Latest Odisha News

BREAKING NEWS

Browsing Tag

Court

ଚାର୍ଜସିଟ୍‌ ଦାଖଲରେ ପଛୁଆ ପୋଲିସ ! ବିଳମ୍ବିତ ହେଉଛି ଦଣ୍ଡ ବିଧାନ, ଅପରାଧିଙ୍କୁ ମିଳିଯାଉଛି ଜାମିନ

ରାଜ୍ୟରେ ଯେତିକି ଅପରାଧିକ ମାମଲା ରୁଜୁ ହେଉଛି ତାହାର ଅଧା ମାମଲାରେ ବି ଚାର୍ଜସିଟ୍‌ ଦାଖଲ ହୋଇପାରୁ ନାହିଁ । ଯାହାକି ଓଡ଼ିଶା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ସୂଚନାଯୋଗ୍ୟ, ଚାର୍ଜସିଟ୍‌ ହେଉଛି ସିଆରପିସିର ଧାରା ୧୭୩ ଅନୁଯାୟୀ ମାମଲାର ତଦନ୍ତକାରୀ ପୋଲିସ୍ ଅଧିକାରୀଙ୍କ…

ମନୀଷ ସିସୋଦିଆଙ୍କୁ ନିରାଶ କଲେ ଅଦାଲତ, ଏପ୍ରିଲ ୧୭ ପର୍ଯ୍ୟନ୍ତ ହାଜତ ମିଆଦ ବୃଦ୍ଧି

ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୋମବାର ନିରାଶ ହେବାକୁ ପଡ଼ିଛି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ତଦନ୍ତ କରାଯାଉଥିବା ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରୌଜ୍‌…

ଜୟନାରାୟଣ ହାଜିର ହୋ ! ୨୦୧୮ ଦିଲେଶ୍ୱର ହତ୍ୟା ମାମଲାରେ ବ୍ୟକ୍ତିଗତ ହାଜର ପାଇଁ କୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର : ପ୍ରାୟତଃ ନିଜ ଆଚରଣ ଓ ଉଚ୍ଚାରଣ ପାଇଁ ବିବାଦରେ ରହୁଥିବା ବିଜେପି ବିଧାୟକ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପାଇଁ ପୁଣି ଅଡୁଆ ବଢିଛି । ୨୦୧୮ ମସିହାର ବହୁ ଚର୍ଚ୍ଚିତ ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ହାଜର ପାଇଁ ଜୟନାରାୟଣଙ୍କୁ ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ କୋର୍ଟ ନୋଟିସ୍…

ଆସନ୍ତା ମାସଠାରୁ କୋର୍ଟରେ କେସ୍‌ ଲଢ଼ିବ ରୋର୍ବଟ

ନୂଆଦିଲ୍ଲୀ : ଏଣିକି କୋର୍ଟରେ କେସ୍‌ ଲଢ଼ିବ ରୋବର୍ଟ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆସନ୍ତା ମାସଠାରୁ କୋର୍ଟରେ କେସ୍‌ ଲଢ଼ିବ ରୋବର୍ଟ  । ଆସନ୍ତା ମାସରୁ ଆମେରିକାରେ ରୋବର୍ଟ କେସ ଲଢ଼ିବାର ବାସ୍ତବିକ ଚିତ୍ର ଦେଖିବାକୁ ମିଳିବ । ‘ଡୁନଟ୍‌ପେ’ ନାମକ କମ୍ପାନି ପ୍ରସ୍ତୁତ କରିଥିବା…

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା, ହେବ ସାକ୍ଷ୍ୟ ଗ୍ରହଣ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ମାମଲା  । ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା । ପୂର୍ବରୁ ବର୍ଷାଙ୍କୁ ହାଜର ହେବା ପାଇଁ ନୋଟିସ ଦିଆଯାଇଥିବା ବେଳେ ଆଜି କୋର୍ଟରେ ପହଞ୍ଚିଛନ୍ତି ବର୍ଷା ପ୍ରିୟଦର୍ଶନୀ । ଆଜି ବର୍ଷାଙ୍କ…

ଲୀନା ମଣିମେକାଲାଇଙ୍କୁ ପାଇଁ ଅଡ଼ୁଆ : ଅଗଷ୍ଟ ୬ରେ ଶୁଣାଣି

ନୂଆ ଦିଲ୍ଲୀ:  ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କୁ ପାଇଁ ଅଡ଼ୁଆ  ।  କାଳୀଙ୍କ ପୋଷ୍ଟର ବିବାଦରେ ସେ ଏବେ ଫସିଯାଇଛନ୍ତି ।  ହିନ୍ଦୁ ଦେବୀଙ୍କୁ ତାଙ୍କ ଆଗାମୀ ଡକ୍ୟୁମେଣ୍ଟାରୀ ଫିଲ୍ମ ପୋଷ୍ଟର ଏବଂ ପ୍ରଚାର ଭିଡିଓରେ ଅତି ବିକୃତ ଢଙ୍ଗରେ ଚିତ୍ରଣ କରିଥିବାରୁ ତାଙ୍କ ନାମରେ କୋର୍ଟରେ…

କୋର୍ଟରୁ ଫେରାର ଦୋଷୀ; ପୋଲିସ ଆଗରେ ମାରିଲା ଚମ୍ପଟ

ଭୁବନେଶ୍ୱର: ଜଣେ ନିଶା ବେପାରୀ ଏନଡିପିଏସ ଆକ୍ଟରେ ତାକୁ ୧୦ ବର୍ଷ ଦଣ୍ଡାଦେଶ ଶୁଣି ପୋଲିସ କବଳରୁ ଖସିଯାଇଛି । ଶନିବାର ଭୁବନେଶ୍ୱର ଏଡିଜେ କୋର୍ଟରେ ଶୁଣାଣି ବେଳେ ସୁରକ୍ଷା ବଳୟ ଭିତରୁ ଚମ୍ପଟ ମାରିଛି ଦୋଷୀ ପ୍ରମାଣିତ ବିଜୟ କୁମାର ମାଣିଆ । ଏବେ ପୋଲିସର ଚିନ୍ତା ବଢ଼ିଯାଇଛି । କୋର୍ଟ…

ଲିଭ୍‌ଇନ୍‌ ରିଲେସନସିପର ବୈଧତା ? କୋର୍ଟ କହିଲେ ଏମିତି…

ପ୍ରୟାଗରାଜ : ଲିଭ୍ଇନ୍ ରିଲେସନସିପରେ ଏବେ ଦେଶର ଅଧିକାଂଶ ଯୁବପିଢି ରହୁଛନ୍ତି । ହେଲେ ଲିଭଇନ ରିଲେସନସିପକୁ ନେଇ ଆହ୍ଲାବାଦ କୋର୍ଟ ଏକ ରାୟର ଶୁଣାଣି କରିଛନ୍ତି । କୋର୍ଟ ଏହି ରିଲେସନସପ୍ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏକ ପେମୀଯୁଗଳଙ୍କ ଦ୍ୱାରା ଦାୟର କରାଯାଇଥିବା…

ଅପରାଧର ଅଦ୍ଭୁତ ତର୍ଜମା

ନିକଟରେ ଏକ ରାୟ ସାରା ଦେଶ ରେ ହଇଚଇ ସୃଷ୍ଟି କରିଛି । ସେ ରାୟକୁ ନେଇ ଦେଶର ଶିଶୁ ସଂଗଠନମାନେ ରାଜରାସ୍ତାକୁ ଆସିଛନ୍ତି ଏବଂ ମହିଳା ସଂଗଠନମାନେ ମଧ୍ୟ ଏହାର ଘୋର ବିରୋଧ କରିଛନ୍ତି । ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗାନେଦିୱାଲା ଏକ ନାବାଳିକା ଯୌନ ନିର୍ଯାତନା ଶୁଣାଣି କରି…