ରୋଗୀ ସୁସ୍ଥ ହେଉଛନ୍ତି । ୧୭ ରାଜ୍ୟରେ ୫୦ ହଜାରରୁ କମ୍ ଆକ୍ଟିଭ କେସ୍ । ଦିଲ୍ଲୀର ପଜିଟିଭିଟି ରେଟ ଖସି ୧୯ ପ୍ରତିଶତ ହୋଇଛି । ୧୮୨ ଜିଲାରେ ସଂକ୍ରମଣ ପ୍ରଭାବ ଦ୍ରୁତ ବେଗରେ କମୁଛି । ମାତ୍ର ମାସକ ମଧ୍ୟରେ ପଜିଟିଭିଟି ରେଟ ସାରା ଦେଶରେ ୭୦ ପ୍ରତିଶତରୁ ୨୩କୁ ଖସି ଆସିଛି । (ପୁଣେର ଉଦାହରଣ ଏଥିନେଇ ନିଆଯାଇଛି) ।

Leave A Reply

Your email address will not be published.