କଟକ: ଏପ୍ରିଲ ୬ ତାରିଖ ସୋମବାରଠାରୁ ରାଜ୍ୟର ସମସ୍ତ ଜିଲ୍ଲା ଓ ନିମ୍ନ ଅଦାଲତ ସକାଳୁଆ ହେବ।
ସକାଳ ୭ରୁ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ସକାଳ ୭ଟା ୩୦ରେ କୋର୍ଟ ଆରମ୍ଭ ହେବ ଏବଂ ଦିନ ୧୦ଟାରୁ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ବିରତି ରହିବ। ଗ୍ରୀଷ୍ମ ଅବକାଶ ପର୍ଯ୍ୟନ୍ତ ଏପରି ସକାଳ କୋର୍ଟ ବ୍ୟବସ୍ଥା ଜାରି ରହିବ | ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ବର, କୋରାପୁଟ ସଦର ଓ ପୁରୀ ସଦରକୁ କିନ୍ତୁ ସକାଳୁଆ କୋର୍ଟ ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
BREAKING NEWS
- ମଧ୍ୟସ୍ଥିମୁକ୍ତ ବଜାର ଦିଗରେ ଓରମାସ-ଭାରତ ମସଲାର ମିଳିତ ଉଦ୍ୟମ
- ଏପ୍ରିଲ ୬ରୁ ସକାଳୁଆ ଅଦାଲତ
- ଏୟାର ଇଣ୍ଡିଆ-ଏୟାର ଇଣ୍ଡିଆ ଏକ୍ସପ୍ରେସ ଆଜି ପଶ୍ଚିମ ଏସିଆ ଅଂଚଳରୁ ୨୬ ଉଡାଣ କରିବେ ସଂଚାଳିତ
- ସୁରଟରୁ ହଜାର ହଜାର ଓଡ଼ିଆ ଶ୍ରମିକ ଗଞ୍ଜାମ ଜିଲ୍ଲା ଫେରୁଛନ୍ତି
- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
- Trump 15-point ceasefire plan to Iran: ଟ୍ରମ୍ପଙ୍କ ୧୫-ସୂତ୍ରୀ ଯୁଦ୍ଧବିରତି ଯୋଜନା ଉପରେ ନିଜର ସର୍ତ୍ତ ରଖିଲା ଇରାନ
- ଇରାନକୁ ଶୀଘ୍ର ଶାନ୍ତି ବାର୍ତ୍ତା ଆରମ୍ଭ କରିବାକୁ ଚୀନର ଅପିଲ
- ରାଜସ୍ଥାନ ରୟାଲ୍ସ ପରେ ରେକର୍ଡ ଦରରେ ବିକ୍ରି ହେଲା ଆରସିବି
- ୪ ଦଫା ଦାବି ନେଇ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ
- ବଙ୍ଗଳା ରାଜନୀତିରେ ହଲଚଲ: ଏକାଧିକ ପଦବୀରୁ ଇସ୍ତଫା ଦେଲେ ମମତା ବାନାର୍ଜୀ