ବ୍ରହ୍ମପୁର : ବ୍ରହ୍ମପୁର ସୁମିତ୍ ଓ ତପସ୍ୱିନୀ ବିବାହ ବିବାଦ ମାମଲ।ର ଆସିଲା ରାୟ । ସୁମିତଙ୍କ ଘରେ ରହିବେ ତପସ୍ୱିନୀ । ସୁମିତଙ୍କ ସହ ବ୍ରହ୍ମାନଗର ଘରେ ରହିବେ ତପସ୍ୱିନୀ । ଏନେଇ ବ୍ରହ୍ମପୁର ଜିଲ୍ଲା ଦୌରା ଜଜ୍ ଏହି ରାୟ ଶୁଣାଇଛନ୍ତି । ମାସିକ ଡିମ୍ପଲଙ୍କୁ ଖର୍ଚ୍ଚ ବାବଦରେ ୧୭ ହଜାର ଟଙ୍କା ଦେବେ ସୁମିତ୍ । ଦୀର୍ଘ ଦିନ ହେଲା ଧାରଣାରେ ବସିଥିଲେ ତପସ୍ୱିନୀ । ଶେଷରେ କୋର୍ଟ ଆଜି ରାୟ ଶୁଣାଇଛନ୍ତି । ତପସ୍ୱିନୀ ଦୀର୍ଘ ୪୪ ଦିନ ଧରି ଦେଇଥିବା ଧାରଣାର ଆଜି ପୂର୍ଣ୍ଣଚ୍ଛେଦ ପଡିଛି ।
BREAKING NEWS
- Odisha Cold Wave: ରାଜଧାନୀରେ ହାଡ଼ ଭଙ୍ଗା ଜାଡ଼, ସବୁଠି ପାରଦ ତଳମୁହାଁ
- Bulldozer Action: ମଧ୍ୟରାତ୍ରିରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ, ପଥର ମାଡ କଲେ ବହୁ ସଂଖ୍ୟକ ଲୋକ
- Flights Cancelled: କୁହୁଡ଼ି ଯୋଗୁଁ ଦିଲ୍ଲୀରେ ୬ଟି ବିମାନ ଉଡ଼ାଣ ବାତିଲ
- ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
- ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
Comments are closed.